ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ । ଭୁବନେଶ୍ୱର ବିଡିଏ ଫିଲ୍ଡ ମ୍ୟାନ ପୁରୁଷୋତମ ବଳିୟାରିସିଂଙ୍କ ବାସଭବନରେ ରେଡ ହୋଇଛି । ପଟିଆ ବାସଭବନ, ଶାସ୍ତ୍ରୀନଗର ବାସଭବନ ସମେତ ୫ଟି ଯାଗାରେ ଚଢାଉ ହୋଇଛି । ଚଢାଉ ବେଳେ ତାଙ୍କ ଘରୁ ୭ଟି ଗାଡି , ନଗଦ ୧ଲକ୍ଷ ଟଙ୍କା ଓ ୨୦ ଭରି ସୁନାଗହଣା ଜବତ ହୋଇଛି । ଆୟ ବର୍ହିଭୁତ ସଂପତି ଠୁଳ ଅଭିଯୋଗରେ ଏହି ରେଡ ହୋଇଛି ।
ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ
/kanak/media/post_attachments/wp-content/uploads/2016/06/vlcsnap-2016-06-13-17h30m10s749.png)