Browsing Category

ନ୍ୟୁଜ୍

ହିମାଂଶୁ କରଙ୍କ ଘରେ ଭିଜିଲାନ୍ସ ଚଢାଉ : ସରକାରୀ ବାସଭବନ ସମେତ ୪ଟି ସ୍ଥାନରେ ଏକକାଳୀନ ରେଡ

କନକ ବ୍ୟୁରୋ : ଡାକ୍ତର ଚାର ଶୋ ବିସ, ମୋତିଲାଲ ଗୌଡ ଲିଙ୍କରେ ହିମାଂଶୁ କର ଓରଫ ହାପିଙ୍କ ଘରେ ଭିଜିଲାନ୍ସ ଚଢାଉ। ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଥିବା ସୂଚନା ମିଳିଛି। ଭୁବନେଶ୍ୱରରେ ଥିବା ତାଙ୍କ ସରକାରୀ ବାସଭବନ, ଖଣ୍ଡଗିରି ଜାଗମରାରେ ଥିବା ନିଜ ଘର ଓ ଶ୍ୱଶୂର ଘର ଏବଂ କିଛି…
Read More...

ପାରଳା ଗଣ ଆତ୍ମହତ୍ୟା ମାମଲା : କ୍ରାଇମବ୍ରାଂଚ ଏସଆଇଟିର ତଦନ୍ତ ଆରମ୍ଭ

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡିରେ ପହଂଚି ମହାରାଜଙ୍କ ମ୍ୟାନେଜର ଅନଙ୍ଗମଞ୍ଜରୀ ଓ ପରିବାର ସଦସ୍ୟଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଂଚ । ଏସଆଇଟିର ୬ ଜଣିଆ ସଦସ୍ୟ ପାରଳା ଷଡଯନ୍ତ୍ର ଘଟଣାର ଅନୁସନ୍ଧାନ ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
Read More...

ଆଜି ସଂଧ୍ୟାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ : ଜିଏସଟି ବିଲ୍ ସହ ୪ଟି ବିଲ୍ ଗୃହୀତ ହେବା ସମ୍ଭାବନା

କନକ ବ୍ୟୁରୋ : ଆଜି ସଂଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ। ଏଥିରେ ଜିଏସଟି ବିଲ୍ ଉପରେ ରାଜ୍ୟ ସରକାର ଅନୁମୋଦନ ଦେବାର ସମ୍ଭାବନା ରହିଛି। ଏହାକୁ ଛାଡି ଆଉ ୩ଟି ପ୍ରସ୍ତାବ ଉପରେ ମଧ୍ୟ କ୍ୟାବିନେଟ ଅନୁମୋଦନ ମିଳିବାର ସମ୍ଭାବନା ରହିଛି । ଚଳିତ ଅଗଷ୍ଟ ମାସରେ ଏହା ତୃତୀୟ କ୍ୟାବିନେଟ । ଗତ…
Read More...

ଷଡଯନ୍ତ୍ରରେ ରାଜପ୍ରାସାଦ ! ଗଣତନ୍ତ୍ରର ଉହାଡରୁ ଶୁଭିଲା ରାଜତନ୍ତ୍ରର ଚିତ୍କାର

ପାରଳଖେମୁଣ୍ଡି : ଷଡଯନ୍ତ୍ରରେ ରାଜପ୍ରାସାଦ । ମାମଲା ୫ ଶହ କୋଟିର । ସମ୍ପତି ବିବାଦରୁ ଏଭଳି ଏକ ଅଘଟଣ ଘଟିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି । ଅଗଷ୍ଟ ୧୪ ତାରିଖରେ କାହିଁକି ଏକ ନ୍ୟୁଜ୍ ଚ୍ୟାନେଲ ମାଧ୍ୟମରେ ରାଜା ନଜରବନ୍ଦୀ ଅଛନ୍ତି ବୋଲି ଖବର ପ୍ରଚାର କରାଗଲା, ତାହା ଏବେ ରହସ୍ୟ…
Read More...

ବଦନାମ୍ ବଜାରରେ ଇଜ୍ଜତ ନିଲାମକୁ ପରିହାସ କଲେ ପ୍ରେମିକ : ପ୍ରେମିକାକୁ ଦେଲେ ବିବାହର ପ୍ରତିଶୃତି

ବଲାଙ୍ଗିର : ଗୋଟିଏ ପଟେ ଭୟ ଅନ୍ୟପଟେ ଅସହାୟତା । ଦୁର୍ବୃତଙ୍କ ଚାପରେ ପଡି ସେ ରଖିଥିଲେ ଶାରୀରିକ ସଂପର୍କ। ଭୟ ଓ ଆତଙ୍କ ତାଙ୍କୁ ବାଧ୍ୟ କରିଥିଲା ପ୍ରେମିକାଙ୍କ ଲଜ୍ଜା ସହ ଖେଳିବାକୁ । ଏବେ ସମୟ ପଶ୍ଚାତାପର ନୁହେଁ ବରଂ ପ୍ରେମିକାକୁ ଜୀବନସାଥୀ କରିବାର । ବଲାଙ୍ଗିର ରେପ୍ ଭିଡିଓ ଭାଇରାଲ…
Read More...

ଝିଅକୁ କମେଂଟ, ମାଆକୁ ହତ୍ୟା : ଗଂଜାମ ଜିଲ୍ଲାରେ ଚାଂଚଲ୍ୟକର ଘଟଣା

ଗଂଜାମ : କମେଂଟ ନିଆଁରେ ଜଳିଗଲା ଥାନା । ଝିଅକୁ କମେଂଟ ମାରିବା ପରେ ମାଆକୁ ହତ୍ୟା କରାଯାଇଛି। ଗଂଜାମ ଜିଲ୍ଲାରେ ଘଟିଛି ଏଭଳି ଚାଂଚଲ୍ୟକର ଘଟଣା । କମେଂଟ ମାରିବାକୁ ନେଇ ଅଶାନ୍ତ ହୋଇପଡିଛି ଗଂଜାମ ଜିଲ୍ଲାର ପୋଲସରା । ଥାନାରେ ବ୍ୟାପକ ଭଂଗାରୁଜା ଓ ପୋଡାଜଳା । ପୋଲିସ ଗାଡି ସହ ଥାନାରେ…
Read More...

ପାରଳା ଗଣଆତ୍ମହତ୍ୟା ଘଟଣା : ଏମକେସିଜିରେ ଚିକିତ୍ସାଧୀନ ସନ୍ତୋଷ ପାତ୍ରଙ୍କ ମୃତ୍ୟୁ

ପାରଳା ଗଣଆତ୍ମହତ୍ୟା ଘଟଣା । ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଥିବା ସନ୍ତୋଷ ପାତ୍ରଙ୍କ ମୃତ୍ୟୁ ହୋଇଛି । ସନ୍ତୋଷ ମୃତ ମ୍ୟାନେଜର ଅନଙ୍ଗ ମଞ୍ଜରୀଙ୍କ ଭାଇ । ଗତକାଲି ଘଟଣା ସ୍ଥଳରୁ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲେ ସନ୍ତୋଷ । ଏହି ଗଣଆତ୍ମହତ୍ୟାରେ ସନ୍ତୋଷ ଏକା ଜୀବିତ ଥିଲେ ।…
Read More...

କମେଣ୍ଟମରାକୁ ନେଇ ମୁହାଁମୁହିଁ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ୨ ଛାତ୍ର ଗୋଷ୍ଠୀ, ୩ ଛାତ୍ର ଆହତ

ବାଙ୍କୀ : କମେଂଟମରାକୁ କେନ୍ଦ୍ର କରି ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ତୁମୁଳକାଣ୍ଡ। ମୁହାଁମୁହିଁ ହୋଇଛନ୍ତି ୨ ଛାତ୍ର ଗୋଷ୍ଠୀ । ଏଥିରେ ଉଭୟ ଗୋଷ୍ଠୀର ୩ ଜଣ ଛାତ୍ର ଆହତ ହୋଇ ବାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି ହୋଇଛନ୍ତି । ସେପଟେ ଉତ୍ୟକ୍ତ ଛାତ୍ର କଲେଜ ପରିସରରେ ବ୍ୟାପକ…
Read More...

ପି.ଭି ସିନ୍ଧୁ ଓ ସାକ୍ଷୀ ମଲ୍ଲୀକଙ୍କୁ ଖେଳରତ୍ନ ପୁରସ୍କାର

ପି.ଭି ସିନ୍ଧୁ ଓ ସାକ୍ଷୀ ମଲ୍ଲୀକ, ଦୀପା କର୍ମାକାରଙ୍କୁ ଓ ଜିତୁ ରାୟଙ୍କୁ ମିଳିବ ଖେଳରତ୍ନ ପୁରସ୍କାର । ୧୫ ଜଣ ଖେଳାଳିଙ୍କୁ ମିଳିବ ଅର୍ଜୁନ ପୁରସ୍କାର । ଏହା ସହ ୬ଜଣ କୋଚଙ୍କୁ ମିଳିବ ଦ୍ରୋଣାଚାର୍ଯ୍ୟ ପୁରସ୍କାର । ତେବେ ପ୍ରଥମ ଥର ପାଇଁ ଏକ ସାଥିରେ ୪ ଜଣ ଖେଳାଳିକୁ ଖେଳରତ୍ନ ପୁରସ୍କାର…
Read More...

ମହଙ୍ଗା ପଡିଲା ରୋମିଓଗିରି : ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଜେଲ୍ ଗଲେ କ୍ରୀଡା ଶିକ୍ଷକ

ଦେବଗଡ : ମହଙ୍ଗା ପଡିଲା କ୍ରୀଡାଶିକ୍ଷକଙ୍କ ରୋମିଓଗିରି। ଛାତ୍ରୀଙ୍କୁ ଅସଦାଚରଣ ଅଭଯୋଗ ପରେ ଗିରଫ ପରେ ଜେଲ୍ ଗଲେ ଅଭିଯୁକ୍ତ ଶିକ୍ଷକ। ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକ୍ ଝରାଗୋଗୁଆ ପଂଚାୟତର ପିତବାସ ହାଇସ୍କୁଲରେ ଘଟିଛି ଏଭଳି ଘଟଣା। ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା…
Read More...