ମହଙ୍ଗା ମାଡକୁ ନେଇ ଆନ୍ଦୋଳନକୁ ଜୋରଦାର କଲା ବିଜେଡି : ଗ୍ୟାସ ଟାଙ୍କି ଧରି ଭୁବନେଶ୍ୱର ଏଡିଏମ ଅଫିସ ଆଗରେ ମହିଳା ମୋର୍ଚ୍ଚାର ବିକ୍ଷୋଭ; ଏପଟେ ୨୬୮ ଟଙ୍କା ମହଙ୍ଗା ହେଲା ଅଣ ସବସିଡି ଗ୍ୟାସ, ୧୯ କେଜି ସଲିଣ୍ଡରର ଦର ୨୧ ଶହ ଟଙ୍କା

19