ଚିଠି ଆଦାନ-ପ୍ରଦାନ ଭିତରେ ବନ୍ଧା ପଡ଼ିଛି ସୁନ୍ଦରୀର ଭାଗ୍ୟ : ବାଘୁଣୀକୁ ଜଙ୍ଗଲରେ ଛଡ଼ା ଯିବା ନା ନାହିଁ ଓଡ଼ିଶାକୁ ଚିଠି ଲେଖି ପଚାରିଲା ମଧ୍ୟପ୍ରଦେଶ । ଓଡ଼ିଶା କହିଲା, ଖୁବ୍ ଶ୍ରୀଘ୍ର ଦିଆଯିବ ରିପୋର୍ଟ

12