ଭାରତରେ ଖୋଲିବାକୁ ଯାଉଛି ପ୍ରତିଷ୍ଠିତ ବିଦେଶୀ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ । ଅକ୍ସଫୋର୍ଡ, ଷ୍ଟାଣ୍ଡଫୋର୍ଡ ଓ ୟେଲେ ଭଳି…

କନକ ବ୍ୟୁରୋ :  ସବୁ ବିଦ୍ୟାର୍ଥୀଙ୍କର ଗୋଟିଏ ସ୍ୱପ୍ନ ଥାଏ ଯେ ତାଙ୍କୁ ମିଳିଯା’ନ୍ତାକି ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟରେ ପଢିବାର ସୁଯୋଗ । କାରଣ ଅକ୍ସଫୋର୍ଡ ଏମିତି ଏକ ବିଶ୍ୱ ବିଦ୍ୟାଳୟ, ଯେ କି ତା’ର ସ୍ୱତନ୍ତ୍ରତା ପାଇଁ ସାରା ବିଶ୍ୱରେ ପରିଚିତ । ହେଲେ ଏଠାରେ ପଢିବାକୁ ଉଚ୍ଚ ମାର୍କ ହାର…

ପାକିସ୍ତାନ କ୍ରିକେଟ ଟିମ୍ ପାଇଁ ଆଉ ଏକ ସଫଳତା । ୭ ଫୁଟ୍ ୧ ଇଂଚର ବୋଲର ମହମ୍ମଦ ଇରଫାନଙ୍କ ପରେ ଟିମ୍ ରେ ଯୋଗ…

କନକ ବ୍ୟୁରୋ : ପାକିସ୍ତାନ  ଓ ବିଶ୍ୱ କ୍ରିକେଟକୁ ଆଗାମୀ ସମୟରେ ସବୁଠାରୁ ଉଚ୍ଚା ଓ ଦ୍ରୁତ ବୋଲର ମଳିବାର ସମ୍ଭାବନା ଦେଖା ଦେଇଛି । ପାକିସ୍ତାନ ଟିମ୍ ରେ ଖେଳିଥିବା ଦ୍ରୁତ ବୋଲର ମହମ୍ମଦ ଇରଫାନଙ୍କ କଥା ମନେଥିବ । ତାଙ୍କର ଉର୍ଚ୍ଚତା ୭ ଫୁଟ୍ ୧ ଇଂଚ୍ ଥିଲା । ଯେ କି ବିଶ୍ୱର ସବୁଠାରୁ…

କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ୨,୬୯୭ ନୂଆ ସଂକ୍ରମିତ ଚିହ୍ନଟ ଓ ୧୭ ଜଣଙ୍କର ମୃତ୍ୟୁ

କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି । କିଛିଦିନ ଧରି ଦୈନିକ ୪ ହଜାର ଉପରେ ସଂକ୍ରମଣର ଟ୍ରେଣ୍ଡ ଥିବା ବେଳେ ଏବେ ଦୈନିକ ସଂକ୍ରମଣ ସଂଖ୍ୟା ୩ ହଜାର ତଳେ ରହିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ମୋଟ ୨,୬୯୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ…

ନିତୀଶ କୁମାର ୨ ଥର ନିର୍ବାଚନ ହାରିବା ପରେ ରାଜନୀତି ଛାଡି ଠିକାଦାରୀ କରିବାକୁ ସ୍ଥିର କରିଥିଲେ । ନିଜେ କହିଥିଲେ କି…

କନକ ବ୍ୟୁରେ :  ଏବେ ଦେଶର ରାଜନୈତୀକ ଟ୍ରେଣ୍ଡ ବଦଳିଛି । ଆଗରୁ ଲୋକେ ରାଜନୀତିରେ ଭାଗ୍ୟ ପରୀକ୍ଷା କରି ବିଫଳ ହେବା ପରେ ସନ୍ୟାସ ନେଉଥିଲେ । ହେଲେ ଏବେ ସନ୍ୟାସରେ ବିଫଳ ହେବା ପରେ ରାଜନୀତିରେ ଭାଗ୍ୟ ପରୀକ୍ଷା କରୁଛନ୍ତି । ଆମେ ଏ କଥା ଏଇଥି ପାଇଁ କହୁଛୁ ଯେ ଏବେ ବିହାରରରେ ବିଧାନସଭା…

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ୟୁନିସେଫ୍ ତରଫରୁ ଚେତାବନୀ । କରୋନା ମହାମାରୀ ଗର୍ଭବତୀ ମହିଳା ମାନଙ୍କ ପାଇଁ ଆଣୁଛି ବିପଦ…

କନକ ବ୍ୟୁରୋ : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ୟୁନିସେଫ୍ ଓ ତାଙ୍କର ସହଯୋଗୀ ସଂଗଠନ ମାନେ ଚେତାବନୀ ଦେଇଛନ୍ତି କରୋନା ମହାମାରୀ ଗର୍ଭବତୀ ମହିଳା ଓ ତାଙ୍କ ପେଟରେ ବଢୁଥିବା ଶିଶୁ ମାନଙ୍କ ପାଇଁ ବିପଦ ଆଣିଛି । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ଚେତାବନୀ ଜାରି କରିଛି ।   ଯେଉଁ ରିପୋର୍ଟରେ…

ନିର୍ବାଚନ ପୂର୍ବରୁ ବିହାରରେ ବିଜେପିକୁ ଶକ୍ତ ଝଟ୍‌କା । ରାଜେନ୍ଦ୍ର ସିଂ, ଓଷା ବିଦ୍ୟାର୍ଥୀ ପରେ ଦଳ ଛାଡିଲେ ରାଜ୍ୟ…

କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ନାମାଙ୍କନ ପତ୍ର ଦାଖଲ ଚାଲିଥିବା ବେଳେ ବିଜେପିକୁ ତୃତୀୟ ଝଟ୍‌କା ଲାଗିଛି । ବିହାର ବିଜେପିର ବରିଷ୍ଠ ନେତା ରାମେଶ୍ୱର ଚୌରାସିଆ ଦଳ ଛାଡିଛନ୍ତି । ସେ ଖାଲି ଦଳ ଛାଡି ନାହାନ୍ତି , ଏନଡିଏରେ ଥିବା ଏଲଜେପିରେ ବି ସାମିଲ…