ଭାରତ- ପ୍ରଶାନ୍ତ ମହାସାଗର, ଦକ୍ଷିଣ ଚୀନ ସାଗର ଏବଂ ପୂର୍ବ ଲଦାଖ ସୀମା ବିବାଦ ନେଇ ଚୀନର ଆକ୍ରମଣାତ୍ମକ ସାମରିକ ସ୍ଥିତି…

କନକ ବ୍ୟୁରୋ : ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲ.ଏ.ସି କୁ ନେଇ ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦ ଏବେ ଉଗ୍ରରୂପ ନେଉଥିବା ଦେଖିବାକୁ ମିଳିଛି । ଚୀନ ଭାରତର ପ୍ରକୃତ ସୀମାରେଖା ନିକଟରେ ୬୦ ହଜାରରୁ ଅଧିକ ସୈନ୍ୟ ଠୁଳ କରିଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ଆମେରିକା ବିଦେଶ…

କୋଭିଡ୍ ନିୟମ ଭାଙ୍ଗି ହଟହଟ୍ଟା ୨ ମନ୍ତ୍ରୀ : ଥାନାରେ ଏତଲା ଦେଲା ଜଗନ୍ନାଥ ସେନା

କନକ ବ୍ୟୁରୋ : ପ୍ରଦୀପ ମହାରଥୀଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେବା ପଡିଲା ମହଙ୍ଗା । ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେଇଥିବା ଶାସକ ଦଳର ୨ ମନ୍ତ୍ରୀଙ୍କ ନାମରେ ମାମଲା ରୁଜୁ । ବିଜେଡିର ବରିଷ୍ଠ ନେତା ପ୍ରଦୀପ୍ ମହାରଥୀଙ୍କ ଦେହାନ୍ତ ପରେ ତାଙ୍କ ଶବ ପାଖରେ ଶହ ଶହ ଲୋକଙ୍କ ଭିଡ ଦେଖିବାକୁ…

ଦିଲ୍ଲୀରୁ ମାତ୍ର ୧୨ ଶହ କିଲୋମିଟର ଦୂର । ଯେଉଁଠି ଆପଣ ପହଂଚିଲେ ଆପଣଙ୍କ ବଜେଟ୍‌ରୁ ବହୁତ କମରେ ଆପଣ ପାଇ ପାରିବେ କାଜୁ…

କନକ ବ୍ୟୁରୋ : କାଜୁ ଏକ ମହଙ୍ଗା ଖାଦ୍ୟ । ଯାହାକି ସାଧାରଣ ଲୋକଙ୍କ ବଜେଟ୍ ବାହାରେ । ହଁ କେବେ କେବେ ସାଧାରଣ ଲୋକମାନେ ଘରେ ଉତ୍ସବ ପାଳନ କଲେ କାଜୁ କିଣିଥା’ନ୍ତି । ହେଲେ ଯଦି ଆପଣଙ୍କୁ ଆଳୁ, ପିଆଜ ଦାମରେ କାଜୁ ବାଦାମ ମିଳିଯାଏ ତେବେ । ଆପଣ ଥରେ ଭାବିଲେ ଏହା କଣ ସମ୍ଭବ । ଆଳୁ ଓ ପିଆଜ…

ଜଣେ ବି ଦୋଷୀ କୋର୍ଟରୁ ଖସି ନ ଯାଆନ୍ତୁ କି ଜଣେ ବି ନିଦ୍ଦୋଷ ଦଣ୍ଡ ନ ପାଆନ୍ତୁ । ଏମିତି ଲକ୍ଷ୍ୟ ରଖି ସେ କୋର୍ଟରେ…

କନକ ବ୍ୟୁରୋ : ଦେଶକୁ ବିଚଳିତ କରିଦେଇଥିବା ଦିଲ୍ଲୀର ନିର୍ଭୟା କାଣ୍ଡ ହେଉ କି ଧାର୍ମିକ ବିଶ୍ୱାସକୁ ଧୋକ୍କା ଦେଇଥିବା ବାବା ରାମ୍ ରହିମଙ୍କ ମାମଲା ହେଉ ବା ଦଳିତ ବନାମ ସବର୍ଣ୍ଣ କଥିତ ଗ୍ୟାଙ୍ଗ ରେପ୍ ଓ ହତ୍ୟା ବାଲା ହାଥରସ୍ କାଣ୍ଡ ହେଉ ଏସବୁ ମାମଲାରେ ଅଭିଯୁକ୍ତଙ୍କ ସପକ୍ଷରେ ଓକିଲ ଭାବେ…

ହାଥରସ୍ କାଣ୍ଡକୁ ନେଇ ଇଡିଙ୍କ ସଫେଇ, ଭୀମ୍ ଆର୍ମୀ ସହିତ ନାହିଁ ପିଏଫଆଇର ଲିଙ୍କ୍ । ୧୦୦ କୋଟି ଟଙ୍କା ବିଦେଶୀ ଫଣ୍ଡର…

କନକ ବ୍ୟୁରୋ : ହାଥରସ୍‌ରେ ହୋଇଥିବା ଗଣଦୁଷ୍ମର୍ମ ଓ ହତ୍ୟା ମାମଲାକୁ ନେଇ ଯେଉଁ ଆନ୍ଦୋଳନ ତେଜୁଛି ତା ପଛରେ ଏକ ଷଡଯନ୍ତ୍ର ରହିଛି । ଯେଉଁ ଷଡଯନ୍ତ୍ର ପାଇଁ ଭୀମ ଆର୍ମୀକୁ ପିଏଫଆଇ ୧୦୦ କୋଟି ଟଙ୍କା ଦେଇଛି । ଏମିତି କିଛି ଅଭିଯୋଗ ଆସିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହାର ତଦନ୍ତ…

ଆର୍ସେଲର ମିତଲ ଓ ନିପନ ଷ୍ଟିଲ ଅଧିକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ବୈଠକ । ପାରାଦୀପ ପେଲେଟ୍ ପ୍ଲାଣ୍ଟ ର କ୍ଷମତା…

କନକ ବ୍ୟୁରୋ : ଆର୍ସେଲର ମିତଲ ଓ ନିପନ ଷ୍ଟିଲ କମ୍ପାନୀର ବରିଷ୍ଠ ଅଧିକାରୀ ଓ ଇସ୍ପାତ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ପାରାଦୀପ ପେଲେଟ୍ ପ୍ଲାଣ୍ଟର କ୍ଷମତା ବୃଦ୍ଧି ଓ କଳିଙ୍ଗନଗର ଷ୍ଟିଲ୍ ହବ୍ ରେ ପୁଞ୍ଜି…