Monthly Archives

July 2024

ବର୍ଷାରେ ଭିଜିବ ରଥଯାତ୍ରା । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ୭ ତାରିଖରେ ପୁରୀରେ…

କନକ ବ୍ୟୁରୋ : ବର୍ଷାରେ ଭିଜିବ ରଥଯାତ୍ରା। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ତଥ୍ୟ ଅନୁଯାୟୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ୨୪ ଘଣ୍ଟାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ। ୭ ଜୁଲାଇରେ ଗୋଟିଏ ଦୁଇଟି ସ୍ଥାନରେରେ ପ୍ରବଳରୁ ଅତି ପ୍ରବଳ ବର୍ଷା…

ମମତା କରିବେ ରଥଯାତ୍ରା । ଆସନ୍ତାବର୍ଷରୁ ଦୀଘାରେ ପାଳିତ ହେବ ରଥଯାତ୍ରା । ସୋସିଆଲ ମିଡ଼ିଆରେ ପଶ୍ଚିମବଙ୍ଗ…

କନକ ବ୍ୟୁରୋ: ପଶ୍ଚିମବଙ୍ଗର ଦୀଘାରେ ଜଗନ୍ନାଥଙ୍କ ଏକ ଟେମ୍ପଲ କମ୍ପ୍ଲେକ୍ସ ତିଆରି ହେବ। ଏନେଇ କାମ ଆରମ୍ଭ ହୋଇଯାଇଛି। ଏହାର ସୂଚନା ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହି ମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ପୂଜାର୍ଚ୍ଚନା ହେବ। ଏଠାରେ ରଥଯାତ୍ରା ମଧ୍ୟ…

ଅଗଷ୍ଟ ୧୧ରେ ହେବ ନିଟ୍ ପିଜି ପରୀକ୍ଷା । ଦୁଇଟି ସିଫ୍ଟରେ ହେବ ପରୀକ୍ଷା

କନକ ବ୍ୟୁରୋ: ଘୋଷଣା ହେଲା ନିଟ୍ ପିଜି ପରୀକ୍ଷା ତାରିଖ । ଅଗଷ୍ଟ ୧୧ ତାରିଖରେ ଅନୁଷ୍ଠିତ ହେବ ନିଟ୍ ପିଜି ପରୀକ୍ଷା । ଏହାକୁ ୨ଟି ସିଫ୍ଟରେ କରାଯିବ ବୋଲି ନ୍ୟାନନାଲ ବୋର୍ଡ ଅଫ୍ ଏକଜାମିନେସନ୍ ପକ୍ଷରୁ କୁହାଯାଇଛି । ନିଟ୍ ପେପର ଲିକ୍ ଅଭିଯୋଗ ପରେ ସ୍ଥଗିତ ଥିବା ଏହି ପରୀକ୍ଷାକୁ ୧୧…

ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାଁରେ ଏତଲା । ମାମଲା ରୁଜୁ କଲେ ଆଇନଜୀବୀ ।

କନକ ବ୍ୟୁରୋ: ପୂର୍ବତନ ବିଧାୟକ ତଥା ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା । ଏତଲା ଦେଲେ ହାଇକୋର୍ଟ ଆଇନଜୀବୀ ସତ୍ୟ ଶିବ ସୁନ୍ଦର ମହାନ୍ତି । ସତ୍ୟଙ୍କ ଅଭିଯୋଗ ,ପ୍ରଣବ ଦାସ ନିଜ ସରକାରୀ ବାସଭବନରେ କରିଥିବା ବେଆଇନ ନିର୍ମାଣରେ ଚାଲିଥିଲା…

ଇଂଜେକ୍ସନ ଦେଇ ଦଶମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ଉଦ୍ୟମ । ଅଚେତ ଅବସ୍ଥାରେ ଛାତ୍ରଙ୍କୁ ମେଡିକାଲରେ ଭର୍ତ୍ତି

କନକ ବ୍ୟୁରୋ : ଇଞ୍ଜେକ୍ସନ ଦେଇ ଦଶମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ଉଦ୍ୟମ। ଗାଁ ଲୋକଙ୍କ ପାଟି ଶୁଣି ଛାତ୍ରଙ୍କୁ ଛାଡି ଫେରାର ହେଲେ ଦୁବୃର୍ତ୍ତ। ଗୁରୁତର ଅବସ୍ଥାରେ ଛାତ୍ର ଜଣକୁ ମେଡିକାଲରେ ଭର୍ତ୍ତି। ବୌଦ୍ଧ ମନମୁଣ୍ଡା ଥାନା ଗବଯୋର ଗାଁରେ ଏଭଳି ଘଟଣା ସାମ୍ନାକୁ ଆସିଛି। ସମ୍ବିତ ବାଗ ନାମକ…

ପାରାଦୀପ ଶିଶୁ ବିକ୍ରି ଘଟଣା । ଭାଇଜାଗରୁ ଉଦ୍ଧାର ହେଲା ନବଜାତ ଶିଶୁ । ଜନ୍ମ ହେବାର ଗୋଟିଏ ଦିନ ପରେ ଦଲାଲଙ୍କୁ…

କନକ ବ୍ୟୁରୋ : ପାରାଦୀପ ଶିଶୁ ବିକ୍ରି ଘଟଣାରେ ନୂଆ ମୋଡ଼। ଅଭିଯୋଗର ୨୪ ଘଂଟା ଭିତରେ ଉଦ୍ଧାର ହେଲା ବିକ୍ରି ହୋଇଥିବା ନବଜାତ ଶିଶୁ। ଉଦ୍ଧାର ଶିଶୁକୁ ପାରାଦୀପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଶିଶୁଟି ସୁସ୍ଥ ଥିବା ଜଣାପଡ଼ିଛି। ପୋଲିସ ଉପସ୍ଥିତିରେ ଚିକିତ୍ସା ଚାଲିଛି।…