Daily Archives

July 2, 2019

୨୦୧୯ ବିଶ୍ୱକପରେ ଭାରତ ବିଶ୍ୱବିଜେତା ହେଲେ, ନିର୍ମାଣ ହେବ ଚଳଚିତ୍ର ! ଜାଣନ୍ତୁ କିଏ ନିର୍ମାଣ କରିବେ ଫିଲ୍ମ ।

କନକ ବ୍ୟୁରୋ : ୨୦୧୯ ବିଶ୍ୱକପ୍ ଶେଷ ହୋଇ ଆସୁଥିବା ବେଳେ, କିଏ ହେବ ବିଶ୍ୱବିଜେତା, ସେନେଇ ସମସ୍ତଙ୍କ ମଧ୍ୟରେ ରହିଛି ଉତ୍କଣ୍ଠା । ଆଉ ଏହାରି ଭିତରେ ବିଶ୍ୱକପକୁ ନେଇ ଆସିଛି ଏକ ବଡ ଖବର । ରଣବୀର ସିଂହଙ୍କ ଅଭିନୀତ ତଥା କବୀର ଖାନ୍‌ଙ୍କ ନିର୍ଦ୍ଦେଶିତ ଫିଲ୍ମ‘୮୩’ର ସୁଟିଂ ଏବେ ଇଂଲଣ୍ଡରେ…

ଚାଳକଙ୍କ ସହ ଏବେ ପଛରେ ବସିଥିବା ବ୍ୟକ୍ତିଙ୍କୁ ବି ପିନ୍ଧିବାକୁ ହେବ ହେଲମେଟ୍। ବାଇକ୍ ସହ କିଣିବାକୁ ପଡିବ ୨ଟି…

ଦେଶରେ ଦିନ ପ୍ରତିଦିନ ବଢି ଚାଲିଛି ସଡକ ଜନିତ ଦୁର୍ଘଟଣା । ପ୍ରତି ଦିନ କେଉଁଠି ନା କେଉଁଠି କେହି ନା କେହି ଏହାର ଶିକାର ହୋଇ ଜୀବନ ହାରିବାକୁ ପଡୁଛି । ଏନେଇ ଉଭୟ ପୁଲିସ ଏବଂ ପ୍ରଶାସନ ପକ୍ଷରୁ ଅନେକ ସଚେତନତା ମୂଳକ ଅଭିଯାନ କରାଯାଉଥିବା ସତ୍ୱେ ବି ଲୋକେ ବେପରୁଆ ଭାବେ ଗାଡି ଚଲାଇ…

ବିଧାନସଭାରେ ତାରା ଦେଲେ ଦୁଷ୍କର୍ମର ହିସାବ ! ଜାଣନ୍ତୁ ରାଜ୍ୟରେ ପ୍ରତିଦିନ କେତେ ଧର୍ଷଣ ହେଉଛି ଓ କେତେ ଦୋଷୀ…

କନକ ବ୍ୟୁରୋ: ରାଜଧାନୀ ଛାତି ଉପରେ ୪ ନାବାଳିକା ଗର୍ଭବତୀ ହେବା ଘଟଣା ପରଠାରୁ ରାଜ୍ୟ ସରକାରଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି । କାରଣ ଏହି ଘଟଣାର କଡ଼ା ପ୍ରତିବାଦ କରି ଏବେ ସରକାରଙ୍କୁ ଘେରିବାରେ ଲାଗିଛନ୍ତି ବିରୋଧୀ । ଏନେଇ ରାଜ୍ୟ ବିଧାନସଭାରେ ପ୍ରତିବାଦ କରିଛନ୍ତି କଂଗ୍ରେସ ବିଧାୟକ…

କଟା ଗୋଡ ଧରି ଚଟାଣରେ ସାରାରାତି ପଡିରହିଲେ ଯୁବକ: ଆଡ ଆଖରେ ଦେଖିଲେନି ଏସସିବି ଡାକ୍ତର, ମିଳିଲାନି ବେଡ

କନକ ବ୍ୟୁରୋ: କଟା ଗୋଡ ଧରି ଚଟାଣରେ ରାତିସାରା ଗଡିଲେ ଯୁବକ । କିନ୍ତୁ ଆଡ ଆଖରେ ଦେଖିଲେନି ଡାକ୍ତର । ଟ୍ରେନରେ କଟି ଦୁଇଗୋଡ ହରାଇଥିବା ଯୁବକ ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ବିଳମ୍ବରେ ଆରମ୍ଭ ହେଲା ଚିକିତ୍ସା । ଏଭଳି ଘଟଣା ସାମ୍ନାକୁ ଆସିଛି କଟକ ବଡ ମେଡିକାଲରୁ । ଘଟଣା ଅନୁସାରେ. ଟ୍ରେକ…

କର୍ମଚାରୀଙ୍କ ପାଇଁ ଦୁଃଖ ଖବର ! ୧୦୦୦ ରୁ ଅଧିକ କର୍ମଚାରୀଙ୍କୁ ଚାକିରୀରୁ ଛଟେଇ କରିବାକୁ ଯାଉଛି ଏହି ପ୍ରସିଦ୍ଧ…

ଅନ୍ୟ ମୋବାଇଲ୍ କମ୍ପାନୀକୁ ଚୀନ୍ ମୋବାଇଲ୍ କମ୍ପାନୀ କଡା ଟକ୍କର ଦେଉଛି । ଏହାର ପ୍ରଭାବ ବଜାରରେ ଦେଖିବାକୁ ମିଳୁଛି । କୋରିୟାର ଏକ ପ୍ରସିଦ୍ଧ କମ୍ପାନୀ ସାମସଙ୍ଗ୍ ଭାରତ ଏବେ ନିଜ କର୍ମଚାରୀଙ୍କ ସଂଖ୍ୟା କମ୍ କରିବାକୁ ଯାଉଛି । କମ୍ପାନୀ ଏମ୍ପଲାଇଜର ସଂଖ୍ୟାରେ ୧୦୦୦ ପର୍ଯ୍ୟନ୍ତ କମ୍…

ଦେଶ ପାଇଁ ଲଢିଥିଲେ, କିନ୍ତୁ ସରକାର ଭୁଲିଗଲେ ! ସ୍ୱାଧୀନତା ସଂଗ୍ରାମୀ ହୀରା ସିଂହଙ୍କୁ ୪୦ ବର୍ଷର ସଂଘର୍ଷ ପରେ ମିଳିଲା…

କନକ ବ୍ୟୁରୋ : ଭାରତର ସ୍ୱାଧୀନତା ପାଇଁ ଇଂରେଜ ମାନଙ୍କ ସହ ଲଢିଥିବା ୯୫ ବର୍ଷୀୟ ସ୍ୱତନ୍ତ୍ରତା ସେନାନୀ ହୀରା ସିଂହଙ୍କୁ ୪୦ ବର୍ଷର ସଂଘର୍ଷ ପରେ ପେନସନ୍ ମିଳିଛି । ୧୨ ପ୍ରତିଶତ ସୁଧ ସହ ବକେୟା ଥିବା ପେନସନ୍ ରାଶି ଏବଂ ଜୋରିମାନା ଆକାରରେ ୧ ଲକ୍ଷ ଟଙ୍କା ହୀରା ସିଂହଙ୍କୁ ଦେବାକୁ ଗତକାଲି…