Daily Archives

November 13, 2018

ବିମାନରେ ଯାତ୍ରା କରିବା ପାଇଁ ଇଚ୍ଛା ଅଛି କି? ମାତ୍ର ୯୯୯ ଟଙ୍କାରେ କରିପାରିବେ ବିମାନ ଯାତ୍ରା । ଜାଣନ୍ତୁ କେଉଁ…

କନକ ବ୍ୟୁରୋ : ବିମାନରେ ଯାତ୍ରା କରିବା ପାଇଁ ଅନେକ ଲୋକଙ୍କ ମନରେ ଏକ ସ୍ୱପ୍ନ ରହିଥାଏ । ତେବେ କେତେକ ଲୋକମାନଙ୍କ ପାଖରେ ଟଙ୍କାର ଅଭାବ କାରଣରୁ ସେମାନେ ବିମାନ ଯାତ୍ରା କରିପାରନ୍ତି ନାହିଁ । ମିଳିଥିବା ସୂଚନା ଅନୁସାରେ, ଏୟାର-ଏସିଆ ଘୋଷଣା ଏକ ସ୍ପେଶାଲ ଅଫର । ଯେଉଁ ଯୋଜନାରେ ଲୋକମାନେ…

କୋଣାର୍କ ମନ୍ଦିରରେ ସାଦା ପଥର ଲାଗିବା ପ୍ରସଙ୍ଗ । ଏଏସଆଇ ସଫେଇ ପରେ ଆଜି କୋଣାର୍କ ସୁରକ୍ଷା ସମ୍ପର୍କରେ ସଚିବାଳୟରେ…

କନକ ବ୍ୟୁରୋ: କୋଣାର୍କ ସୁରକ୍ଷା ସମ୍ପର୍କରେ ଆଜି ସଂସ୍କୃତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଉଚ୍ଚସ୍ତରୀୟ ବୈଠକ ହେବ । ମନ୍ଦିରରେ କାରୁକାର୍ଯ୍ୟପୂର୍ଣ୍ଣ ପଥର କାଢି ସାଦା ପଥର ଲଗାଯିବା ନେଇ ଏସଏସଆଇର ସଫେଇ ପରେ ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ବୈଠକକୁ ଉନ୍ନୟନ…

ମେକ୍ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ଦିବସ । ଆଜି ସ୍ୱାସ୍ଥ୍ୟସେବା,କୃଷି ବ୍ୟବସାୟ ଓ ଦକ୍ଷତା ବିକାଶ ଉପରେ ଅଧିବେଶନ

କନକ ବ୍ୟୁରୋ: ମେକ୍ ଇନ୍ ଓଡ଼ିଶା କନକ୍ଳେଭ ଦ୍ୱିତୀୟ ସଂସ୍କରଣର ଆଜି ତୃତୀୟ ଦିବସ । ଆଜି ସ୍ୱାସ୍ଥ୍ୟସେବା ଉପରେ ପୁଞ୍ଜିନିବେଶ ନେଇ ସମସ୍ତଙ୍କ ନଜର ରହିବ । ସ୍ୱାସ୍ଥ୍ୟସେବା ପୁଞ୍ଜିନିବେଶ ଉପରେ ଅଧିବେଶନ ହେବ । କୃଷି ବ୍ୟବସାୟ ପୁଞ୍ଜିନିବେଶ ଓ ଦକ୍ଷତା ବିକାଶ ଅଧିବେଶନ ବି ହେବ । …

ପ୍ରସ୍ତୁତି ପରେ କିଛି ଏଭଳି ଦେଖାଯିବ ଶ୍ରୀରାମ ମନ୍ଦିର ! ମନ୍ଦିର ପ୍ରସ୍ତୁତି ପାଇଁ ଚିହ୍ନଟ କରାଗଲା ପଥର ଏବଂ ଇଟା ।…

ଅଯୋଧ୍ୟାର କାରସେବକପୁରମ୍ ଜନ୍ମଭୂମି ଦ୍ୱାରା ସଂଚାଳିତ କାର୍ଯ୍ୟଶାଳାରେ ମନ୍ଦିର ତୋଳା କାମର ଗତି କମିଯାଇଛି । କାରିଗର ,ଶିଳ୍ପକାର ଏବଂ ଅନ୍ୟ କର୍ମୀଙ୍କ କାମ ନକରିବା କାରଣରୁ ମନ୍ଦିର ତୋଳା କାମ ଅଧାରେ ଅଟକି ରହିଛି । ଯାହାର ବିବରଣୀ ୧୯୯୦ ମସିହାରେ ମନ୍ଦିର ନିର୍ମାଣ ପାଇଁ ଚୟନ ହୋଇଥିବା…

ଚିରନିଦ୍ରାରେ ଚିତ୍ତ: ବର୍ଷୀୟାନ କଣ୍ଠଶିଳ୍ପୀ ଚିତ୍ତ ଜେନାଙ୍କ ପରଲୋକ

କନକ ବ୍ୟୁରୋ: ଓଡ଼ିଆ ସଙ୍ଗୀତ ଜଗତର ଜଣାଶୁଣା ନାମ, ପ୍ରଥିତଯଥା କଣ୍ଠଶିଳ୍ପୀ ଚିତ୍ତଜେନା ଆଉ ନାହାଁନ୍ତି । ଆଜି କଟକର ଏକ ଘରୋଇ ହସ୍ପିଟାଲରେ ଶ୍ରୀ ଜେନା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କିଛିଦିନ ହେଲା ସେ ଅସୁସ୍ଥ ଥିଲେ। ଆଜି ସକାଳୁ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ…

ଆରବିଆଇ ବନାମ କେନ୍ଦ୍ର ସରକାର: ବିବାଦର ସମାଧାନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଉର୍ଜିତ ପଟେଲ

କନକ ବ୍ୟୁରୋ: ସରକାର ଓ ଆରବିଆଇ ମଧ୍ୟରେ ଚାଲିଥିବା ବିବାଦର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲ । ମିଳିଥିବା ସୂଚନା ଅନୁସାରେ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ଉର୍ଜିତ । ଗତ କିଛି ସପ୍ତାହ ଧରି କେନ୍ଦ୍ର ସରକାର ଓ ଆରବିଆଇ…