Daily Archives

November 13, 2018

ଛତିଶଗଡରେ ନିର୍ବାଚନ ସମୟରେ ମାଓବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ । ଯବାନଙ୍କ ପାଲଟା ଗୁଳିରେ ୫ ନକ୍ସଲ…

କନକ ବ୍ୟୁରୋ : ନିର୍ବାଚନ ବର୍ଜନ ପାଇଁ ପୂର୍ବରୁ ଧମକ ଦେଇ ଆସୁଥିବା ନକ୍ସଲ ହିଂସାକାଣ୍ଡ ଘଟାଇ ନିର୍ବାଚନକୁ ଭଣ୍ଡୁର କରିବାକୁ ବାରମ୍ବାର ଉଦ୍ୟମ କରି ବିଫଳ ହୋଇଛନ୍ତି। ଯୋଜନାବଦ୍ଧ ଭାବେ ଛତିଶଗଡ଼ର ବିଭିନ୍ନ ସ୍ଥାନରେ ହାମଲା କରିଛନ୍ତି ନକ୍ସଲ। ଅନ୍ୟପଟେ ନକ୍ସଲଙ୍କ କାଣ୍ଡ ସତ୍ତ୍ବେ ବହୁ…

ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୧୮ : ୧.୪ ଲକ୍ଷ କୋଟିର ପ୍ରତିଶ୍ରୁତି

କନକ ବ୍ୟୁରୋ: ମେକ୍ ଇନ୍ ଓଡ଼ିଶା କନକ୍ଲେଭର ଦ୍ବିତୀୟ ସଂସ୍କରଣରେ େଯାଗଦେଇ େଦଶର ପ୍ରମୁଖ ଶିଳ୍ପପତିମାନେ ଓଡ଼ିଶା ଓ ରାଜ୍ୟ ସରକାରଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଓଡ଼ିଶାବାସୀଙ୍କୁ ସ୍ବପ୍ନ ଦେଖାଇଛନ୍ତି ଯେ ଆସନ୍ତା ଦିନରେ ସେମାନେ ନିଜ ନିଜ କ୍ଷେତ୍ରରେ ପାଖାପାଖି ୧ଲକ୍ଷ ୩୯ ହଜାର ୬୧୦…

ପେନସନ ଦାବି ନେଇ ଲକ୍ଷେ ଲୋକ ଘେରିବେ ସଂସଦ ! ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶା କର୍ମଚାରୀ ମହାମଞ୍ଚ ଦେଲା ସୂଚନା

କନକ ବ୍ୟୁରୋ : ୨୦୦୫ରେ ସରକାର ଲାଗୁ କରିଥିବା ନୂତନ ପେନସନ ଯୋଜନାକୁ ବିରୋଧ କରିବା ସହ ପୁରୁଣା ପେନସନ ଯୋଜନା ଲାଗୁ କରିବା ପାଇଁ ‘ଜାତୀୟ ଆନ୍ଦୋଳନ ପୁରୁଣା ପେନସନ ଯୋଜନା’ ପକ୍ଷରୁ ଦାବି ହୋଇଛି। ଏହି ଦାବି ନେଇ ନଭେମ୍ବର ୨୬ ତାରିଖ ଦିନ ସଂସଦ ଘେରାଉ କାର୍ଯ୍ୟକ୍ରମ ରହିଛି। ଏହି…

ବେଦାନ୍ତର କଳାହାଣ୍ଡିର ଥିବା ବିମାନ ବନ୍ଦରକୁ ରାଜ୍ୟ ସରକାରଙ୍କୁ କରାଯିବ ହସ୍ତାନ୍ତର : ଅନୀଲ ଅଗ୍ରୱାଲ

କନକ ବ୍ୟୁରୋ : କଳାହାଣ୍ଡି ମୋ ହୃଦୟର ଅତି ନିକଟତର। ଏଠାରେ ପହଞ୍ଚିବା ପରେ ମୁଁ ଭାବୁଛି ମୋ ଜୀବନ ସାର୍ଥକ ହୋଇଛି। ଏହା କହିଛନ୍ତି ବେଦାନ୍ତ ଗ୍ରୁପର ମୁଖ୍ୟ ଅନିଲ ଅଗ୍ରୱାଲ୍। ସେ କହିଛନ୍ତି ଯେ, ବେଦାନ୍ତ ପକ୍ଷରୁ କଳାହାଣ୍ଡିରେ ୨୦ ହଜାର କୋଟିରୁ ଅଧିକ ଟଙ୍କା ନିବେଶ କରାଯାଇଛି। ଏହା…

ବାଦବିବାଦ ପରେ ଆଜିଠାରୁ ଭୁବନେଶ୍ୱରରେ କାର୍ଯ୍ୟରେ ଯୋଗଦେବେ ଆଇନଜୀବୀ

କନକ ବ୍ୟୁରୋ : ହାଇକୋର୍ଟ ବାର୍ ଆସୋସିଏସନ୍ ଡାକରାରେ ଭୁବନେଶ୍ବର ଓକିଲ ସଂଘ ଚଳାଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଉପରେ ଭୁବନେଶ୍ବର ବାର୍ ଆସୋସିଏସନ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମଙ୍ଗଳବାରଠାରୁ ସହମତି ଭିତ୍ତିରେ ଆଇନଜୀବୀମାନେ କୋର୍ଟ କାର୍ଯ୍ୟରେ ଯୋଗଦେବେ ବୋଲି ସଂଘର…