Daily Archives

April 13, 2018

ବ୍ରେନ ବ୍ୟାଙ୍କରେ ସାଇତି ରଖାଯାଇଛି ୧ ହଜାରରୁ ଅଧିକ ମଣିଷ ମସ୍ତିଷ୍କ ! ହେଲେ ଏହାପଛର କାରଣ କଣ ଜାଣନ୍ତି

ବ୍ରିଟେନରେ ନିର୍ମାଣ କରାଯାଇଛି ଏକ ବ୍ରେନ ବ୍ୟାଙ୍କ । ଏହି ବ୍ୟାଙ୍କରେ ପ୍ରାୟ ଏକ ହଜାରରୁ ଅଧିକ ମସ୍ତିଷ୍କ ସାଇତି ରଖାଯାଇଛି । ଏଠାରେ ସାଇତି ରଖାଯାଇଥିବା ମସ୍ତିଷ୍କ ଗୁଡିକୁ ବିଭିନ୍ନ ପ୍ରକାର ପରୀକ୍ଷା କରିବା ପାଇଁ ବ୍ୟାଙ୍କରେ ଏକତ୍ରୀତ କରାଯାଇଛି । ସୂଚନା ଅନୁଯାୟୀ ବ୍ରିଟେନର…

କ୍ୟାନସର କରାଉଛି ଜନସନ ବେବି ପାଉଡର । ବର୍ଷକ ମଧ୍ୟରେ କଂପାନୀ ବିରୋଧରେ ଆସିଲାଣି ୬ହଜାରରୁ ଅଧିକ ଅଭିଯୋଗ । ତୁରନ୍ତ…

ସମଗ୍ର ବିଶ୍ୱରେ ତଥା ବେବି କେୟାର ମାର୍କେଟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଜନସନ ଆଣ୍ଡ ଜନସନ ବେବି କଂପାନୀ । ଯାହାର ପ୍ରଡକ୍ଟକୁ ନା ହିଁ କେବଳ କୋମଳମତି ଶିଶୁଙ୍କଠାରେ ବ୍ୟବହାର କରାଯାଉଛି ବରଂ ବଡ ଲୋକମାନେ ମଧ୍ୟ ବ୍ୟବହାର କରୁଛନ୍ତି । ହେଲେ ବର୍ଷ ବର୍ଷ ଧରି ବିଶ୍ୱ ବଜାରରେ ନାମ…

ଆସନ୍ତାକାଲି ପଣାସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି : ଜାଣନ୍ତୁ ଏହି ପର୍ବର ସାମାଜିକ ଓ ଆଧ୍ୟାତ୍ମିକ ଭିତ୍ତିଭୂମି

ପଣାସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତିକୁ ଓଡିଆ ନବବର୍ଷ ଭାବରେ ପାଳନ କରାଯାଏ । ସାଧାରଣତଃ ଅପ୍ରେଲ ୧୪କୁ ପଣାସଂକ୍ରାନ୍ତି ରୂପରେ ପାଳନ କରାଯାଏ । ଏହିଦିନ ଠାରୁ ବସନ୍ତ ଋତୁୁର ଶେଷ ଓ ଗ୍ରୀଷ୍ମ ଋତୁୁର ଆରମ୍ଭ ହୋଇଥାଏ । ଓଡିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତିକୁ ବର୍ଷର…

ଭାରତର ଏମିତି ଏକ ଗାଁ, ଯେଉଁଠି ଲୋକମାନେ କେବେ ଦେଖିନାହାଁନ୍ତି ଥାନା । କାରଣ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଗ୍ରାମ ପଂଚାୟତ ହେବା ପରେ ଠେକଡି ଗାଁର ଲୋକେ ଥାନା ଦେଖିଥିଲେ । ପଂଚାୟତ ନିର୍ବାଚନ ସମୟରେ ଦଳୀୟ କନ୍ଦଳ ପରେ ପ୍ରଥମ ଥର ପାଇଁ ଥାନାରେ ଅଭିଯୋଗ ଦାଖଲ କରିଥିଲେ । ଏହା ପୂର୍ବରୁ ଗାଁର ଛୋଟ ବଡ ମାମଲାଗୁଡିକୁ ଗାଁର ବୟୋଜ୍ୟେଷ୍ଠ ବ୍ୟକ୍ତି ପଂଚାୟତରେ ସମାଧାନ…

ମରିନି ମାନବିକତା ! ଗୁରୁତର ମାଙ୍କଡ଼କୁ କୋଳରେ ଧରି ମେଡ଼ିକାଲ ମେଡ଼ିକାଲ ବୁଲିଲେ ଯୁବକ, ବଞ୍ଚିଗଲା ମାଙ୍କଡ଼ର ଜୀବନ

ଏବେବି ବଂଚିଛି ମାନବିକତା ବିପଦ ସମୟରେ ହିଁ ଜାଣିହୁଏ କିଏ ପ୍ରକୃତ ବନ୍ଧୁ । ଆଜିର ଦୁନିଆରେ ସମ୍ବେଦନଶୀଳ ହୀନତା ମଣିଷ ଭିତରେ ମାନବିକତାକୁ ମାରିଦେଉଛି । ମଣିଷ ସବୁ କ୍ରୁରତାର ସୀମା ଲଂଗିଯାଉଛି ଆଉ ସଇତାନ, ରାକ୍ଷସ ପରି ବ୍ୟବହାର କରୁଛି । ହତ୍ୟା, ବଳାତ୍କାର, ଗଣବଳାତ୍କାର ଆଜିକା ସମୟରେ…

ମୋବାଇଲ ବ୍ୟାଟେରୀ ଶେଷ ହେବାପରେ ମଧ୍ୟ ଫୋନରେ କଥା ହୋଇପାରିବେ ଜିଓ ଗ୍ରାହକ, ଜାଣନ୍ତୁ ପୁରା ଉପାୟ

ଜିଓ ଲଂଚ ହେବାପରେ ଲୋକଙ୍କୁ ଆକର୍ଷିତ କିରବା ପାଇଁ ବିଭିନ୍ନ ପ୍ରକାର ଅଫର ଉପସ୍ଥାପନ କରୁଛି କମ୍ପାନୀ । କେତେବେଳେ ଅତିରିକ୍ତ ଡାଟା ଦେଉଛି ତ ଆଉ କେତେବେଳେ କଲିଂ ଓ ମେସେଜ ସୁବିଧା । ତେବେ ଏସବୁ ବ୍ୟତୀତ ଜିଓ ଗ୍ରାହକଙ୍କୁ ଏପରି ଏକ ସୁବିଧା ମିଳୁଛି, ଯାହା ବିଷୟରେ ପ୍ରାୟ ଅଜଣା ଥିବେ । ଜିଓ…