Browsing Category

ଦେଶ ବିଦେଶ

ଶ୍ରୀନଗର ପୁଲୱାମାରେ ୫ ଆତଙ୍କବାଦୀ ନିହତ : କୋକାପୋରା ଅଂଚଳରେ ୬ଘଂଟାର ଏନକାଉଂଟର

କନକ ବ୍ୟୁରୋ : ଜମ୍ମୁ କଶ୍ମୀରରେ ଆତଙ୍କବାଦ ବିରୋଧରେ ସୁରକ୍ଷାକର୍ମୀଙ୍କ ଅପରେସନ ଲଗାତାର ଭାବେ ଜାରି ରହିଛି । ଶ୍ରୀନଗରରେ ଗତ ୨୪ ଘଂଟା ମଧ୍ୟରେ ବିଭିନ୍ନ ଏନକାଉଂଟରରେ ମୋଟ୍ ୫ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଲସ୍କରର ୩ ଓ ହିଜବୁଲ ମୁଜାହିଦ୍ଦିନର ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ।…
Read More...

ଜେଲ୍ ଗଲେ ଜଷ୍ଟିସ କର୍ଣ୍ଣନ ! ସୁପ୍ରିମ କୋର୍ଟରେ ଜାମିନ ଆବେଦନ ଖାରଜ

କନକ ବ୍ୟୁରୋ : କୋଲକାତା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ କର୍ଣ୍ଣନଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ ଆଜି ସୁପ୍ରିମ କୋର୍ଟ ଖାରଜ କରିଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟର ଜଷ୍ଟିସ ଡିଓ୍ଵାଇ ଚନ୍ଦ୍ରଚୂଡ ଓ ଜଷ୍ଟିସ ସଞ୍ଜୟ କିଶନ କୌଲଙ୍କୁ ନେଇ ଗଠିତ ଗ୍ରୀଷ୍ମ ଅବକାଶକାଳୀନ…
Read More...

କିଏ ହେବ ୟୁପିଏର ରାଷ୍ଟ୍ରପତି ପ୍ରାର୍ଥୀ : ଆଜି ସୋନିଆଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ

କନକ ବ୍ୟୁରୋ : ରାଷ୍ଟ୍ରପତି ପାଇଁ ଏନଡିଏର ପ୍ରାର୍ଥୀ ଘୋଷଣା ପରେ କିଏ ହେବ ୟୁପିଏର ପ୍ରାର୍ଥୀ ସେ ନେଇ ଚର୍ଚ୍ଚା ଜୋର ଧରିଛି । ଏନଡିଏ ପକ୍ଷରୁ ରାମନାଥ କୋବିନ୍ଦଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବାପରେ ପ୍ରାର୍ଥୀ ଚୟନ ପାଇଁ ଆଜି ଦିଲ୍ଲୀରେ ୟୁପିଏର ବୈଠକ ବସୁଛି । କଂଗ୍ରେସ ଅଧ୍ୟକ୍ଷା…
Read More...

ସିବିଏସଇ ପରୀକ୍ଷାରେ ବିଭ୍ରାଟ ପ୍ରସଙ୍ଗ : ଆଜି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଭେଟିବ…

କନକ ବ୍ୟୁରୋ : ସିବିଏସଇ ପରୀକ୍ଷାରେ ହୋଇଥିବା ବିଭ୍ରାଟକୁ ନେଇ ଆଜି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଭେଟିବ ଅଭିଭାବକ ମହାସଂଘ । ୫ ଦଫା ଦାବି ନେଇ ମହାସଂଘ ଭେଟିବ । ୫ ଦଫା ଦାବି ସହ ଏହି ପରିପ୍ରେକ୍ଷୀରେ ହୋଇଥିବା ଦସ୍ତଖତ ଅଭିଯାନକୁ ମଧ୍ୟ ମନ୍ତ୍ରୀଙ୍କୁ…
Read More...

ବଢିଲାନି ଧାନ ଦର ! ନିରାଶ କରିଛନ୍ତି ମୋଦି ସରକାର

କନକ ବ୍ୟୁରୋ : ରାଷ୍ଟ୍ରପତି ନିର୍ବାଚନ ନେଇ ବିଜେପି ପ୍ରାର୍ଥୀଙ୍କୁ ଓଡିଶାର ବିଜେଡି ସରକାର ସମର୍ଥନ କରିବାର ୨୪ ଘଂଟା ନପୁରୁଣୁ, ନବୀନ ପୁଣି ଟାର୍ଗେଟ୍ କରିଛନ୍ତି ମୋଦି ସରକାରଙ୍କୁ । କହିଛନ୍ତି, ଧାନର ସର୍ବନିମ୍ନ ସହାୟକ ଦର ବଢାଇବାରେ ନିରାଶ କରିଛି କେନ୍ଦ୍ର । ଗତକାଲି ଧାନର ସର୍ବନିମ୍ନ…
Read More...

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କ ସପକ୍ଷରେ ଜେଡିୟୁ !

କନକ ବ୍ୟୁରୋ : ଏନଡିଏ ରାଷ୍ଟ୍ରପତି ପଦ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କ ସପକ୍ଷରେ ଜେଡିୟୁ । ନିତିଶ କୁମାରଙ୍କ ଜେଡିୟୁ ସାଂସଦ ତଥା ବିଧାୟକଙ୍କ ସହ କଥାବାର୍ତ୍ତା ପରେ ରାମନାଥ କୋବିନ୍ଦଙ୍କୁ ସମର୍ଥନ କରିବା ନେଇ ପାର୍ଟି ଘୋଷଣା କରିଛି । ତେବେ ନିତିଶଙ୍କ ଏ ଘୋଷଣା ପରେ ଲାଲୁ ଓ ନିତିଶଙ୍କ…
Read More...

ସନ୍ଦେହ ନେଲା ଜୀବନ ! ପତ୍ନୀଙ୍କୁ ୩୫ଥର ଛୁରୀ ମାରି ହତ୍ୟା କଲେ ସ୍ୱାମୀ

କନକ ବ୍ୟୁରୋ : ସନ୍ଦେହ ନେଲା ଜୀବନ । ପତ୍ନୀଙ୍କ ଚରିତ୍ର ଉପରେ ସନ୍ଦେହ କରି ୩୫ ଥର ଛୁରୀ ମାରି ହତ୍ୟା କରିଛନ୍ତି ଅଭିଯୁକ୍ତ ସ୍ୱାମୀ । ଏହା ସହ ମା’କୁ ବଂଚାଇବାକୁ ଚେଷ୍ଟା କରିଥିବା ପୁଅକୁ ମଧ୍ୟ ଆକ୍ରମଣ କରିଛନ୍ତି ଅଭିଯୁକ୍ତ । ଘଟଣାଟି ଘଟିଛି ନର୍ଥଇଷ୍ଟ୍ ଦିଲ୍ଲୀରେ । ଅଭିଯୋଗ ଅନୁସାରେ,…
Read More...

କାର୍ଯ୍ୟକାଳର ଶେଷ ଦିନରେ ଟିମ୍ ଇଣ୍ଡିଆ କୋଚ୍ ପଦ ଛାଡିଲେ ଅନିଲ କୁମ୍ବଲେ! କୋହଲିଙ୍କ ସହ ମନାନ୍ତର ଥିବାନେଇ କଲେ…

କନକ ବ୍ୟୁରୋ: ଟିମ୍ ଇଣ୍ଡିଆର କୋଚ୍ ପଦରୁ ଇସ୍ତଫା ଦେଇଛନ୍ତି ଅନୀଲ କୁମ୍ବଲେ । ସେ ତାଙ୍କର ଇସ୍ତଫା ପତ୍ର ବିସିସିଆଇକୁ ପଠାଇ ଦେଇଥିବା ନେଇ ସୂଚନା ଦେଇଛନ୍ତି । ଟିମ୍ ଇଣ୍ଡିଆ ବିନା କୋଚରେ ଆଗାମୀ ସିରିଜ୍ ଖେଳିବାକୁ ୱେଷ୍ଟଇଣ୍ଡିଜ୍ ଗସ୍ତ କରିଛି । ତେବେ କପ୍ତାନ କୋହଲିଙ୍କ ସହ ମନାନ୍ତର…
Read More...

‘ଯୋଗ କର ନିରୋଗ ରୁହ’ ନାରା ନେଇ ପାଳନ ହେଉଛି ଯୋଗ ଦିବସ! ଗୁଜୁରାଟ ଅହମଦାବାଦରେ ଯୋଗଗୁରୁ ରାମଦେବଙ୍କ ଯୋଗ

କନକ ବ୍ୟୁରୋ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ଏହି ଅବସରରେ ପୂରା ଦେଶ ଯୋଗ ଦିବସ ପାଳନ କରୁଛି । ବିଭିନ୍ନ ସ୍ଥାନରେ ଯୋଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଅହମଦାବାଦରେ ଯୋଗ କରିଛନ୍ତି ଯୋଗଗୁରୁ ବାବା ରାମଦେବ । ତାଙ୍କ ସହ ବିଜେପି ଅଧ୍ୟକ୍ଷ ଅମିତ ଶାହ ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି…
Read More...

ଲକ୍ଷ୍ନୌରେ ମୋଦିଙ୍କ ସହ ଯୋଗୀଙ୍କ ଯୋଗ ! ପ୍ରଧାନମନ୍ତ୍ରୀ କହିଲେ, ଯୋଗ ଜୀବନର ଏକ ଅଂଶ

କନକ ବ୍ୟୁରୋ: ପ୍ରବଳ ବର୍ଷାରେ ଭିଜି ଯୋଗ କଲେ ପ୍ରଧାନମନ୍ତ୍ରୀ । ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଯୋଗ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତେବେ ମୋଦିଙ୍କ ସହ ରାଷ୍ଟ୍ରମନ୍ତ୍ରୀ ରାମ ନାଏକ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ…
Read More...