Browsing Category

ଦେଶ ବିଦେଶ

ଶରଦ ଯାଦବଙ୍କ ଶକ୍ତି ପ୍ରଦର୍ଶନ ! ଟାର୍ଗେଟରେ ଏନଡିଏ ସରକାର

କନକ ବ୍ୟୁରୋ: ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ବିହାରରେ ମହାମେଣ୍ଟର ପତନ ଘଟାଇ ବିଜେପି ସହ ହାତ ମିଳାଇଥିବାରୁ ଏଥିରେ କ୍ଷୁବ୍ଧ ହୋଇଥିବା ଦଳର ବରିଷ୍ଠ ନେତା ଶରଦ ଯାଦବ ଗତକାଲି ଏନଡିଏ ସରକାରଙ୍କୁ ଟାର୍ଗେଟ୍ କରି ‘ସାଝା ବିରାସତ ବଚାଓ’ ସମାବେଶ ଆୟୋଜନ କରିଥିଲେ । ଏଥିରେ କଂଗ୍ରେସ ସମେତ…
Read More...

ଚାଇନା କଂପାନିକୁ ଚୋଟ ! ଟାର୍ଗେଟରେ ବିଦ୍ୟୁତ୍, ଟେଲିକମ୍ ଯନ୍ତ୍ରାଂଶ

କନକ ବ୍ୟୁରୋ: ଡୋକଲାମରେ ଭାରତ ଏବଂ ଚୀନ୍ ସେନା ମୁହାଁମୁହିଁ ସ୍ଥିତିରେ ଥିବା ବେଳେ ଦୁଇ ରାଷ୍ଟ୍ର ମଧ୍ୟରେ ବ୍ୟବସାୟକୁ ନେଇ ମଧ୍ୟ ମୁହାଁମୁହିଁ ପରିସ୍ଥିତି ଦେଖାଦେଇଛି । ଚୀନର ୯୩ଟି ସାମଗ୍ରୀ ଉପରେ ଆଣ୍ଟି ଡମ୍ପିଂ ଶୁଳ୍କ ଲଗାଇ ଭାରତ ସେଗୁଡ଼ିକର ପ୍ରବେଶକୁ ଅଟକାଇବା ପ୍ରୟାସ କରିଛି । ଭାରତର…
Read More...

ଆତଙ୍କବାଦୀଙ୍କ ବର୍ବରତା ! ବାର୍ସିଲୋନାରେ ଗାଡ଼ି ମଡ଼ାଇ ୧୩ ଜଣଙ୍କୁ ହତ୍ୟା

କନକ ବ୍ୟୁରୋ: ସ୍ପେନର ବାର୍ସିଲୋନା ସହରରେ ଆତଙ୍କବାଦୀମାନେ ଏକ ଭ୍ୟାନକୁ ଅସ୍ତ୍ର କରି ଭୟାନକ ଆକ୍ରମଣ କରିଛନ୍ତି । ସହରରେ ପର୍ଯ୍ୟଟକଙ୍କ ଭିଡ଼ ରହୁଥିବା ଲାସ୍ ରାମବ୍ଲାସ୍ ସିଟି ସେଣ୍ଟର ଅଂଚଳରେ ଜଣେ ଆତଙ୍କବାଦୀ ଏକ ଭ୍ୟାନକୁ ଲୋକଙ୍କ ଉପରେ ମଡ଼ାଇ ଚାଲିବାରୁ ୧୩ ଜଣଙ୍କ ମୃତ୍ୟୁ ଘଟିଛି ଓ…
Read More...

ମିଶନ ୩୫୦ର ରଣନୀତି କଲେ ଶାହା : ଓଡିଶାର ସ୍ଥିତି ନେଇ ସମୀକ୍ଷା, ହେଲା ପାୱାର ପଏଂଟ ପ୍ରେଜେଣ୍ଟେସନ

କନକ ବ୍ୟୁରୋ : ଟାର୍ଗେଟ ୨୦୧୯ । ଆସନ୍ତା ସାଧାରଣ ନିର୍ବାଚନରେ କିପରି ବିଜେପି ଅଧିକ ସଫଳ ହେବ ସେନେଇ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ଆଜି ସେନେଇ ବରିଷ୍ଠ ନେତା ଓ ମନ୍ତ୍ରୀଙ୍କୁ ତିନି ଘଣ୍ଟାର ରାଜନୀତି ପାଠ ପଠାଇବା ସହ ଆଗାମୀ ନିର୍ବାଚନ ପାଇଁ…
Read More...

ଆମ୍ମାଙ୍କ ମୃତ୍ୟୁର ଫିଟିବ ଗୁମର ! ଯାଞ୍ଚ ପାଇଁ କମିସନ ଗଠନ କଲେ ତାମିଲନାଡୁ ସରକାର

କନକ ବ୍ୟୁରୋ : ଫିଟିବ କି ଜୟଲଳିତାଙ୍କ ମୃତ୍ୟୁର ଗୁମର ? ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁର ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ଆରମ୍ଭ ହୋଇଛି ପ୍ରୟାସ । ଆମ୍ମାଙ୍କ ମୃତ୍ୟୁର ଯାଞ୍ଚ ପାଇଁ ଆଜି ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାର…
Read More...

ମାତ୍ର ଗୋଟିଏ ଏସଏମଏସ୍ ଦିଅନ୍ତୁ ! ଜିଓ ୪ଜି ଫୋନ୍ ପ୍ରି ବୁକିଙ୍ଗ୍ କରନ୍ତୁ

କନକ ବ୍ୟୁରୋ : ଜିଓ ୪ଜି ଫୋନ୍ ଆଣିବାକୁ ଚାହୁଁଛନ୍ତି ? ମାତ୍ର ଗୋଟିଏ ଏସଏମଏସ୍ କରନ୍ତୁ ଆଉ ଫୋନ୍ ପାଆନ୍ତୁ । ଅନଲାଇନ୍ ଆଉ ଅଫଲାଇନ୍ ବ୍ୟତୀତ ଏବେ ମେସେଜ୍ କରିଆରେ ଫୋନ୍ ପାଇବା ସୁବିଧା ଆଣିଛି କମ୍ପାନୀ । ତେବେ ମେସେଜ୍ କରିବାକୁ ହେଲେ ପ୍ରଥମେ କ୍ୟାପିଟାଲରେ ଜେପି ଲେଖି ଗୋଟିଏ ସ୍ପେଶ୍…
Read More...

ଶତ୍ରୁଙ୍କ ମୁକାବିଲା ପାଇଁ ପ୍ରସ୍ତୁତ ଭାରତ ! ୪୧୬୮ କୋଟିରେ କିଣିବ ୬ଟି ଅତ୍ୟାଧୂନିକ ଆପାଚେ ହେଲିକପ୍ଟର୍ 

ଶତ୍ରୁଙ୍କ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି ଭାରତ । ଆମେରିକାଠାରୁ ଆଣିବ ଅତ୍ୟାଧୂନିକ ପ୍ରଯୁକ୍ତବିଦ୍ୟାରେ ନିର୍ମିତ ଏଏଚ୍ - ୬୪ଇ ଆପାଚେ ହେଲିକପ୍ଟର୍ । ଆଉ ଏଥିପାଇଁ ଦେଶ ଖର୍ଚ୍ଚ କରିବ ୪୧୬୮ କୋଟି ଟଙ୍କା । ମିଳିଥିବା ସୂଚନା ଅନୁଯାୟୀ, ଆମେରିକା କମ୍ପାନୀ ‘ଆପାଚେଠାରୁ ଭାରତୀୟ ବାୟୁସେନା…
Read More...

ଭାରତକୁ ଚୀନର ସମାଲୋଚନା! ଡରିଗଲା କି ଡ୍ରାଗନ ?

କନକ ବ୍ୟୁରୋ : ଡୋକଲାମ ବିବାଦକୁ ନେଇ ଚୀନ୍ ସରକାରୀ ଖବରକାଗଜ ଗ୍ଲୋବାଲ୍ ଟାଇମସ୍ ପୁଣିଥରେ ଭାରତକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଛି । ଗ୍ଲୋବାଲ ଟାଇମସରେ ଲେଖାଯାଇଛି ଯେ, ଭାରତ ହେଉଛି ଛୋଟ ଚିନ୍ତାଧାରାକୁ ନେଇ ବଞ୍ଚିଥିବା ଦେଶ । ସୀମାରେ ସଡ଼କ ନିର୍ମାଣ କରିବାକୁ ନେଇ ଦୁଇ ଦେଶ ମଧ୍ୟରେ…
Read More...

ବ୍ୟାନ୍ ପରେ ବି ଅନ୍ୟ ନାଁରେ ଫେରିଲା ‘ବ୍ଲୁ ହ୍ୱେଲ୍ ଚ୍ୟାଲେଞ୍ଜ୍’ ଗେମ୍ ! ପ୍ରାୟ ୨୩ହଜାର ବିପଦଜ୍ଜନକ ୱେବସାଇଟ୍…

ପିଲାମାନଙ୍କ ଜୀବନ ନେଉଥିବା ଭୟଙ୍କର ଖେଳ ବ୍ଲୁ ହ୍ୱେଲ୍ ଚ୍ୟାଲେଞ୍ଜ୍ ଉପରେ ଅଙ୍କୁଶ ଲଗାଇବା ପାଇଁ କଡା ନିର୍ଦ୍ଦେଶ ଦେଇଥିଲେ ସରକାର । ଗୁଗୁଲ୍, ଫେସବୁକ୍, ହ୍ୱାଟ୍ସଆପ୍, ଇନଷ୍ଟାଗ୍ରାମ୍, ମାଇକ୍ରୋସଫ୍ଟ ଇଣ୍ଡିଆ, ୟାହୁ ଇଣ୍ଡିଆକୁ ବିଧିବଦ୍ଧ ଭାବେ ଏହି ଖେଳ ଏବଂ ଏହି ପ୍ରକାର ଅନ୍ୟ ଖେଳର…
Read More...

କେନ୍ଦ୍ର ସରକାରଙ୍କ ନୂଆ ପଦକ୍ଷେପ ! ପେଟ୍ରୋଲ ପମ୍ପରେ ମିଳିବ ଶସ୍ତା ଔଷଧ ! ଏଲଇଡି ବଲବ ବିକ୍ରି କରିବା ନେଇ ଚୁକ୍ତି…

କନକ ବ୍ୟୁରୋ: ଏଣିକି ପେଟ୍ରୋଲ ପମ୍ପରେ ମିଳିବ ମେଡିସିନ । ଲୋକଙ୍କୁ ଶସ୍ତାରେ ଅତି ଦରକାରୀ ମେଡିସିନ ଯୋଗାଇବା ଲକ୍ଷ୍ୟରେ ଏହି ପଦକ୍ଷେପ ନେବାକୁ ଯୋଜନା କରାଯାଉଥିବା ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପେଟ୍ରୋଲ ପମ୍ପକୁ…
Read More...