Browsing Category

ଦେଶ ବିଦେଶ

ସତ ପ୍ରମାଣିତ ହେଲା ପୂର୍ବତନ ବାଜପେୟୀଙ୍କ ଭବିଷ୍ୟବାଣୀ । ଜାଣନ୍ତୁ ମୃତ୍ୟୁ ପୂର୍ବରୁ ବିରୋଧୀଙ୍କୁ ନେଇ କଣ କହିଥିଲେ…

କନକ ବ୍ୟୁରୋ: ୨୦୧୯ ନିର୍ବାଚନ ମହାସମର ଶେଷ ହେବା ସହ ଏଥିରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ନେତାଙ୍କ ଭାଗ୍ୟର ପେଡି ମଧ୍ୟ ଖୋଲିସାରିଛି । ଆଉ ଇତି ମଧ୍ୟରେ ସ୍ପଷ୍ଟ ହୋଇସାରିଛି କାହାକୁ ଜନତାଜନାର୍ଦ୍ଦନ ଦେଶର ପ୍ରଧାନମନ୍ତ୍ରୀ ଭାବେ ବାଛିଛନ୍ତି । ତେବେ ଗତଥର ଭଳି ଏଥର ବି ଜନତା ମୋଦିଙ୍କୁ ହିଁ…
Read More...

ନିର୍ବାଚନ ପରେ ବାରଣାସୀରେ ନମୋ : କାଶୀ ବିଶ୍ୱନାଥ ମନ୍ଦିରରେ କଲେ ପୂଜାର୍ଚ୍ଚନା

କନକ ବ୍ୟୁରୋ : ବାରଣାସୀରେ ଏନଡିଏ ନେତା ନରେନ୍ଦ୍ର ମୋଦି । ବାରଣାସୀରୁ ଦ୍ୱିତୀୟ ଥର ପାଇଁ ରେକର୍ଡ ଭୋଟରେ ବିଜୟ ହୋଇଛନ୍ତି । ସେଇଥିପାଇଁ ବାରଣାସୀର ଜନତାଙ୍କୁ କୃତଜ୍ଞତା ଜଣାଇବା ପାଇଁ ମୋଦି ଏହି ଗସ୍ତ କରିଛନ୍ତି । ନିଜ ନିର୍ବାଚନମଣ୍ଡଳି ବାରଣାସୀରେ ପହଂଚିବା ପରେ ମୋଦି ସଡକ ପଥରେ…
Read More...

ରାମ ମନ୍ଦିର ଉପରେ ଟିପ୍ପଣୀ ରଖିଲେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ମୋହନ୍ ଭାଗବତ୍ ! କହିଲେ , ରାମଙ୍କ କାମ ତ ହେବ…

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସଂଘଚାଳକ ମୋହନ ଭାଗବତ୍ ରାମ ମନ୍ଦିର ସହ ଜଡିତ ଥିବା ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ରାମଙ୍କ କାମ କରିବାର ଅଛି ଏବଂ ରାମଙ୍କ କାମ ହେବ ହିଁ ହେବ । ରାଜସ୍ଥାନରେ ଏକ କାର୍ଯ୍ୟକ୍ରମ ସମୟରେ ଭାଗବତ୍ କହିଥିଲେ ଯେ ରାମଙ୍କ କାମ କରିବାର ଅଛି । ଆମର ହିଁ ଏହି କାମ…
Read More...

ପଶ୍ଚିମବଙ୍ଗରେ ତିନିଦିନ ଭିତରେ ଦ୍ୱିତୀୟଥର ପାଇଁ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା ! ମମତା ବାନାର୍ଜୀଙ୍କ ଟିଏମସି…

ଲୋକସଭା ନିର୍ବାଚନ ପରେ ପଶ୍ଚିମବଙ୍ଗରେ ତିନିଦିନ ଭିତରେ ଦ୍ୱିତୀୟ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଛି । ରାଜ୍ୟର ଉତ୍ତର ଚୋବିସ୍ ପରଗନାର କାକିନାରାରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟାର ଆରୋପ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାର୍ଟି ତୃଣମୂଳ କଂଗ୍ରେସ ଉପରେ ଲଗାଯାଇଛି…
Read More...

ରାୟବରେଲିବାସୀଙ୍କୁ ସୋନିଆ ଗାନ୍ଧିଙ୍କ ଭାବପୂର୍ଣ୍ଣ ଚିଠି : ୟୁପିଏ ଅଧ୍ୟକ୍ଷ କହିଲେ,ଲଢେଇ ଲମ୍ବା ହେଲେ ବି ଜାରି ରହିବ,…

କନକ ବ୍ୟୁରୋ : ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି । ଉତ୍ତରପ୍ରଦେଶର ୮୦ଟି ଆସନରୁ କଂଗ୍ରେସ ମାତ୍ର ରାୟବରେଲି ଆସନ ହାତେଇଛି । ଏଠାରୁ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ବିଜୟୀ ହୋଇଛନ୍ତି । ଏହାପରେ ରାୟବରେଲି ଲୋକଙ୍କ ପାଇଁ ସୋନିଆ ଏକ ଭାବପୂର୍ଣ୍ଣ ଚିଠି ଲେଖିଛନ୍ତି ।…
Read More...

ସ୍ୱିସ୍ ବ୍ୟାଙ୍କରେ କଳାଧନ ଜମାକାରୀଙ୍କ ଉପରେ ଚଡକ । ଆକାଉଂଟ ସଂପର୍କିତ ସୂଚନା ଭାରତ ସରକାରଙ୍କୁ ଦେବା ପୂର୍ବରୁ ୨୫…

କନକ ବ୍ୟୁରୋ : ସ୍ୱିସ୍ ବ୍ୟାଙ୍କରେ ଟଙ୍କା ଜମା ରଖିଥିବା ଭାରତୀୟଙ୍କ ଅଡୁଆ ବଢିଛି । ଭାରତ ସରକାରଙ୍କୁ ଖାତାଧାରୀଙ୍କ ନାମ ଓ ତଥ୍ୟ ଦେବା ପୂର୍ବରୁ ଭାରତୀୟ ଆକାଉଂଟ ହୋଲଡରଙ୍କୁ ନୋଟିସ ପଠାଇଛି ସ୍ୱିସ୍ ବ୍ୟାଙ୍କ । ଗତ ସପ୍ତାହରେ ସ୍ୱିସ୍ ବ୍ୟାଙ୍କରେ ଆକାଉଂଟ ଥିବା ୧୨ ଜଣ ଭାରତୀୟଙ୍କୁ…
Read More...

ନିର୍ବାଚନ ପରେ ପ୍ରଥମ ଥର ପାଇଁ ଆଜି ବାରଣାସୀ ଯିବେ ନମୋ : କାଶୀ ବିଶ୍ୱନାଥଙ୍କ ଦର୍ଶନ ପରେ ଶୋଭାଯାତ୍ରା କରି ଜନତାଙ୍କୁ…

କନକ ବ୍ୟୁରୋ : ଆଜି ବାରଣାସୀ ଯିବେ ଏନଡିଏ ନେତା ନରେନ୍ଦ୍ର ମୋଦି । ବାରଣାସୀରୁ ଦ୍ୱିତୀୟ ଥର ପାଇଁ ରେକର୍ଡ ଭୋଟରେ ବିଜୟ ହୋଇଛନ୍ତି । ସେଇଥିପାଇଁ ବାରଣାସୀର ଜନତାଙ୍କୁ କୃତଜ୍ଞତା ଜଣାଇବା ପାଇଁ ମୋଦି ଏହି ଗସ୍ତ କରୁଛନ୍ତି । ନିଜ ନିର୍ବାଚନମଣ୍ଡଳି ବାରଣାସୀରେ ପହଂଚିବା ପରେ ମୋଦି ସଡକ ପଥରେ…
Read More...

ପରାଜୟ ପରେ କାର୍ଯ୍ୟକର୍ତ୍ତାଙ୍କୁ କେଜରିୱାଲ୍ ପଚାରିଲେ “ହାଓ ଇଜ୍ ଦ ଜୋସ୍”? କହିଲେ ଲୋକସଭା ନହେଲେ ନାହିଁ ବିଧାନସଭା…

ଲୋକସଭା ନିର୍ବାଚନରେ ଜବରଦସ୍ତ ହାର ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ରବିବାର ହତୋତ୍ସାହିତ କାର୍ଯ୍ୟକର୍ତ୍ତାଙ୍କ ଭିତରେ ଜୋସ୍ ଭରିବାକୁ ଚେଷ୍ଟା କରିଥିଲେ । ସମ୍ବୋଧନର ପ୍ରାରମ୍ଭରେ ହିଁ କେଜରିୱାଲ୍ କାର୍ଯ୍ୟକର୍ତ୍ତାଙ୍କୁ ପଚାରିଥିଲେ, “ହାଓ ଇଜ୍ ଦ ଜୋସ୍” । ଏହା ପରେ ସେ…
Read More...

ଦ୍ୱିତୀୟ ଶାସନକାଳର ପ୍ରଥମ ବିଦେଶ ଯାତ୍ରା । ବିରାଟ ବିଜୟ ପରେ ଜୁନରେ ମୋଦି କରିବେ ପ୍ରଥମ ବିଦେଶ ଗସ୍ତ ।

କନକ ବ୍ୟୁରୋ : ୨୦୧୯ ଲୋକସଭା ନିର୍ବାଚନରେ ବିପୁଳ ସଂଖ୍ୟକ ଭୋଟ୍‌ରେ ବିଜୟୀ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟ ଶାସନକାଳର ପ୍ରଥମ ବିଦେଶ ଯାତ୍ରା ଆସନ୍ତା ମାସ ଅର୍ଥାତ ଜୁନ୍‌ରୁ ଆରମ୍ଭ କରିବାକୁ ଯାଉଛନ୍ତି । ସେ କ୍ରିଜିଜ୍‌ସ୍ତାନର ବିସକେକ୍‌ଠାରେ ହେଉଥିବା ସଂଘାଇ କୋପରେସନ…
Read More...

ଗାନ୍ଧୀନଗରରେ ମୋଦି । ବିଜେପିର ବିଜୟ ପରେ ମା’ ହୀରାବେନଙ୍କୁ ଭେଟିଲେ, ଆଶୀର୍ବାଦ ନେଲେ ନମୋ ।

କନକ ବ୍ୟୁରୋ: ଏନଡିଏକୁ ମିଳିଥିବା ବିପୁଳ ବିଜୟ ପରେ ମା’ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅହମଦାବାଦରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ପରେ ପ୍ରଧାନମନ୍ତ୍ରୀ ଗାନ୍ଧୀନଗରସ୍ଥିତ ନିଜର ଘରେ ନିଜର ମା’ ହୀରାବେନଙ୍କୁ ଭଟିଛନ୍ତି। ମୋଦୀ ମା’ଙ୍କ ଠାରୁ ଆଶୀର୍ବାଦ ନେଇଛନ୍ତି।…
Read More...