Browsing Category

ସ୍ପେଶାଲ୍ ରିପୋର୍ଟ

ଟିକ୍-ଟକରେ ୫ ଲକ୍ଷ ଫଲୋଅର୍ସର୍ ଥିବା ଜିମ୍ ଟ୍ରେନରଙ୍କ ଉପରକୁ ସଂନ୍ଦିଗ୍ଧ ଚଳାଇଲେ ଗୁଳି ! ଘଟଣାସ୍ଥଳରେ ଯୁବକଙ୍କ…

ଦେଶର ରାଜଧାନୀ ଦିଲ୍ଲୀରେ ପୁଣିଥରେ ଗ୍ୟାଙ୍ଗ୍ ୱାରର ମାମଲା ସାମ୍ନାକୁ ଆସିଛି । ଦୁଇଦିନ ପୂର୍ବରୁ ମେଟ୍ରୋ ଷ୍ଟେସନ୍ ପାଖରେ ପୋଲିସ୍ ଏବଂ ଗ୍ୟାଙ୍ଗୱାର୍ ଫାୟାରିଙ୍ଗର ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଦୁଇଜଣ ସଂନ୍ଦିଗ୍ଧଙ୍କ ମୃତ୍ୟୁ ଘଟିଛି । ନଜଫଗଢରେ ଟିକ୍-ଟକରେ ଲୋକପ୍ରିୟ ହୋଇଥିବା ଏବଂ…
Read More...

ହୋଟେଲରେ ବଳୁଥିବା ସାବୁନକୁ ଏକାଠି କରି ଅନାଥ ପିଲାଙ୍କୁ ସ୍ୱଚ୍ଛତା ଆଡକୁ ନେଉଛି ଏହି ଏନଜିଓ ! ଶୁଣିଲେ ଆପଣ ମଧ୍ୟ ବାଃ…

ଗାଧୋଇବାବେଳେ ସାବୁନ୍ ଯେତେବେଳେ ପତଳା ହୋଇଯାଏ ତେବେ ଆପଣ କ’ଣ କରନ୍ତି ? ହୋଟେଲରେ ରହଣୀ ସମୟରେ ଦୁଇ ରୁ ତିନି ଦିନ ପର୍ଯ୍ୟନ୍ତ ଯେଉଁ ସାବୁନ୍ ଆପଣ ବ୍ୟବହାର କରନ୍ତି ଏହାପରେ ସେ ସାବୁନର ହୁଏ କ’ଣ ? ଆପଣଙ୍କ ଉତ୍ତର ଡଷ୍ଟବିନ୍ କୁ ଚାଲିଯାଏ , ପାଣିରେ ବହିଯାଏ ଆଦି ହୋଇପାରେ । ଏହା ସତ ମଧ୍ୟ…
Read More...

୨୦୦ରୁ ଅଧିକ ଦେଶ ଦେଖିବ ବିଶ୍ୱକପ । ଭାରତରେ ୭ଟି ଭାଷାରେ ହେବ ପ୍ରସାରଣ ।

କନକ ବ୍ୟୁରୋ : ୨୦୧୯ ବିଶ୍ୱକପର ତାରିଖ ଯେତିକି ପାଖଉଛି, କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ସେତିକି ବଢି ବଢି ଚାଲିଛି । ସାରା ଦୁନିଆର କ୍ରିକେଟପ୍ରେମୀଙ୍କ ନିକଟରେ ବିଶ୍ୱକପ କ୍ରିକେଟ୍ ପହଞ୍ଚାଇବା ପାଇଁ ଆଇସିସି ପକ୍ଷରୁ ଗତକାଲି ପ୍ରସାରଣ ଏବଂ ଡିଜିଟାଲ୍ ବିତରଣ ଯୋଜନାର ଘୋଷଣା କରାଯାଇଛି…
Read More...

ବ୍ରିଟିଶ୍ ରାଜପରିବାରକୁ ସୋସିଆଲ୍ ମିଡିଆ ମ୍ୟାନେଜରଙ୍କ ରହିଛି ଆବଶ୍ୟକ ! ଚାକିରୀ ପାଇଁ ବିଜ୍ଞପ୍ତି ଦେଲା ରୟାଲ୍…

ବ୍ରିଟିଶ୍ ରାଜପରିବାର ଦୁନିଆର ସବୁଠାରୁ ଧନୀ ରାଜପରିବାରର ମାନ୍ୟତା ପାଇଛି । ଏଠାକାର ଆଭିଜାତ୍ୟ ପୂର୍ଣ୍ଣ ଜୀବନ ସମସ୍ତଙ୍କୁ ଏଠାକୁ ଆକୃଷ୍ଟ କରିଥାଏ । ଏଠାରେ କାମ କରୁଥିବା ଜଣେ ଚାକରକୁ ବି ଲକ୍ଷ ଲକ୍ଷ ଟଙ୍କାରେ ଦରମା ଦିଆଯାଏ । ଏହି କାରଣରୁ ଏଠାରେ ଚାକିରୀ କରିବା ପାଇଁ ଲୋକଙ୍କ ମଧ୍ୟରେ…
Read More...

ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସରେ ଭାବୁକ ହେଲେ ରାହୁଲ ଓ ପ୍ରିୟଙ୍କା । ପ୍ରିୟଙ୍କାଙ୍କ ଟ୍ୱିଟ୍, ମୋ ପିତା ମୋ ପାଇଁ…

କନକ ବ୍ୟୁରୋ : ଭାବୁକ ହେଲେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୨୮ତମ ଶ୍ରାଦ୍ଧ ଦିବସରେ ତାଙ୍କ ଉଦ୍ଦେଶ୍ୟରେ କିଛି ଲେଖା ସେୟାର କରି ମନ କଥା କହିଛନ୍ତି ଭାଇ ରାହୁଲ ଓ ଭଉଣୀ ପ୍ରିୟଙ୍କା । ଦିଲ୍ଲୀ ବୀରଭୁମିରେ ରାଜୀବଙ୍କୁ ଶ୍ରଦ୍ଧାଂଜଳି…
Read More...

ଆଇପିଏସ୍ ସ୍ୱାମୀଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ସ୍ତ୍ରୀ ! ସୋସିଆଲ୍ ମିଡିଆରେ ପୋଷ୍ଟ୍ କଲେ ବିକଳ ଚିତ୍ର…

୨୦୧୫ ବ୍ୟାଚର ଜଣେ ଆଇପିଏସ୍ ଅଧିକାରୀଙ୍କ ଉପରେ ତାଙ୍କ ପତ୍ନୀ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଯୌତୁକ ପାଇଁ ମାରପିଟ୍ କରିବା ଏବଂ ଜୀବନରୁ ମାରିଦେବା ପାଇଁ ଚେଷ୍ଟା କରିବା ଭଳି ଅଭିଯୋଗ ମିରଠ ନୌଚନ୍ଦୀ ଥାନାରେ ଆସିଛି । ପତ୍ନୀଙ୍କ ଅଭିଯୋଗ ଥିଲା ଯେ ସ୍ୱାମୀ ତାଙ୍କୁ କୁକୁରକୁ ପିଟିଲା…
Read More...

ଟ୍ରାଇ ସାଇକେଲ୍ ଚଲାଇ ଫୁଡ୍ ଡେଲିଭରି କରୁଛନ୍ତି ଦିବ୍ୟାଙ୍ଗ ଜମାଟୋ ବଏ ! ସୋସିଆଲ୍ ମିଡିଆରେ ଭୁରି ଭୁରି ହେଉଛି…

କଥାରେ ଅଛି, ଇଚ୍ଛା ଥିଲେ ଉପାୟ ବଳେ ବଳେ ଆସେ । ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଜୋମାଟୋର ଡେଲିଭରୀ ବଏ ରାମୁ । ଗୋଡ଼ ଅଚଳ ଥିଲେ ମଧ୍ୟ ରାମୁ ନିଜ ହାତର ସାହାଯ୍ୟରେ ଟ୍ରାଇ ସାଇକେଲ ଚଳାଇ ଫୁଡ୍ ଡେଲିଭର କରୁଥିବା ଦେଖା ଯାଇଛି । ଏହାର ଭିଡିଓ ହନି ଗୋଏଲ ନାମକ ଜଣେ ଟୁଇଟର ବ୍ୟବହାରକାରୀ ସେୟାର…
Read More...

ଅଯୋଧ୍ୟାର ଶ୍ରୀ ସୀତାରାମ୍ ମନ୍ଦିରରେ ଆୟୋଜନ ହେଲା ଇଫତାର୍ ପାର୍ଟି ! ପୂଜାରୀ କହିଲେ ବଚିଂଥିଲା ପର୍ଯ୍ୟନ୍ତ ମନ୍ଦିରରେ…

ଅଯୋଧ୍ୟାରେ ସୋମବାର ଏଭଳି କିଛି ହେଲା ଯାହାର ଉଦାହରଣ ନା କେବଳ ସ୍ଥାନୀୟ ଲୋକ ସମ୍ପୁର୍ଣ୍ଣ ଦେଶରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମୁସଲିମ୍ ସଂପ୍ରଦାୟର ପବିତ୍ର ରମଜାନ୍ ମାସ ଚାଲିଥିବା ବେଳେ ଅଯୋଧ୍ୟାର ଶ୍ରୀ ସୀତାରାମ୍ ମନ୍ଦିରରେ ଇଫତାର୍ ପାର୍ଟି ଆୟୋଜନ କରାଯାଇଥିଲା । ରମଜାନର ପବିତ୍ର…
Read More...

ଖାଦ୍ୟରେ କାଚ ଖଣ୍ଡ ! ବର୍ଗର ଖାଇ ଲହୁଲୁହାଣ ହେଲେ ଯୁବକ 

ପୁନେର ଜଣେ ବ୍ୟକ୍ତିଙ୍କୁ ବର୍ଗରରେ କାଚ ଖଣ୍ଡ ମିଳିଲା, ଯଦ୍ୱାରା ତାଙ୍କ ମୁହଁ ରକ୍ତାକ୍ତ ହୋଇଯାଇଛି । ସୂଚନା ମୁତାବକ, ତାଙ୍କ ଗଳାରେ ଗଭୀର କ୍ଷତ ହୋଇଛି । ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ୩୧ ବର୍ଷୀୟ ସାଜିଦ୍ ପଠାନ ନିଜ ସାଙ୍ଗମାନଙ୍କ ସହ ‘ବର୍ଗର କିଙ୍ଗ’କୁ ଯାଇଥିଲେ ।…
Read More...

ରେଳଯାତ୍ରୀଙ୍କ ପାଇଁ ବିଶେଷ ସୁବିଧା ! ଏଣିକି ଟ୍ରେନରେ ଉପଲବ୍ଧ ହେବ ‘ଟକ୍ ବ୍ୟାକ୍’ ବଟନ

ରେଳବାଇ ଲଗାତାର ନିଜ ଯାତ୍ରୀଙ୍କ ସୁବିଧାକୁ ନେଇ ପଦକ୍ଷେପ ନିଏ । ଏହି ପରିପ୍ରେକ୍ଷୀରେ ଭାରତୀୟ ରେଳବାଇ ମହିଳା ଯାତ୍ରୀଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ରେଳ ବଗି ଗୁଡିକରେ ‘ଟକ୍ ବ୍ୟାକ୍ ବଟନ୍’ (Talk Back Button)ର ସୁବିଧା ଉପଲବ୍ଧ କରାଇଛି । ସୂଚନାଯୋଗ୍ୟ, ଏବେ ରେଳବାଇ ଏହାକୁ ପାଇଲଟ୍…
Read More...