Browsing Category

ସ୍ପେଶାଲ୍ ରିପୋର୍ଟ

ସାହସୀ କଳ୍ପନାଙ୍କୁ ଶେଷ ସଲାମ୍ । ସ୍ୱର୍ଗଦ୍ୱାରରେ ପାହାଡ଼ ରାଣୀଙ୍କ ଶେଷକୃତ୍ୟ, କାନ୍ଦି କାନ୍ଦି କଳ୍ପନାଙ୍କୁ ବିଦାୟ…

କନକ ବ୍ୟୁରୋ : ଅଶ୍ରୁଧାରରେ ପାହାଡ଼ ରାଣୀଙ୍କୁ ବିଦାୟ ଦେଲା ଓଡ଼ିଶା । ସ୍ୱର୍ଗଦ୍ୱାରରେ ଶେଷ ହେଲା କଳ୍ପନା ଦାସଙ୍କ ଶେଷକୃତ୍ୟ । ପଞ୍ଚଭୂତରେ ଲୀନ ହୋଇଛନ୍ତି ଏଭରେଷ୍ଟ ବିଜୟିନୀ କଳ୍ପନା ଦାସ । ଏହି ବୀର ଓଡିଆ ଝିଅଙ୍କୁ ଝୁରୁଛି ସାରା ଭାରତ । ଦ୍ୱିତୀୟ ଥର ଏଭରେଷ୍ଟ ଶିଖର ବିଜୟ କରିବା ପରେ ଗତ…
Read More...

ପାହାଡ଼ର କନ୍ୟା କଳ୍ପନା ଦାଶଙ୍କୁ ଶେଷ ସମ୍ମାନ । ଶ୍ରଦ୍ଧାଞ୍ଜଳି ଜଣାଇଲେ ସଂପର୍କୀୟ ଓ ବହୁ ବିଶିଷ୍ଟ ବ୍ୟକ୍ତି, କିଛି…

କନକ ବ୍ୟୁରୋ : ଆଉ କିଛି ସମୟ ପରେ ପୁରୀ ସ୍ୱର୍ଗଦ୍ୱାରରେ ଏଭରେଷ୍ଟ ଆରୋହୀଣି କଳ୍ପନା ଦାସଙ୍କ ଅନ୍ତିମ ସଂସ୍କାର ହେବ । ଆଜି ସକାଳେ କଳ୍ପନାଙ୍କ ମୃତଦେହ ଦିଲ୍ଲୀରୁ ଆସି ଭୁବନେଶ୍ୱରରେ ପହଂଚିଥିଲା । କଳିଙ୍ଗ ଷ୍ଟାଡିୟମରେ ଶେଷ ଦର୍ଶନ କରାଯିବା ପରେ କଳ୍ପନାଙ୍କ ମରଶରୀରକୁ ନିଆଯାଇଥିଲା…
Read More...

ଫୋନିକୁ ମାସେ, ସରିନି ଲୋକଙ୍କ ଦୁର୍ଦ୍ଦଶା । ସୁଧୁରିନି ଗ୍ରାମାଂଚଳ ଅବସ୍ଥା, ଏବେ ବି ମୁଣ୍ଡ ଉପରେ ଛାତ ନାହିଁ, ପିିଇବା…

କନକ ବ୍ୟୁରୋ : ଆଜିକୁ ଠିକ୍ ମାସକ ତଳେ ପ୍ରକୃତି ଯାହା ତାଣ୍ଡବ ରଚିଥିଲା, ତାହା ଭାବିବା ବେଳକୁ ଛାତି ଥରିଉଠୁଛି । ଲୋମ ଟାଙ୍କୁରି ଉଠୁଛି, ପ୍ରଳୟଙ୍କରୀ ବାତ୍ୟା ସ୍ଥଳଭାଗ ଛୁଇଁବା ମୁହୂର୍ତକୁ ମନେ ପକାଇବା ବେଳେ । ବାତ୍ୟା ଫୋନିକୁ ମାସେ ପୁରିଛି । ଏହାରି ଭିତରେ ସହରରେ ସ୍ଥିତି ସ୍ୱାଭାବିକ…
Read More...

ଅଶିକ୍ଷିତ ଲୋକଙ୍କୁ ଏଣିକି ମିଳିବନି ଡ୍ରାଇଭିଂ ଲାଇସେନ୍ସ । ଜାଣନ୍ତୁ କେଉଁ କୋର୍ଟ ଶୁଣାଇଲା ଏଭଳି ନିଷ୍ପତି

ଦେଶରେ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ଦିନପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି । ପ୍ରତି ଦିନ କେଉଁଠି ନା କେଉଁଠି ସଡକ ଦୁର୍ଘଟଣାରେ କେହି ନା କେହି ବ୍ୟକ୍ତି ଅକାଳରେ ଜୀବନ ହାରୁଛନ୍ତି । ଯାହାର ମୁଖ୍ୟ କାରଣ ଚାଳକଙ୍କ ଅସାବଧାନତା, ମଦ ପିଇ ଡ୍ରାଇଭିଂ କରିବା କିମ୍ବା ରାସ୍ତାରେ ଗତି…
Read More...

ଗୁଗୁଲ୍ ଗାର୍ଲ ! ବୟସ ମାତ୍ର ସାଢେ ୪ ବର୍ଷ କିନ୍ତୁ ବିଚକ୍ଷଣ ବୁଦ୍ଧି ପାଇଁ ଚର୍ଚ୍ଚାରେ ଏହି ଗୁଗୁଲ୍ ଗାର୍ଲ ଅପର୍ଣ୍ଣା…

ମଧ୍ୟପ୍ରଦେଶ ଚିତ୍ରକୁଟ ଜିଲ୍ଲାରେ ସାଢେ ୪ ବର୍ଷର କୁନି ଝିଅ ଅପର୍ଣ୍ଣା ମିଶ୍ର ଓରଫ୍ କିଟ୍ଟୁର ନାଁ ଲୋକଙ୍କ ପାଟିରେ ସବୁବେଳେ ରହିଛି । ସ୍କୁଲର ପାହାଚ ଚଢି ନଥିବା ଏହି କୁନିଝିଅର ଜ୍ଞାନକୁ ଦେଖି ଏବେ ସମସ୍ତେ ଚକିତ । ପ୍ରତ୍ୟେକ ରାଜ୍ୟର ରାଜଧାନୀ , ହିନ୍ଦୀ ସାହିତ୍ୟର ପୁସ୍ତକର…
Read More...

ଏଣିକି ଛୋଟ ଦୋକାନୀ ଏବଂ ବ୍ୟବସାୟୀଙ୍କୁ ମାସିକ ପେନସନ୍ ମିଳିବ ୩,୦୦୦ ଟଙ୍କା ! ଜାଣନ୍ତୁ କିଭଳି ଉଠାଇବେ ଏହି ଯୋଜନାର…

ଆସନ୍ତା ଜୁନ୍ ମାସ ୧୭ ତାରିଖରୁ ଜୁଲାଇ ୨୬ ତାରିଖ ଯାଏଁ ଚାଲିବ ସଂସଦ ଅଧିବେଶନ । ଜୁନ୍ ୧୭ ଏବଂ ୧୮ ତାରିଖରେ ସଂସଦରେ ପଦ ଓ ଗୋପନୀୟତାର ଶପଥ ନେବେ ଦେଶର ନବ ନିର୍ବାଚିତ ସାଂସଦ । ଏହା ପରେ ଜୁନ୍ ୧୯ ତାରିଖରେ ଲୋକସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଜୁନ୍ ୨୦ ତାରିଖରେ ସଂସଦକୁ…
Read More...

ବାଘ ହାବୁଡରୁ ନାତୁଣୀକୁ ବଚାଂଇଲେ ଜେଜେମା’ ! ତିନିବର୍ଷର ନାତୁଣୀକୁ ଧରି ନେଉଥିଲା ଚିତାବାଘ ସାହସ ଦେଖାଇ ବାଘ କବଳରୁ…

ଗୁଜୁରାଟର ଅମରେଲି ସରସିୟା ରେଞ୍ଜର ମାଲାସିକା ଗ୍ରାମରେ ଗୋଟିଏ ଚିତାବାଘ ପଶି ଆସିଥିଲା। ଚିତାବାଘ କ୍ଷେତରେ ଖେଳୁଥିବା ତିନିବର୍ଷର ଶିଶୁକୁ ଦେଖି ଆକ୍ରମଣ କରିଥିଲା। ଏହାପରେ ତାକୁ ମୁହଁରେ ଧରି ଦୌଡ଼ିବାକୁ ଲାଗିଥିଲା। ଏହି ଘଟଣା ବିଷୟରେ ଶିଶୁର ଜେଜେମା’ ଜାଣିବା ପରେ ନିଜ ଜୀବନକୁ ବାଜି ଲଗାଇ…
Read More...

ନା ଧର୍ମ ନା ଜାତି, କିଛି ଭାବିଲେନି ଚର୍ଚ୍ଚ ବିଶପ । ନିଜ କିଡ଼ନୀ ଦାନ କରି, ବଞ୍ଚାଇଲେ ଜଣେ ହିନ୍ଦୁ ଯୁବକର ଜୀବନ ।

କନକ ବ୍ୟୁରୋ: ଆଧୁନିକ ଯୁଗ ସହିତ ଅନେକ ସ୍ଥାନରେ ମଣିଷର କର୍ତ୍ତବ୍ୟ ମଧ୍ୟ ବଦଳିଯାଇଥିବା ଦେଖିବାକୁ ମିଳେ । ହେଲେ କେରଳର ଜଣେ ଖ୍ରୀଷ୍ଟିୟାନ ବ୍ୟକ୍ତି ମାନବ ଧର୍ମର ଏକ ଉଦାହରଣ ପାଲଟିଛନ୍ତି । ଯାହା ଏବେ ଚର୍ଚ୍ଚା ଜୋର ଧରିଛି । କିଭଳି ଜଣେ ହିନ୍ଦୁ ଲୋକକୁ ନିଜର କିଡନୀ ଦାନ କରି ତାଙ୍କ ଜୀବନ…
Read More...

୨୦୧୯ରେ ୧୯୯୮ର ପୁନରାବୃତ୍ତି । ବିଜେପି ସରକାରରେ ଫେରିଲା ଯୋଡ଼ି, ବାଜପେୟୀ-ଆଡଭାନୀଙ୍କ ପରେ ମୋଦି-ଶାହା ଯୁଗଳବନ୍ଦୀ ।

କନକ ବ୍ୟୁରୋ: ୧୯ ଯୁଦ୍ଧରେ କମାଲ କରି ଏବେ ଚର୍ଚ୍ଚାରେ ବିଜେପି ସରକାର-୨ର ଯୋଡ଼ି ନମ୍ବର-୨ ମୋଦି-ଶାହାଙ୍କ ଜୁଗଳବନ୍ଦୀ । ଜାତୀୟ ରାଜନୀତିରେ ବିଜେପିର ପ୍ରଥମ ପର୍ଯ୍ୟାୟ ଅଭ୍ୟୁଥାନରେ ବାଜପେୟୀ ଓ ଆଡ଼ଭାନୀଙ୍କ ଯୋଡ଼ି ଯେଉଁ କମାଲ କରିଥିଲେ ତାହାକୁ ମନେପକାଇଦେଲେ ମୋଦି-ଶାହା ଯୋଡ଼ି । ଯାହାକୁ ନେଇ…
Read More...

ଜମ୍ମୁ-କାଶ୍ମୀରର ଗାଇଡ଼୍ ରଉଫ ମହମ୍ମଦଙ୍କୁ ସଲାମ୍ : ନିଜ ଜୀବନ ଦେଇ ବଂଚାଇଲେ ୭ ପର୍ଯ୍ୟଟକଙ୍କ ଜୀବନ

ମାନବିକତା ଦେଖାଇଲେ ଗାଇଡ଼୍ । ନିଜ ଜୀବନ ଦେଇ ୭ ଜଣ ପର୍ଯ୍ୟଟକଙ୍କ ଜୀବନ ବଂଚାଇଲେ । ସ୍ୱାର୍ଥପର ଦୁନିଆରେ ଅନ୍ୟ ପାଇଁ ଜୀବନ ଦେବା ଖୁବ କମ୍ ଦେଖିବାକୁ ମିଳେ । ସମସ୍ତେ ନିଜ ନିଜ ସୁବିଧା ଚିନ୍ତା କରୁଛନ୍ତି । ଆଉ ଏପରି ସମୟରେ ଅନ୍ୟ ପାଇଁ ଜୀବନ ଦେଉଥିବା ଲୋକଙ୍କୁ ସଲାମ୍ । ଜମ୍ମୁ-କାଶ୍ମୀରରେ…
Read More...