Browsing Category

ରାଜନୀତି

ବାଲେଶ୍ୱର ସଦରରେ କିଏ ପିନ୍ଧିବ ବିଜୟ ଶିରପା । ହରଡ଼ ଘଣାରେ ତିନି ଦଳ, ବିଜେଡି ବଜାୟ ରଖିବ କି ଗଡ଼ ? ସମ୍ଭାବନା…

କନକ ବ୍ୟୁରୋ: ସାରା ରାଜ୍ୟରେ ଏବେ ବହୁଛି ସାଧାରଣ ନିର୍ବାଚନୀ ହାୱା । ଆଉ ଏହି ହାୱାରେ ସରଗରମ ହେଉଛି ବାଲେଶ୍ବର ସଦର ନିର୍ବାଚନମଣ୍ଡଳୀ । କାରଣ ବାଲେଶ୍ୱର ଲୋକସଭା କ୍ଷେତ୍ରର ୭ ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଏହି ସଦର ନିର୍ବାଚନମଣ୍ଡଳୀ ସବୁବେଳେ ଏକ ଗୁରୁତ୍ବ ବହନ କରି ଆସିଛି ।…
Read More...

ସସପେନ୍ସ ବଢ଼ାଉଛି କେନ୍ଦୁଝର ସଦର ! ଆଶାୟୀ ପ୍ରାର୍ଥୀଙ୍କ ଲମ୍ବା ତାଲିକା ନେଇ ଚିନ୍ତାରେ ବିଜେଡି, ଯୋଗ୍ୟ ପ୍ରାର୍ଥୀ…

କନକ ବ୍ୟୁରୋ: କାହାର ହେବ କେନ୍ଦୁଝର । ଗତ ଦୁଇଟି ବିଧାନସଭାରେ କେନ୍ଦୁଝର ବିଧାନସଭା ଆସନ ରେ କବଜା କରିଛି ବିଜେଡି । ଏହା ପୂର୍ବରୁ ବିଜେପି ଏହି ଆସନରେ ନିଜର ଦବଦବା ରଖିଥିଲା । ତେବେ ଆଗାମୀ ନିର୍ବାଚନରେ ପୁଣି ଏହି ନିର୍ବାଚନରେ ନବୀନ ହାୱା ବହିବ ନା ମୋଦି ମ୍ୟାଜିକରେ ଏଥର ପଦ୍ମ ଫୁଟିବ…
Read More...

ପୂର୍ତ୍ତ ସଚିବ ପଦରୁ ଇସ୍ତଫା ଦେଲେ, ପଲିଟିକ୍ସକୁ ଆସିବେ କି ନଳିନୀ?

କନକ ବ୍ୟୁରୋ : ପୂର୍ତ୍ତ ସଚିବ ପଦରୁ ଇସ୍ତଫା ଦେଲେ ନଳିନୀକାନ୍ତ ପ୍ରଧାନ । ବ୍ୟକ୍ତିଗତ କାରଣ ଦର୍ଶାଇ ନିଜ ପଦରୁ ଇସ୍ତଫା ଦେଇଛନ୍ତି ନଳିନୀ । ତେବେ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ଥିବା ବେଳେ ନଳିନୀଙ୍କ ଇସ୍ତଫା ରାଜନୈତିକ କରିଡରରେ ହଟଚମଟ ସୃଷ୍ଟି କରିଛି । ପୂର୍ବରୁ ନଳିନୀ…
Read More...

ଦୁଇଭାଗ ହେଲା ପୂର୍ବତଟ ରେଳବାଇ ! ବିଜେଡ଼ି ମୁଖପାତ୍ର କହିଲେ, ରାଜନୈତିକ ଅଭିସନ୍ଧି ରଖି ଏପରି ନିଷ୍ପତ୍ତି ନେଇଛି…

କନକ ବ୍ୟୁରୋ : ପୂର୍ବତଟ ରେଳବାଇ, ଦକ୍ଷିଣତଟ ରେଳବାଇ ଅଲଗା ହୋଇଯିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର । ବିଜେପି ରାଜନୈତିକ ଅଭିସନ୍ଧି ରଖି ଏପରି କରିଛି । ଏହି ନିଷ୍ପତ୍ତି ବିଜେପି ସରକାରଙ୍କ ବୈମାତୃକ ମନୋଭାବକୁ ଦର୍ଶାଉଛି ବୋଲି କହିଛନ୍ତି ।  ଓଡ଼ିଶା…
Read More...

ମୁସ୍କିଲ୍ ହେଉଛି ମୋରଡ଼ା ଅଙ୍କ ! ବିଜେପି-ବିଜେଡିକୁ ଘାଟା ଆଶାୟୀଙ୍କ ଲମ୍ବା ଲିଷ୍ଟ୍, ମେଣ୍ଟ କରି ନିର୍ବାଚନ ପାର…

କନକ ବ୍ୟୁରୋ: ସାରା ରାଜ୍ୟରେ ଏବେ ବହୁଛି ନିର୍ବାଚନୀ ହାୱା । ଶାସକ ବିଜେଡିକୁ ବିଭିନ୍ନ ପ୍ରସଙ୍ଗରେ ଘେରି ଚେକମେଟ୍ ଦେବାକୁ ବଳକଷୁଛନ୍ତି ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ । ଏହି ପରିପ୍ରେକ୍ଷୀରେ ଆଦିବାସୀ ଅଧୁଷିତ ମୟୂରଭଞ୍ଜ ଜିଲ୍ଲାର ୭ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ସାଧାରଣ ବର୍ଗଙ୍କ…
Read More...

ଜୟପୁରରେ ଜବରଦସ୍ତ ଲଢେଇ! ପୁଣିଥରେ ଚମକିବେ କି ‘ତାରା’ ନା ୫ ବର୍ଷ ପରେ ଉଦୟ ହେବେ ‘ରବି’ । ପଦ୍ମ ପ୍ରତୀକ୍ଷାର ଏଥର…

କନକ ବ୍ୟୁରୋ : ରାଜ୍ୟ ରାଜନୀତିର ଦୁଇ ହେଭିୱେଟ ନେତାଙ୍କ ଲଢେଇକୁ ନେଇ ସର୍ବଦା ଚର୍ଚ୍ଚାରେ ରହି ଆସିଛି କୋରାପୁଟର ଜୟପୁର ବିଧାନସଭା ଆସନ । ଆଉ ଏସବୁ ଭିତରେ ୨୦୧୯ ନିର୍ବାଚନରେ ପୁଣିଥରେ ତାରା ଚମକିବେ ନା ୫ ବର୍ଷ ପରେ ପୁଣିଥରେ ଉଦୟ ହେବେ ରବି ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ…
Read More...

ସୁକିନ୍ଦାକୁ ନେଇ ବିରୋଧୀଙ୍କ ମୁଣ୍ଡବିନ୍ଧା! ଦୀର୍ଘ ୧୯ ବର୍ଷ ଧରି ସୁକିନ୍ଦାରେ ଶୁଭୁଛି ଶଙ୍ଖ, ଏଥର ପାହାଡି ଇଲାକାରେ…

କନକ ବ୍ୟୁରୋ : ଭଭୟ ରାଜନୈତିକ ଏବଂ ଅର୍ଥନୈତିକ ଦୃଷ୍ଟିକୋଣରୁ ସମୃଦ୍ଧ ଥିବା ସୁକିନ୍ଦା ନିର୍ବାଚନମଣ୍ଡଳୀ ରାଜ୍ୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହିଆସିଛି । ଯେଉଁଥିପାଇଁ ଏହି ଆସନ ଉପରେ ରାଜ୍ୟର ୩ ପ୍ରମୁଖ ଦଳର ନଜର ରହିଛି । ବିଜେଡି ଗଠନ ପରଠାରୁ ଏହା ସବୁଜଗଡରେ ପରିଣତ ହୋଇଛି । ଗତ ୪ଟି…
Read More...

ସହଜ ହେବନି ସମ୍ବଲପୁର ବିଜୟ! ପୁରୁଣା ଗଡ ହାତେଇବାକୁ ବିଜେପି ଓ କଂଗ୍ରେସର ନୂଆ ଷ୍ଟ୍ରାଟେଜି, ବିଜେଡିକୁ ବ୍ୟାକଫୁଟକୁ…

କନକ ବ୍ୟୁରୋ : ସମ୍ବଲପୁର ସିଂହାସନକୁ ହାତେଇବାକୁ ଏବେ ତିନି ଦଳ ଆରମ୍ଭ କରିଛନ୍ତି କସରତ । ଏକଦା କଂଗ୍ରେସର ଗଡ଼ ଥିବା ରାଜ୍ୟର ଅନ୍ୟତମ ସମ୍ମାନଜନକ ସମ୍ବଲପୁର ବିଧାନସଭା ଆସନରେ ଏକବିଂଶ ଶତାବ୍ଦୀରୁ ନୂଆ ଯୁଗର ଆରମ୍ଭ ହୋଇଥିଲା। ୧୯୫୧ରୁ ୧୯୯୫ ମଧ୍ୟରେ ହୋଇଥିବା ୧୧ଟି ନିର୍ବାଚନରୁ ୭ଟିରେ…
Read More...

ଦ୍ୱନ୍ଦ ବଢ଼ାଉଛି ଦିଗପହଣ୍ଡି ! ସୂର୍ଯ୍ୟଙ୍କୁ ସାମ୍ନା କଲାଭଳି ପ୍ରାର୍ଥୀ ପାଉନାହାନ୍ତି ବିଜେପି-କଂଗ୍ରେସ ।

କନକ ବ୍ୟୁରୋ: ଦିଗପହଣ୍ଡିରେ କାହାର ରହିବ ଦବଦବା । ଏଭଳି କିଛି ପ୍ରଶ୍ନ ଏବେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ ଉଙ୍କି ମାରୁଛି । ବିଭନ୍ନ ଦଳର ଭିନ୍ନ ଭିନ୍ନ ରଣନୀତି ଦିଗପହଣ୍ଡି ନିର୍ବାଚନମଣ୍ଡଳୀ ରାଜନୀତିକୁ ଉଷ୍ମ କରିଛି । କାରଣ ସୀମା ନିର୍ଧାରଣ ପରେ ୨୦୦୯ରୁ ପୁନର୍ଗଠିତ ଦିଗପହଣ୍ତି…
Read More...

ରୋଚକ ମୋଡ଼ରେ ଯାଜପୁର ରାଜନୀତି ! ପ୍ରାର୍ଥୀ ଚୟନ ନେଇ ଦ୍ୱନ୍ଦରେ ବିରୋଧୀ, ସସପେନ୍ସ ରଖୁଛି ବିଜେଡି ।

କନକ ବ୍ୟୁରୋ: ଜୋର ଧରିଛି ଯାଜପୁର ରାଜନୀତି । ବିଜୟବାନା ଉଡ଼ାଇ ଦଳୀୟ ମଙ୍ଗ ଧରିବା ପାଇଁ ଯାଜପୁରରେ ସଂସଦୀୟ କ୍ଷେତ୍ର ପାଇଁ ତିନି ଦଳରେ ଚାଲଇଛି ଅଙ୍କ କଷା । ଅନ୍ୟପଟେ ଆଞ୍ଚଳିକ ଦଳ ଭାବେ ବିଜୁ ଜନତା ଦଳ ଲଗାତାର ଚାରି ଚାରିଟି ସାଧାରଣ ନିର୍ବାଚନରେ ବାଜିମାତ୍ କରିଛି। ୧୯୯୯ରୁ ଏଯାବତ୍ ଏହି…
Read More...