Browsing Category

ନ୍ୟୁଜ୍

ଭୋଟ ପାଇଁ ବିଜେଡିର ମାଷ୍ଟରଷ୍ଟ୍ରୋକ୍ । ରାଜ୍ୟର ୩୦ ଜିଲ୍ଲାର ଅଢ଼େଇ ଲକ୍ଷ ମିଶନ ଶକ୍ତି ଗ୍ରୁପକୁ ଦିଆଗଲା ୧୨୫ କୋଟି…

କନକ ବ୍ୟୁରୋ: ଏସଏଚଜି ମହିଳା ମାଲାମାଲ । ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେଲେ ରାଜ୍ୟ ସରକାର । ଏହାଦ୍ୱାରା ଅଢେଇ ଲକ୍ଷ ଗ୍ରୁପକୁ ୧୨୫ କୋଟି ଟଙ୍କା ଦେଇଛନ୍ତି ସରକାର । ଏପରି ଘୋଷଣା କରି ସରକାର ମହିଳା ସଶକ୍ତିକରଣ କଥା କହିଛନ୍ତି । ହେଲେ ବିରୋଧୀ ଏହାକୁ ଭୋଟ୍ ରାଜନୀତି ବୋଲି…
Read More...

କାହିଁକି ହେଉଛି ଚିଟଫଣ୍ଡ ଦୁର୍ନୀତି ତଦନ୍ତରେ ବିଳମ୍ବ? ସୁପ୍ରିମକୋର୍ଟରେ ଅସହାୟତା ପ୍ରକାଶ କଲା ସିବିଆଇ । ୧୩ ତାରିଖରେ…

କନକ ବ୍ୟୁରୋ: ଚିଟଫଣ୍ଡ ଦୁର୍ନୀତିର ତଦନ୍ତ କାହିଁକି ବିଳମ୍ବ ହେଉଛି ? ସୁପ୍ରିମକୋର୍ଟରେ ଏହାର ଜବାବ ରଖିଛିି ତଦନ୍ତକାରୀ ସଂସ୍ଥା ସିବିଆଇ । ଆଉ ଯେଉଁ କାରଣ ସିବିଆଇ ଦେଇଛି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବହୁ ବଡ ବଡିଆଙ୍କର ଏହି ମାମଲାରେ ସଂପୃକ୍ତି ରହିଛି । ତେଣୁ ସେମାନେ ନିଜ ନିଜ…
Read More...

ଆଉ ଲମ୍ବା ଲାଇନରେ ଠିଆ ହେବେନି ଲୋକ । କ୍ୟାପିଟାଲ୍ ହସ୍ପିଟାଲରେ ଆରମ୍ଭ ହେଲା ଇ-ଟିକେଟ୍ ବ୍ୟବସ୍ଥା ।

କନକ ବ୍ୟୁରୋ: ଏଣିକି ଆଉ କ୍ୟାପିଟାଲ ହସ୍ପିଟାଲରେ ଲମ୍ବା ଲାଇନ ଲଗାଇ ଟିକେଟ କାଟିବାକୁ ପଡ଼ିବନି । ବିଭିନ୍ନ ବିଭାଗରେ ଚିକିତ୍ସା ପାଇଁ ଏବେ ରୋଗୀମାନେ ଅନଲାଇନରେ ଟିକେଟ କରି ଡାକ୍ତରଙ୍କ ପରାମର୍ଶ ନେଇପାରିବେ । ଏହି ବ୍ୟବସ୍ଥା ଆଜିଠାରୁ କ୍ୟାପିଟାଲ ହସ୍ପିଟାଲରେ ଲାଗୁ ହୋଇଛି । ଏନେଇ ସୂଚନା…
Read More...

ଚିନ୍ତାରେ ଆଠଗଡ଼ ଅଞ୍ଚଳ ପରିବା ଚାଷୀ। ବିଲରେ ସଢ଼ୁଛି କୋବି, ଟମାଟୋ ଓ ଲଙ୍କା, ମିଳୁନି ଉଚିତ୍ ମୂଲ୍ୟ।

କନକ ବ୍ୟୁରୋ: ବେଳେ ବେଳେ ପରିବା ଦରକୁ ନେଇ ଚିନ୍ତାରେ ପଡ଼ନ୍ତି ଗ୍ରାହକ । ପରିବା ବଜାରକୁ ୫୦୦ ଟଙ୍କା ନେଇକି ଗଲେ ବ୍ୟାଗ୍ ପୁରୁନଥିବା ଅନେକ ସମୟରେ ଶୁଣିବାକୁ ମିଳିଥାଏ । ପରିବା ବଜାରରେ ଅହେତୁକ ଦରବୃଦ୍ଧିକୁ ନେଇ ଗଣମାଧ୍ୟମରେ ଶିରୋନାମା ପାଲଟେ । କିନ୍ତୁ ବର୍ତମାନର ଚିତ୍ର ଭିନ୍ନ । ଶୀତ…
Read More...

ଫାଇଭ-ଜି ଯୁଗରେ ଅନୁଗୁଳ ବଲଙ୍ଗ ଗାଁକୁ ନାହିଁ ନେଟୱର୍କ ସୁବିଧା। ଗଛ ଉପରେ ଚଢ଼ି ଫୋନରେ କଥା ହେଉଛନ୍ତି ଲୋକେ।

କନକ ବ୍ୟୁରୋ: ନିକଟରେ ଆମ ରାଜ୍ୟରେ ଫାଇଭ-ଜି ସେବାର ଶୁଭାରମ୍ଭ ହୋଇଛି । ହେଲେ ଏବେ ବି ଏମିତି କିଛି ଗାଁ ଅଛି ଯେଉଁଠି ୪ଜି ତ ଦୂରର କଥା ମୋବାଇଲ ନେଟୱାର୍କ ମଧ୍ୟ ଆସୁନାହିଁ । ଅନୁଗୁଳ ଜିଲ୍ଲାରେ ଅନେକ ଶିଳ୍ପ ଓ ଖଣି-ଖାଦାନ ରହିଛି । କିନ୍ତୁ ଗ୍ରାମାଞ୍ଚଳରେ ମୋବାଇଲ ନେଟୱାର୍କ ନଥିବାରୁ ଏକ…
Read More...

ଦେବଗଡ଼ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ଦାଦାଗିରି। ବିଧାୟକଙ୍କ ଉପସ୍ଥିତିରେ ଏସଏଚଜି ମହିଳାଙ୍କ ପକ୍ଷରୁ…

କନକ ବ୍ୟୁରୋ: ସାମ୍ନାକୁ ଆସିଲା ବିଜେପି ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରହୀଙ୍କ ଦାଦାଗିରି । ମହିଳା ସଶକ୍ତିକରଣ କାର୍ଯ୍ୟକୁ ଖୁଲମଖୁଲା ବିରୋଧ କଲେ ବିଧାୟକ । ପୌର ପରିଷଦ ପକ୍ଷରୁ ମୁକ୍ତା ଯୋଜନାରେ ମିଶନ ଶକ୍ତି ସ୍ୱୟଂସହାୟକ ଗୋଷ୍ଠୀ ପକ୍ଷରୁ ନିର୍ମାଣ କରାଯାଇଥିବା ଏକ ପାଚେରୀକୁ ତାଙ୍କ…
Read More...

କାଞ୍ଝିୱାଲା ମାମଲା: କାର ଚକାତଳେ ଫସିଥିବା ଦେଖି ମଧ୍ୟ ଅଭିଯୁକ୍ତ ଚଳାଇଥିଲେ ଗାଡି। କୋର୍ଟ ଆଗରେ ତଥ୍ୟ ରଖିଲା ପୋଲିସ।

କନକ ବ୍ୟୁରୋ: କାଞ୍ଝିୱାଲା ମାମଲାରେ ଅଭିଯୁକ୍ତଙ୍କ ଜଣା ଥିଲା ଯେ କାରରେ ଜଣେ ଯୁବତୀ ଫସିରହିଛନ୍ତି । ଗାଡିର ଚକରେ ଯୁବତୀ ଜଣଙ୍କ ପସିରହିଥିବା ଜାଣି ମଧ୍ୟ ଗାଡି ଚଲାଇଥିଲେ ଅଭିଯୁକ୍ତ । ସେମାନେ ସମ୍ପୃକ୍ତ ଯୁବତୀଙ୍କୁ ବଞ୍ଚାଇବା ପାଇଁ ମଧ୍ୟ ଉଦ୍ୟମ କରିନଥିଲେ । ଦିଲ୍ଲୀ ପୋଲିସ ସୋମବାର…
Read More...

ବିମାନରେ କାହିଁକି ଏତେ ମଦ ପିଇଲେ ଶଙ୍କର ମିଶ୍ରା? ସହଯାତ୍ରୀ କହିଲେ ନିଶାସେବନ ପଛର କାରଣ …

କନକ ବ୍ୟୁରୋ: ନ୍ୟୁୟର୍କ-ନୂଆଦିଲ୍ଲୀ ଏୟାର ଇଣ୍ଡିଆ -୧୦୨ ଫ୍ଲାଇଟରେ ୭୨ ବର୍ଷୀୟ ବୃଦ୍ଧଙ୍କ ଉପରେ ପରିସ୍ରା କରିବା ନେଇ ବିବାଦ ଥମିବାର ନା ନେଉନାହିଁ । ଏବେ ଏହି ମାମଲାରେ ନୂଆ ଖୁଲାସା ହୋଇଛି । ଘଟଣା ସମୟରେ ଅଭିଯୁକ୍ତ ଶଙ୍କର ମିଶ୍ର ନିଶାରେ ଥିଲେ । ସେ ଗୋଟିଏ କଥାକୁ ବାରମ୍ବାର…
Read More...

ଯୋଶୀମଠ ଭୂସ୍ଖଳନ ଅଞ୍ଚଳ ଘୋଷିତ। ଘଟଣାସ୍ଥଳ ଯିବ ଏକ୍ସପର୍ଟ କମିଟି, ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ ଜାରି।

କନକ ବ୍ୟୁରୋ: ଧସୁଛି ମାଟି, ବଢୁଛି ବିପଦ । ଲୋକେ ଏବେ ଅସ୍ତବ୍ୟସ୍ତ । କେଉଁଆଡେ ଯିବେ କଣ କରିବେ ଏହି ଆଶଙ୍କାରେ ଉତ୍ତରାଖଣ୍ଡର ଯୋଶୀ ମଠ ଅଞ୍ଚଳର ଲୋକ । ଏହି ଘଟଣା ଉପରେ ସାରା ଦେଶର ନଜର ରହିଛି । ଏମିତିକି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ଘଟଣା ବାବଦରେ ବିଶେଷଜ୍ଞଙ୍କ ସହ ଆଲୋଚନା…
Read More...

ଅର୍ଚ୍ଚନା ନାଗ ମାମଲା: ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱର ପାତ୍ରଙ୍କ ବିରୋଧରେ ୨୨୪୭ ପୃଷ୍ଠାର…

କନକ ବ୍ୟୁରୋ: ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଚାର୍ଜସିଟ୍ ଦାଖଲ । ପ୍ରଥମ ପର୍ଯ୍ୟାୟରେ ୨୨୪୭ ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଚାର୍ଜସିଟରେ ଅଭିଯୁକ୍ତ ଭାବେ ଅର୍ଚ୍ଚନା ନାଗ, ଜଗବନ୍ଧୁ ଚାନ୍ଦ ଓ ଖଗେଶ୍ୱର ପାତ୍ର, ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁ ରହିଛି ।…
Read More...