Browsing Category

ନ୍ୟୁଜ୍

କଟକ ପୁଲିସ୍ କର୍ମଚାରୀଙ୍କୁ ହତ୍ୟା ଘଟଣା : ହତ୍ୟାକାଣ୍ଡର ଅନୁଧ୍ୟାନ କଲେ ପୁଲିସ କମିଶନର

କଟକ ବ୍ୟୁରୋ ,କନକ ନ୍ୟୁଜ୍ : କଟକ ଜଗତପୁର ପଶ୍ଚିମକଚ୍ଛରେ ପୁଲିସ କର୍ମଚାରୀ ତଥା ଜଗତପୁର ଥାନାର କଂପ୍ୟୁଟର ବିଭାଗର କର୍ମଚାରୀ କିର୍ତି ରଂଜନ ସାମନ୍ତଙ୍କ ହତ୍ୟା ଘଟଣାର ଅନୁଧ୍ୟାନ କରିଛନ୍ତି ପୁଲିସ କମିଶନର ୱାବି ଖୁରାନିଆ । ଘଟଣାସ୍ଥଳକୁ ଯାଇ ହତ୍ୟାକାଣ୍ଡ ସଂପର୍କରେ ଅନୁଧ୍ୟାନ କରିଛନ୍ତି…
Read More...

ଭୁଷୁଡୁଛି ବଲାଙ୍ଗିର ଟିମନ୍ ଗ୍ୟାଙ୍ଗର ସାମ୍ରାଜ୍ୟ

ବଲାଙ୍ଗିର : ବଲାଙ୍ଗିର ଡନ୍ ଟିମନ୍ କୁମ୍ଭାର ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ କୁହାଯାଉଥିବା କ୍ଷୀରୋଦ ମିଶ୍ରର ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି । ପ୍ରଶାସନ ପକ୍ଷରୁ ଆଜି ଶାନ୍ତିପଡ଼ାସ୍ଥିତ ଏକ ସ୍କୁଲ ଜମିରେ ବେଆଇନ୍ ଭାବେ ନିର୍ମାଣ କରିଥିବା କୋଠା ଘର ଭଙ୍ଗାଯାଉଛି ।ଆଇନ୍ ଶୃଙ୍ଖଳା ପରିସ୍ଥିତି…
Read More...

ବ୍ରହ୍ମପୁରରେ ବିଜେପିର ବିକାଶ ଉତ୍ସବ : ଯୋଗ ଦେଲେ ଦୁଇ କେନ୍ଦ୍ରମନ୍ତ୍ରୀ

ବ୍ରହ୍ମପୁର ବ୍ୟୁରୋ ,କନକ ନ୍ୟୁଜ୍ : ବ୍ରହ୍ମପୁରରେ ବିଜେପିର ବିକାଶ ଉତ୍ସବ । ଉତ୍ସବରେ ସାମିଲ ହୋଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଅଶୋକ ଗଜପତି ରାଜୁ ଏବଂ ସାର ଓ ରସାୟନ ମନ୍ତ୍ରୀ ହଂସରାଜ ଗଙ୍ଗରାମ । ସେହିପରି ରାଜ୍ୟ ବିଜେପିର ବହୁ ବରିଷ୍ଠ ନେତା ଓ କର୍ମୀ ଉତ୍ସବରେ ସାମିଲ…
Read More...

ଏନ୍ଆଇଟି ଯୌନ କେଳେଙ୍କାରୀ ମାମଲା : ଅଭିଯୋଗକାରିଣୀ ପୀଡ଼ିତାଙ୍କ ହେଲା ଡାକ୍ତରୀ ମାଇନା

ରାଉରକେଲା ବ୍ୟୁରୋ ,କନକ ନ୍ୟୁଜ୍ : ରାଉରକେଲା ଏନ୍ଆଇଟି ଯୌନ ନିର୍ଯାତନା ମାମଲାରେ ଅଭିଯୋଗକାରିଣୀ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯାଇଛି । ଆଜି ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବା ନେଇ ସ୍ଥିର ହୋଇଥିଲେ ମଧ୍ୟ ଛୁଟିଥିବାରୁ ରଜ ପରେ ତାଙ୍କ ବୟାନ ରେକର୍ଡ କରାଯିବ । ଅନ୍ୟପଟେ ଯୌନ…
Read More...

ଓସ୍କାର ଚିଟଫଣ୍ଡ ମୁଖ୍ୟଙ୍କୁ ମାରାଥନ ଜେରା : ଚତୁର୍ଥ ଦିନରେ ଜମିଜମା କାରବାର ନେଇ ଜେରା କରିପାରେ କ୍ରାଇମବ୍ରାଂଚ

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ଚିଟଫଣ୍ଡ ଦୁର୍ନୀତି ମାମଲାରେ ଓସ୍କାର ମୁଖ୍ୟ ପ୍ରଭାସ ରାଉତଙ୍କୁ ଆଜି ଜମିବାଡ଼ି କାରବାର ନେଇ ଜେରା କରିପାରେ କ୍ରାଇମବ୍ରାଂଚ୍ । ୫ ଦିନିଆ ରିମାଣ୍ଡରେ ଥିବା ପ୍ରଭାସଙ୍କ ପ୍ରପର୍ଟି ଡିଟେଲ୍ ନେଇ ପଚରାଉଚରା କରିବ । ଜମିବାଡ଼ି କାରବାର ନେଇ କେଉଁଠି କେତେ…
Read More...

ଆଜିି ପହିଲି ରଜ : ଗାଁଠୁ ସହର ସବୁଠି ଉତ୍ସବ ମୁଖର

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ରଜକୁ ନେଇ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ । ବନ୍ଧୁବାନ୍ଧବରେ ଘରଦ୍ୱାର ପୁରି ଉଠିଛି ।  ଘରେ ଘରେ ଏବେ ପୋଡ ପିଠାର ମହକ । ପୋଡ ପିଠା, ନଡିଆ କୋରାଠୁ ଆରମ୍ଭ କରି ଜନ୍ତା ଯାଏଁ ପିଠାର ମହକରେ ଫାଟି ପଡୁଛି ଗା ଦାଣ୍ଡ । ରଜ ପାଳିବାକୁ ହାତରେ ମେହେନ୍ଦି ,…
Read More...

ଧାମରାରେ ଚୀନ ନାଗରିକ ରହିବା ପ୍ରସଙ୍ଗ : ଓଡିଶା ଛାଡିଲେ ୧୦ ଚୀନ ନାଗରିକ

ଧାମରା : ଧାମରା ବନ୍ଦରରେ କାମ କରୁଥିବା ୧୦ ଜଣ ଚୀନ ନାଗରିକ ଓଡ଼ିଶା ଛାଡିଛନ୍ତି । ଗତକାଲି ରାତିରେ ସେମାନେ ୨ଟି ଗାଡ଼ିରେ କୋଲକତା ସ୍ଥିତ ଚୀନ୍ କନସୁଲେଟ୍ ଅଭିମୁଖେ ଯାତ୍ରା କରିଛନ୍ତି । ଏହା ପୂର୍ବରୁ ସମସ୍ତ ୧୦ ଜଣ ଚୀନ ନାଗରିକଙ୍କୁ ଧାମରାରୁ ଭଦ୍ରକ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ଅଣାଯାଇ ୧୭…
Read More...

ଖଦି ୟୁନିଫର୍ମରେ ଦେଖିବାକୁ ମିଳିବେ ପେଟ୍ରୋଲ ପମ୍ପ କର୍ମଚାରୀ : ପିଏସୟୁ ଗୁଡ଼ିକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କ…

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ଏଣିକି ଖଦି ୟୁନିଫର୍ମରେ ଦେଖିବାକୁ ମିଳିପାରନ୍ତି ପେଟ୍ରୋଲ ପମ୍ପ କର୍ମଚାରୀ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ପାଇଁ ଖଦି ପୋଷାକର ବ୍ୟବସ୍ଥା କରିବା ପାଇଁ ପିଏସ୍ୟୁ ଗୁଡ଼ିକୁ ପରାମର୍ଶ ଦେଇଛନ୍ତି ।…
Read More...

ଠାକୁରଙ୍କୁ ଠକିଦେଲେ : ମାଳତୀପାଟପୁର ବସଷ୍ଟାଣ୍ଡ ନିର୍ମାଣର ବର୍ଷକ ଭିତରେ ଦୁର୍ଦ୍ଦିନ ଅବସ୍ଥା

ପୁରୀ ବ୍ୟୁରୋ ,କନକ ନ୍ୟୁଜ୍ : ମହାପ୍ରଭୁଙ୍କ ନାଁରେ ଲୁଟ୍ । କାମ ନାଁରେ ବୁଲାଇଦେଲେ କଳାକନା । କୋଟି କୋଟି ଟଙ୍କାର ହେଲା ଘୋଟାଲା ଓ ହରିଲୁଟ । ଏସବୁର ଏକ ପ୍ରତୀକ ସାଜିଛି ମାଳତୀପାଟପୁର ବସଷ୍ଟାଣ୍ଡ। ନିର୍ମାଣର ବର୍ଷକ ଭିତରେ ଦୁର୍ଦ୍ଦିନ ଅବସ୍ଥା । ବସଷ୍ଟାଣ୍ଡର ଛାତରୁ ଗଳୁଛି ବଡ଼ ବଡ଼…
Read More...