କଳାହାଣ୍ଡି ମଙ୍ଗଳପୁରରେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନ : କହିଲେ ଭୋକର ଭୂଗୋଳ ପାଲଟିଛି ରାଜ୍ୟର ଭାତହାଣ୍ଡି; ନୂଆ ଓଡିଶା ପାଇଁ କଳହାଣ୍ଡି ଜିଲ୍ଲା ଦେଖାଇଛି ବାଟ,୨ହଜାର ୮୫କୋଟି ଟଙ୍କାର ୧୦୬ଟି ପ୍ରକଳ୍ପ ଭେଟି ଦେଲେ ନବୀନ

10