ମିଥୁନ ଚକ୍ରବର୍ତ୍ତିଙ୍କ ପୁଅ ମହାଅକ୍ଷୟଙ୍କ ନାମରେ ସଂଗୀନ ଅଭିଯୋଗ । ଦୁଷ୍କର୍ମ ପରେ ଜବରଦସ୍ତି ଗର୍ଭପାତ କରାଇଥିବା…

କନକ ବ୍ୟୁରୋ : ଚଳଚିତ୍ର ତାରକା ମିଥୁନ ଚକ୍ରବର୍ତ୍ତିଙ୍କ ପୁଅ ମହାଅକ୍ଷୟଙ୍କ ନାମରେ ଆସିଲା ଦୁର୍ଷ୍ମମ ଓ ଜବରଦସ୍ତି ଗର୍ଭପାତ ମାମଲା । ମାମଲାକୁ ଚାପି ଦେବାକୁ ଚେଷ୍ଟା କରୁଥିବା ନେଇ ମିଥୁନଙ୍କ ସ୍ତ୍ରୀ ବବିତା ବାଲି ଙ୍କ ନାମରେ ବି ଅଭିଯୋଗ ।  ଫିଲ୍ମରେ କାମ କରୁଥିବା ଜଣେ ଅଭିନେତ୍ରୀ…

କଟକ ତେଲଙ୍ଗାପେଣ୍ଠରେ ଦୁର୍ଘଟଣାର ଆସିଲା ସିସିଟିଭି ଚିତ୍ର : ଭାରସାମ୍ୟ ହରାଇ ରାତିରେ ରାଜପଥରୁ କେନାଲ ଭିତରକୁ…

କନକ ବ୍ୟୁରୋ :  କଟକରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ କେନାଲ ଭିତରକୁ ଖସିଲା କାର ।  ଫଳରେ କାରରେ ଥିବା ୩ ଜଣଙ୍କର ମୃତ୍ୟୁ ହୋଇଛି । କଟକ ତେଲେଙ୍ଗାପେଂଣ୍ଠରେ ଘଟିଛି ତେବେ ଏହି ଦୁର୍ଘଟଣାରେ ଜଣେ ପୂର୍ବତନ ମନ୍ତ୍ରୀଙ୍କ ପୁଅର ମୃତ୍ୟୁ ହୋଇଛି ।  ଦୁର୍ଘଟଣାରେ ପୂର୍ବତନ ମନ୍ତ୍ରୀ…

 ଆଜିଠାରୁ ସାରା ଦେଶରେ ନବରାତ୍ରୀ ପୂଜା : କରୋନା କଟକଣା ଯୋଗୁଁ ପୂଜାର ମାହୋଲ ଫିକା

କନକ ବ୍ୟୁରେ : ଆଜିଠୁ ନବରାତ୍ରୀ ପୂଜା । କରୋନା କଟକଣା ଭିତରେ ବିଭିନ୍ନ ଶକ୍ତିପିଠ ଗୁଡ଼ିକରେ ଆରମ୍ଭ ହୋଇଛି ପୂଜା ପ୍ରସ୍ତୁତି । ବ୍ରହ୍ମପୁରର ଅଧିଷ୍ଟାତ୍ରୀ ଦେବୀ ମା’ ବୁଢିଠାକୁରାଣୀଙ୍କ ପୀଠରେ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି । ନବରାତ୍ରରେ ଶକ୍ତି ପୀଠ ଗୁଡ଼ିକରେ ସ୍ୱତନ୍ତ୍ର ପୂଜାର ଆୟୋଜନ…

ଅପରାଜିତାଙ୍କ କାର୍ଯ୍ୟାଳୟରୁ ସିଲ୍ ଖୋଲିଲା ବିଏମସି : ନିର୍ଦ୍ଧାରିତ ସମୟ ପୂର୍ବରୁ ଖୋଲିଲା ସିଲ୍ ; ୭ ଦିନ ତଳେ…

କନକ ବ୍ୟୁରୋ :  ନିର୍ଦ୍ଧାରିତ ସମୟ ପୂର୍ବରୁ ଅପରାଜିତାଙ୍କ କାର୍ଯ୍ୟାଳୟ ଖୋଲିଛି ବିଏମସି । ଅଫିସ୍ ସିଲ ଦିନ ବିଏମସି ପକ୍ଷରୁ କୁହାଯାଇଥିଲା କି ୧୫ ଦିନ ଯାଏ ତାଙ୍କ କାର୍ଯ୍ୟାଳୟ ବନ୍ଦ କରାଯାଉଛି । ହେଲେ କାର୍ଯ୍ୟାଳୟ ସିଲ୍ କରିବାର ୭ ଦିନ ମଧ୍ୟରେ ଆଜି କାର୍ଯ୍ୟାଳୟର ତାଲା ଖୋଲିଛି ବିଏମସି…

ରାଜ୍ୟରେ ୨୪ ଘଂଟାରେ ନୂଆ ୨୧୯୬ କରୋନା ସଂକ୍ରମିତ ଚିହ୍ନଟ । କ୍ୱାରେଣ୍ଟିନ୍ ସେଣ୍ଟରରୁ ୧୨୭୪, ଲୋକାଲ କେସ ୯୯୨

କନକ ବ୍ୟୁରୋ : ରାଜ୍ୟରେ କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । କିଛି ସପ୍ତାହ ପୂର୍ବରୁ ଦୈନିକ ୪ ହଜାର ଉପରେ ସଂକ୍ରମିତ ଚହ୍ନଟ ହେଉଥିବା ବେଳେ ଏବେ ୨ ହଜାର ପାଖା ପାଖି ପହଂଚିଛି କରୋନା ସଂକ୍ରମଣ । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ୨୯ ଟି ଜିଲ୍ଲାରୁ ୨୨୯୬ ଜଣ କରୋନା ସଂକ୍ରମିତ ଚିହ୍ନଟ…

ଲୋକ ଜନଶକ୍ତି ପାର୍ଟି ଉପରେ ବଡ ଆରୋପ, ପ୍ରକାଶ ଜାଭେଡକର ଓ ସମ୍ବିତ ପାତ୍ର କହିଲେ ଏଲଜେପି ଏକ ଭୋଟ କଟର ପାର୍ଟି

କନକ ବ୍ୟୁରୋ : ବିହାର ବିଧାନସଭା ପାଇଁ ଭୋଟ ଗହଣ ତାରିଖ ଯେତେ ପାଖେଇ ଆସୁଛି ସେଠାରେ ନେତା ମାନଙ୍କ ଭିତରେ ସେତିକି ରୋଚକ ବାକ୍ ବିତଣ୍ଡା ଦେଖିବାକୁ ମଳୁଛି । ଶୁକ୍ରବାର ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କ ଏକ ବୟାନ ବିହାର ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ପ୍ରକାଶ…