ପରିବାର ଲୋକଙ୍କ ଠାରୁ ମାଡଗାଳି ସହୁଥିଲେ । ଏବେ ସାରା ବିଶ୍ୱରେ ଚର୍ଚ୍ଚିତ ଚେହେରା

କନକ ବ୍ୟୁରୋ: ଘର ଠାରୁ ବାହାର ସବୁଠି ଲାଗୁଥିଲା ଡର । ଘର ଲୋକଙ୍କ ଠାରୁ ମିଳୁଥିଲା ମାଡ ଗାଳି । ଏସବୁ ସହିନପାରି ମାତ୍ର ୧୩ ବର୍ଷ ବୟସରେ ଘର ଛାଡିଦେଲେ । ବାହାରେ ବି ପରିସ୍ଥିତି କିଛି ଭଲ ନଥିଲା । ଲୋକଙ୍କ ଥଟାଟାପରା ବି ଅସହ୍ୟ ହେଉଥିଲା । ଡରି ଡରି କଟୁଥିଲା ଦିନ । ହେଲେ ଆଜି ସିଏ ଦେଶ…

ଭାରତକୁ ମିଳିଛି ଏମିତି ଅସ୍ତ୍ର । ପାକିସ୍ତାନ ଥରିଉଠିବ , ଡରାଉଥିବା ଚୀନ୍ ବି ଡରିବ

କନକ ବ୍ୟୁରୋ:  ଦିନକୁ ଦିନ ସଶକ୍ତ ହେଉଛି ଭାରତର ପ୍ରତିରକ୍ଷା ଶକ୍ତି । ଏବେ ଭାରତ ଏପରି ଏକ ଅସ୍ତ୍ର ପାଇଛି ଯାହା ନାଁ ଶୁଣିଲେ ଶତ୍ରୁପକ୍ଷ ଥରିଉଠିବେ । ଭାରତୀୟ ବାୟୁ ସେନା ହାତେଇଛି ଏପରି ସର୍ଟ ରେଞ୍ଜ ସରଫେସ୍ ଟୁ ଏୟାର ମିଶାଇଲ୍ ଯାହା ଶତ୍ରୁ ପକ୍ଷକୁ ମାତ୍ ଦେବାକୁ ଯଥେଷ୍ଟ ବୋଲି…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ । ଉଭୟ ଆବେଦନକାରୀଙ୍କ ଉପରେ ଲକ୍ଷେ ଟଙ୍କା ଲେଖାଏଁ…

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ବନ୍ଦ କରିବାକୁ ହୋଇଥିବା ଆବେଦନକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ । ୨ଟି ସ୍ୱତନ୍ତ୍ର ଲିଭ୍ ପିଟିସନକୁ ରଦ୍ଦ କରିଛନ୍ତି କୋର୍ଟ । ଏହାସହ ଦୁଇ ଆବେଦନକାରୀଙ୍କ ଉପରେ ୧ ଲକ୍ଷ ଲେଖାଏଁ ଜାରିମାନା ମଧ୍ୟ ଲଗାଇଛନ୍ତି କୋର୍ଟ। ଲକ୍ଷ ଲକ୍ଷ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା । ଆସିଲା ସୁପ୍ରିମକୋର୍ଟଙ୍କ ବଡ ରାୟ

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ବନ୍ଦ କରିବାକୁ ହୋଇଥିବା ଆବେଦନକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ । ୨ଟି ସ୍ୱତନ୍ତ୍ର ଲିଭ୍ ପିଟିସନକୁ ରଦ୍ଦ କରିଛନ୍ତି କୋର୍ଟ । ଲକ୍ଷ ଲକ୍ଷ ଭକ୍ତଙ୍କ ସ୍ୱାର୍ଥକୁ ଦୃ୍ଷ୍ଟିରେ ରଖି ଏହି ଆବେଦନ ସବୁକୁ ରଦ୍ଦ କଲେ କୋର୍ଟ । ରାଜ୍ୟ…

ସନ୍ତୁର ଉସ୍ତାଦ୍ ପଣ୍ଡିତ୍ ଭଜନ ସୋପାରିଙ୍କ ପରଲୋକ । ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ ।

କନକ ବ୍ୟୁରୋ: ଖ୍ୟାତନାମା ସନ୍ତୁର ବାଦକ ତଥା ସଙ୍ଗୀତକାର ପହ୍ମଶ୍ରୀ ସମ୍ମାନପ୍ରାପ୍ତ ଭଜନ ସୋପାରିଙ୍କ ଗୁରୁବାର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା । ଗୁରୁଗ୍ରାମ ସ୍ଥିତ ଫୋର୍ଟିସ୍ ହସ୍ପିଟାଲରେ ଚିିକିତ୍ସିତ ହେଉଥିବାବେଳେ ତାଙ୍କର ପରଲୋକ ହୋଇଛି । ସେ କଲୋନ୍…

ୟୁକ୍ରେନ ଯୁଦ୍ଧକୁ ୧୦୦ ଦିନ । ୨ ଲକ୍ଷ ଶିଶୁଙ୍କୁ ଅପହରଣ କରାଯାଇଥିବା ଜେଲେନସ୍କିଙ୍କ ଦାବୀ

କନକ ବ୍ୟୁରୋ: ଋଷ-ୟୁକ୍ରେନ ଯୁଦ୍ଧକୁ ୧୦୦ ଦିନ ହୋଇଯାଇଛି । ୟକ୍ରେନର ନାଟୋ ସଦସ୍ୟତାକୁ ନେଇ ଋଷ ଏପରି ଉତ୍ୟକ୍ତ ହୋଇଥିଲା ଯେ ଯୁଦ୍ଧ ଡାକରା ଦେଇଥିଲା । ପରିଣାମତଃ ଫେବୃଆରୀ ୨୪ ତାରିଖ ଠାରୁ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା ଋଷ । ଥରେ ଦୁଇ ଥର ନୁହେଁ ୟୁକ୍ରେନକୁ ମାଟିିରେ ମିଶାଇବା ଯାଏଁଁ…