ମହାରାଷ୍ଟ୍ର ରାଜନୀତିରେ ୪ ଆକ୍ସନ୍ ସେଂଟର । ମୁମ୍ବାଇରେ ଉଦ୍ଧବ, ଗୌହାଟିରେ ଏକନାଥ ଶିନ୍ଦେ । ଦିଲ୍ଲୀରେ ବିଜେପିର…

କନକ ବ୍ୟୁରୋ: ମହାସଙ୍କଟରେ ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଏମ୍ଭିଏ ସରକାର । ଶିବସେନାର ବିଦ୍ରୋହୀ ଗୁଜରାଟରୁ ବାହାରି ଗୌହାଟୀରେ ପହଂଚିଛନ୍ତି । ଗୌହାଟୀରେ ପହଂଚିବା ପରେ ବିଦ୍ରୋହୀ ନେତା ଏକନାଥ ସିନ୍ଦେ କହିଛନ୍ତି, ତାଙ୍କ ପାଖରେ ୪୦ ବିଧାୟକଙ୍କ ସମର୍ଥନ ରହିଛି ।…

ରାଜଧାନୀ ଗାର୍ଲ୍ସ ହାଇସ୍କୁଲରେ ରହି ପଢ଼ୁଥିଲେ ଦ୍ରୌପଦୀ ମୁର୍ମୁ  । ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଛାତ୍ରୀଙ୍କ…

କନକ ବ୍ୟୁରୋ: ସଂଘର୍ଷ ଓ ନିଜର ସରଳ ଜୀବନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ତାଙ୍କ ସ୍କୁଲ ଜୀବନର ଏକ ଅଜଣା ତଥ୍ୟ ଏବେ ସାମ୍ନାକୁ ଆସିଛି । ୧୯୭୪ ମସିହାରେ ଦ୍ରୌପଦୀ ମୁୁର୍ମୁ ରାଜଧାନୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ୁଥିଲେ ।…

ଶ୍ରୀଜିଉଙ୍କ ନିଳାଦ୍ରୀବିଜେ । କିପରି ମା’ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ?

ନିଳାଦ୍ରୀ ବିଜେ: ନିଳାଦ୍ରୀ ବିଜେ ହେଉଛି ଘୋଷ ଯାତ୍ରାରେ ଗୁଣ୍ଡିଚା ମନ୍ଦିରକୁ ଆସି ପୁଣିଥରେ ଶ୍ରୀମନ୍ଦିରକୁ ଫେରିବାର ପର୍ବ । ଘୋଷ ଯାତ୍ରା ପରି ନିଳାଦ୍ରୀ ବିଜେ ସମାରୋହ ଅତିବ ଆକର୍ଷଣୀୟ ଓ ମନୋରମ । ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ହୁଏ ଅଭିନବ ରୀତି: ନିଳାଦ୍ରୀ ବିଜେ ସମୟରେ ଆଗରେ ବଡ…

ଗୁଣ୍ଡିଚା ଘରୁ ପୁଣି ବଡ ଦେଉଳକୁ ଲେଉଟାଣି । ଶ୍ରୀଜିଉଙ୍କ ବାହୁଡା ଯାତ୍ରା

ବାହୁଡା ଯାତ୍ରା: ରଥଯାତ୍ରା ପରେ ଆଷାଢ଼ ଶୁକ୍ଳପକ୍ଷ ଦଶମୀକୁ ବାହୁଡ଼ା ଦଶମୀ ବୋଲି ମଧ୍ୟ କୁହାଯାଏ । ଏହି ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁ ରଥରେ ଗୁଣ୍ଡିଚା ଘରୁ ପୁଣିଥରେ ବଡ଼ ଦେଉଳକୁ ଫେରନ୍ତି, ଏହି ଫେରନ୍ତା ଯାତ୍ରାକୁ ବାହୁଡ଼ା ଯାତ୍ରା କୁହାଯାଏ । ଶ୍ରୀଜିଉମାନଙ୍କର ଫେରନ୍ତା ରଥଯାତ୍ରାକୁ…

ବୁଲି ବୁଲି ବେପାର କରନ୍ତି ବାପା । ଦୁଃଖ ଦୂର କଲେ ଦୁଇ ଝିଅ

କନକ ବ୍ୟୁରୋ: ପ୍ରକାଶ ପାଇଛି ଝାଡଖଣ୍ଡ ଦଶମ ବୋର୍ଡ ପରୀକ୍ଷା ଫଳ । ଏଥିରେ ଟପ୍ପର ହୋଇଛନ୍ତି ଦୁଇ ଝିଅ । ଆପଣ ଭାବୁଥିବେ ଏପରି ଖବର ତ ଆଗରୁ ବି ଆସିଛି । ଏଥିରେ ନୂଆ କ’ଣ । କଥା ହେଉଛି ଦୁଇ ଛାତ୍ରୀ ତାନିଆ ଶାହ ଓ ନିତୁ କୁମାରୀ ଅତି ଗରୀବ ପରିବାରର । ଅନେକ ପ୍ରତିକୂଳ ସ୍ଥିିତି ଓ ସଂଘର୍ଷ…

ଏଲନ୍ ମସ୍କଙ୍କ ଟ୍ରାନ୍ସଜେଣ୍ଡର ସନ୍ତାନଙ୍କ ଆବେଦନ । ପରିଚୟ ବଦଳାଇବାକୁ ବାପା ଏଲନଙ୍କଠାରୁ ତୁଟାଇବାକୁ ଚାହାଁନ୍ତି…

କନକ ବ୍ୟୁରୋ: ସବୁବେଳେ ବିଶ୍ୱ ବ୍ୟବସାୟରେ ଚର୍ଚ୍ଚାରେ ରହିଆସୁଥିବା ଏଲନ୍ ମସ୍କ ଏବେ ନିଜ ସନ୍ତାନଙ୍କୁ ନେଇ ଚର୍ଚ୍ଚାରେ । କାରଣ ଟେସ୍ଲାର ସିଇଓ ଏଲନ୍ ମସ୍କଙ୍କ ପୁଅ ନିଜର ଜେଣ୍ଡର ପରିବର୍ତ୍ତନ କରି ଏବେ ଝିଅ ହୋଇଯାଇଛନ୍ତି । ଏବେ ସିଏ ପୁଅରୁ ଝିଅ ହୋଇଛନ୍ତି । ନିଜର ନୂଆ ପରିଚୟ ପାଇଁ ସେ…