ଭାରତ ଆସିଥିବା ଚିତାଙ୍କୁ ସୁରକ୍ଷା ଦେବେ ହାତୀ । ସୁରକ୍ଷା ଦାୟିତ୍ୱରେ ଲକ୍ଷ୍ମୀ ଓ ସିଦ୍ଧନାଥ ।

କନକ ବ୍ୟୁରୋ: ଭାରତ ଆସିଥିବା ଚିତାଙ୍କୁ ସୁରକ୍ଷା ଦେବେ ଭାରତର ଦୁଇ ହାତୀ । ଆଫ୍ରିକା ନାମିବ୍ୟାରୁ ଆସିଥିବା ୮ଟି ଚିତାକୁ ଶନିବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନର ସ୍ୱତନ୍ତ୍ର ଘେରିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାଡ଼ିଥିଲେ। ନାମିବ୍ୟାରୁ ଆସିବା ପରେ ପ୍ରଥମ ଥର ପାଇଁ ରବିବାର…

ଆଲ୍ଲାଙ୍କ ନାଁ ନେଲେ ସମୁଦ୍ର ମଝିରେ ପୁଅକୁ ଫିଙ୍ଗିଦେଲେ ବାପା । ହୃଦୟ ବିଦାରକ ଦୃଶ୍ୟକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା

କନକ ବ୍ୟୁରୋ: ସମୁଦ୍ର ମଝିରେ ଜୀବନ ମୃତ୍ୟୁର ଖେଳ । ଆଲ୍ଲାଙ୍କ ନାଁ ନେଇ ସମୁଦ୍ର ମଝିରେ ପୁଅର ମୃତହେଦକୁ ଫିଙ୍ଗିଦେଲେ ବାପା । ସୋସିଆଲ ମିଡିଆରେ ଜଣେ ଅସହାୟ ବାପାର ଏପରି ଦୃଶ୍ୟ ଦେଖିବା ପରେ ସାରା ବିଶ୍ୱରେ ଆଲୋଡନ ସୃଷ୍ଟି ହୋଇଛି । ଏହାକୁ ନେଇ ସଂଯୁକ୍ତ ରାଷ୍ଟ୍ର ସଙ୍ଗଠନ ମଧ୍ୟ ଚିନ୍ତା…

ମେକ୍ସିକୋରେ ବଡ ଧରଣର ଭୂମିକମ୍ପ । ସୁନାମି ଆଶଙ୍କା, ହାଇ ଆଲର୍ଟ ଜାରି

କନକ ବ୍ୟୁରୋ: ବଡ ଧରଣର ଭୂମିକମ୍ପରେ ଥରିଲା ମେକ୍ସିକୋ । ମେକ୍ସିକୋର କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗର ଉପକୂଳରେ ୭.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଅନୁଯାୟୀ, ସ୍ଥାନୀୟ ସମୟ ପ୍ରାୟ ଅପରାହ୍ନ ୧.୦୫ଟାରେ ଏହି ଭୂକମ୍ପ ହୋଇଥିଲା। ଏବେ ସୁଦ୍ଧା…

ଦୀର୍ଘ ୩୦ ବର୍ଷ ପରେ ପରଦାରେ ଫିଲ୍ମ ଦେଖିବେ କାଶ୍ମୀରବାସୀ । ‘ଲାଲ ସିଂହ ଚଢା’ର ସ୍ୱତନ୍ତ୍ର ସ୍କ୍ରିନିଙ୍ଗ

କନକ ବ୍ୟୁରୋ: କାଶ୍ମୀର ଘାଟିରେ ଦୀର୍ଘ ୩୦ ବର୍ଷ ପରେ ଖୋଲୁଛି ସିନେମା ହଲ । ୧୮୮୯-୯୦ ମସିହାରେ ଆତଙ୍କବାଦୀଙ୍କ ଧମକ ଯୋଗୁଁ କାଶ୍ମୀରର ସମସ୍ତ ଫିଲ୍ମ ହଲକୁ ବନ୍ଦ କରିଦିଆଯାଇଥିଲା । ଦକ୍ଷିଣ କାଶ୍ମୀର ସୋପିୟା ଓ ପିଲୱାମାରେ ଉପରାଜ୍ୟପାଳ ମନୋଜ ସିହ୍ନା ମଲ୍ଟିପରପଜ୍ ସିନେମା ହଲ ଉଦଘାଟନ…

ତୀବ୍ର ହେଉଛି ଚଣ୍ଡିଗଡ MMS ବିବାଦ । ବିଭିନ୍ନ ରାଜ୍ୟକୁ ଲମ୍ବିଛି ଚେର

କନକ ବ୍ୟୁରୋ: ମୋହାଲି ଚଣ୍ଡିଗଡ ୟୁନିଭର୍ସିଟିର ବହୁ ଚର୍ଚ୍ଚିତ ଏମଏମଏସ୍ ବିବାଦ ଘନେଇବାରେ ଲାଗିଛି । ଏନେଇ ପୋଲିସ ଅଭିଯୁକ୍ତ ଛାତ୍ରୀ ଓ ତା’ର ପୁରୁଷ ବନ୍ଧୁକୁ ଗିରଫ କରିବା ପରେ ଏହି ମାମଲା ବିଭିନ୍ନ ରାଜ୍ୟକୁ ଲମ୍ବିଛି ବୋଲି ଜଣାପଡିଛି ।  ଅଭିଯୁକ୍ତ ଛାତ୍ରୀଙ୍କୁ ସହପାଠୀଙ୍କ ଭିଡିଓ…

ଡାକ୍ତର ବାବୁଙ୍କ ବର୍ବର କାଣ୍ଡ । କୁକୁରକୁ କାରରେ ବାନ୍ଧି ରାସ୍ତାରେ ଘୋଷାଡିଲେ, ଜନ ଅସନ୍ତୋଷ ପରେ ଗିରଫ

କନକ ବ୍ୟୁରୋ: ଆଜିକାଲି ଉଚ୍ଚ ଶିକ୍ଷିତ ଅନେକ ସମୟରେ ଏପରି କାଣ୍ଡ ଘଟାଉଛନ୍ତି ଯାହା ସାରା ସମାଜକୁ ନିନ୍ଦିତ କରୁଛି । ଏପରି ଏକ ଘଟଣା ଘଟାଇଛନ୍ତି ରାଜସ୍ଥାନ ଯୋଧପୁରର ଜଣେ ଡାକ୍ତର । ଏକ କୁକୁରକୁ ନିଜ କାରରେ ବାନ୍ଧି ରାସ୍ତାରେ ଘୋଷାଡି ଘୋଷାଡି ନେଉଥିଲେ । ଏହାର ଭିଡିଓ ସୋସିଆଲ ମିଡଆରେ…