Daily Archives

November 13, 2018

ଏଟିଏମ କାର୍ଡଧାରୀଙ୍କ ପାଇଁ ବଡ ଘୋଷଣା । ଏଣିକି କାର୍ଡ ହଜି ଗଲେ କିମ୍ବା ଚୋରି ହୋଇଗଲେ ବ୍ୟାଙ୍କରୁ ମିଳିବ ୪୦ ଲକ୍ଷ…

ଯଦି ଆପଣଙ୍କ ନିକଟରେ ବି ଏଟିଏମ କାର୍ଡ ରହିଛି, ଆଉ ସେ ବି ପୁଣି ଏସବିଆଇ ବ୍ୟାଙ୍କର, ତେବେ ଆପଣଙ୍କ ପାଇଁ ଏକ ବହୁତ ବଡ ଖୁସି ଖବର । କାହିକି ନା ଏସବିଆଇ ବ୍ୟାଙ୍କ ନିଜର ସମସ୍ତ ଏଟିଏମ କାର୍ଡ ଧାରକଙ୍କ ପାଇଁ ଏକ ବହୁତ ବଡ ଘୋଷଣା କରିଛି । ଯଦି ଆପଣଙ୍କର ଏଟିଏମ କାର୍ଡ ହଜି ଯାଏ, ତେବେ…

ସାତଦିନ କାଳୀପୂଜା ପରେ ଯାଜପୁର ସହରରେ ଆରମ୍ଭ ହୋଇଛି ଭଷାଣ ଶୋଭାଯାତ୍ରା । ଶାନ୍ତିଶୃଙ୍ଖଳା ପାଇଁ ବ୍ୟାପକ ସୁରକ୍ଷା…

କନକ ବ୍ୟୁରୋ : ଯାଜପୁରରେ ଚାଲିଥିବା ଗଣପର୍ବ କାଳୀପୂଜାର ଆଜି ଆନ୍ତିମ ଦିନ । ସହର ମଧ୍ୟରେ ୫୦ରୁ ଅଧିକ ପୂଜା ମଣ୍ଡପରେ ଚାଲିଛି ମା’ଶ୍ୟାମାକାଳୀ ଓ ଲକ୍ଷ୍ମୀ ନାରାୟଣଙ୍କ ପୂଜା । ସନ୍ଧ୍ୟାଠାରୁ ହିଁ ସହର ମଧ୍ୟରେ ପ୍ରବଳ ଲୋକଙ୍କ ସମାଗମ ହେଉଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା…

ଭଂଜନଗରରେ ଏନକାଉଂଟର । ଦୁର୍ଦ୍ଦାନ୍ତ ଅପରାଧି ବେଣୁ ବାରିକକୁ ଗୋଡାଇ ଗୋଡାଇ ଗୁଳି କଲା ପୁଲିସ୍

କନକ ବ୍ୟୁରୋ: ଭଞ୍ଜନଗର ଜଙ୍ଗଲରେ ଫୁଟିଲା ଗୁଳି । ରାମପାଦ ଜଙ୍ଗଲରେ ପୋଲିସ-ଅପରାଧୀ ଏନକାଂଉଟର ହୋଇଚି । ଭଞ୍ଜନଗର-ବୁଗୁଡା ପୋଲିସ ଦ୍ୱାରା ଏନକାଂଉଟରରେ ନୟାଗଡର ଦୁର୍ଦ୍ଦାନ୍ତ ଅପରାଧୀ ବେଣୁ ବାରିକ ଅପରାଧୀ ଆହତ ହୋଇଛି । ତାର ବାମ ଗୋଡରେ ଗୁଳି ବାଜିଛି । ବେଣୁକୁ ବୁଗୁଡା ମେଡିକାଲରେ ଭର୍ତି…

୧୨ ଦିନର ଶିଶୁକୁ ମା’କୋଳରୁ ଝାମ୍ପି ନେଲା ମାଙ୍କଡ ! କ୍ଷଣକ ସମୟରେ ଘଟିଗଲା ହୃଦୟବିଦାରକ ଘଟଣା ।

ଆଗ୍ରାର ରୁନକତା ନାମକ ଏକ ସ୍ଥାନରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାକାର ଏକ କଲୋନୀରୁ ଗୋଟିଏ ମାଙ୍କଡ ମା’ କୋଳରୁ ୧୨ ଦିନର ଶିଶୁପୁତ୍ରକୁ ଛଡାଇ ନେଇ ନିର୍ମମ ଭାବେ ତାର ଜୀବନ ନେଇଯାଇଛି । ମହିଳା ଶିଶୁକୁ ସ୍ତନ୍ୟପାନ କରାଉଥିବା ସମୟରେ ହଠାତ୍ ମାଙ୍କଡଟି ଆସି ମା’କୋଳରୁ…

ଧଉଳି ଏକ୍ସପ୍ରେସ୍ ଲାଇନଚ୍ୟୁତ । ହାୱାଡାରୁ ପୁରୀ ଆସିବା ବାଟରେ ଲାଇନଚ୍ୟୁତ ହେଲା ଟ୍ରେନ

କନକ ବ୍ୟୁରୋ: ଲାଇନଚ୍ୟୁତ ହେଲା ଟ୍ରେନ । ଲାଇନଚ୍ୟୁତ ହୋଇଛି ଧଉଳି ଏକ୍ସପ୍ରେସ । ଧଉଳି ଏକ୍ସପ୍ରେସର ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି । ତେବେ ଦୁର୍ଘଟଣାରେ କେହି ମୃତାହତ ହୋଇନ ଥିବା ସୂଚନା ମିଳିଛି । ଟ୍ରେନଟି ହାଓାଡାରୁ ପୁରୀ ଆସିବା ବାଟରେ ଲାଇନଚ୍ୟୁତ ହୋଇଛି । ଖଡଗପୁର ଭୋଗପୁର-ପାଂସକୁରା…

ପହିଲମାନଙ୍କ ସହ ପଙ୍ଗା ନେଇଥିବା ରାକ୍ଷୀ ସାୱନ୍ତଙ୍କ ମଜା ଉଡାଇଲେ ମିକା ସିଂହ ! କେବେ ସର୍ବସମ୍ମୁଖରେ ଚୁମ୍ବନ ଦେଇ…

ନିଜର ବିବାଦୀୟ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ରାକ୍ଷୀ ସାଓ୍ଵନ୍ତ । #ମି ଠୁ କୁ ନେଇ ହେଉ ବା ବିଗ୍ ବସ୍କୁ ନେଇ ସବୁ ବେଳେ ସେ ଦେଇଥିବା ବୟାସ ଚର୍ଚ୍ଚାର ଶୀର୍ଷରେ ରହିଥାଏ । ନିଜ କଥା ବାଣରେ ସମସ୍ତଙ୍କୁ ଆହତ କରୁଥିବା ରାକ୍ଷୀ ଏବେ ନିଜ ଆହତ ହୋଇଛନ୍ତି । ଜଣେ ମହିଳା…