Daily Archives

November 13, 2018

ଅମ୍ବାନୀଙ୍କ ବନ୍ଦ ଲଫାପା ! କୌଳିକ ପଣ୍ଡାଙ୍କୁ ବନ୍ଦ ଲଫାପାରେ କଣ ଦେଲେ ମୁକେଶ ଅମ୍ବାନୀ, ଜୋର ଧରିଲା ଚର୍ଚ୍ଚା

କନକ ବ୍ୟୁରୋ: ରିଲାଏନଓ ଇଣ୍ଡଷ୍ଟିର ମୁଖ୍ୟ ମୁକେଶ ଅମ୍ବାନୀଙ୍କ ପୁରୀ ଗସ୍ତକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଗତକାଲି ମେକ ଇନ ଓଡିଶା କନକ୍ଲେଭରେ ଯୋଗଦେବାକୁ ଆସି ଅମ୍ବାନୀ ପ୍ରଥମ ଥର ଲାଗି ପୁରୀ ଯାଇଥିଲେ । ଆଉ ଶ୍ରୀମନ୍ଦିରରେ ପ୍ରବେଶ କରିବା ପରେ ସେ ସେବାୟତଙ୍କୁ କଣ ଦେଲେ ସେ ନେଇ ଏବେ…

ବିଶ୍ୱାସ ନା ଅନ୍ଧବିଶ୍ୱାସ ! ଗୋଟିଏ ଦିନ ପୂର୍ବରୁ ନେଇଥିଲେ ନାଗର ଜୀବନ,ପରଦିନ ତିନିଜଣଙ୍କୁ ଚୋଟ ମାରିଲା ନାଗୁଣୀ ।

ସିନେମାରେ ନାଗ-ନାଗୁଣୀଙ୍କ ପ୍ରେମପ୍ରଣୟ ଏବଂ ପ୍ରତିଶୋଧର ବିଭିନ୍ନ ଚିତ୍ର ଦେଖିଥିବେ । କିନ୍ତୁ ଅସଲ ଜୀବନରେ ଏସବୁ ଶୁଣିଲେ ହୁଏତ କେହି ବିଶ୍ୱାସ କରିବେନି । ଆଧୁନିକ ଯୁଗରେ ଲୋକଙ୍କ ମଧ୍ୟରେ ଏଭଳି ଚିନ୍ତା ରଖିବା କେବଳ ଭ୍ରମର ଏକ ରୂପ ମନାଯାଏ । କିନ୍ତୁ ଏଭଳି ଘଟଣା ଯେତେବେଳେ ସତ ହୁଏ…

କୋଟପାଡ ବିଧାୟକ ଓ କଂଗ୍ରେସର ପୂର୍ବତନ ସାଂସଦଙ୍କୁ ମିଳିଲା ଜାମିନ । ଦୁରୁଆ ସମାଜକୁ ଆଦିବାସୀ ମାନ୍ୟତା ଆନ୍ଦୋଳନ…

କନକ ବ୍ୟୁରୋ : ଦୁରୁଆ ସମାଜକୁ ଆଦାବସୀ ମାନ୍ୟତା ଦେବା ଦାବି ନେଇ ୨୦୧୫ ମସିହାରେ ହୋଇଥିବା ଆନ୍ଦେଳେନ, ରାସ୍ତାରୋକ ମାମଲାରେ ଆଜି କଂଗ୍ରେସ ନେତାମାନଙ୍କୁ ଜାମିନ ମିଳିଛି। ଜୟପୁର ଏସ ଡି ଜେ ଏମଙ୍କ କୋର୍ଟ ଆଜି କଂଗ୍ରେସ ନେତା ଓ ଦୁରୁଆ ସମାଜର ନେତାମାନଙ୍କୁ ଜାମିନ ମଞ୍ଜୁର ପ୍ରଦାନ କରିଛି।…

ସୁନା ଚେନ୍ ଲୁଟ୍ ବେଳେ ସିସିଟିଭି କ୍ୟାମେରାରେ କଏଦ ହେଲା ଲୁଟର ଚିତ୍ର । ବାଇକରେ ଆସି ମହିଳାଙ୍କ ବେକରୁ ସୁନା ଚେନ୍…

କନକ ବ୍ୟୁରୋ : ଏମିତି ହୁଏ ଲୁଟ୍ । ରାଜଧାନୀରେ ଲୁଟେରାଙ୍କ ନଜର ଏବେ ସୁନା ଉପରେ ପଡିଛି । ଆଉ ସେମାନେ ଦିନରାତି ଚଳାଇଛନ୍ତି ବେଧଡକ ଲୁଟ୍ । ଲୁଟେରାଙ୍କ ଉତ୍ପାତରେ ରାଜଧାନୀବାସୀ ଥରହର । ଏପରିକି ଘରୁ ବାହାରିବାକୁ ବି ଡର ଲାଗୁଛି । ଗତକାଲି ଶ୍ରୀଲିଙ୍ଗରାଜଥାନା ଅନ୍ତର୍ଗତ ନାଗେଶ୍ୱର…

ଅପମାନ ପାଇଁ ବଦଳି ଗଲା ରତନ ଟାଟାଙ୍କ ଭାଗ୍ୟ ! କାହିଁକି ଅମ୍ବାନୀଙ୍କଠାରୁ ପଛରେ ଅଛନ୍ତି ଟାଟା ମାଲିକ, ଜାଣନ୍ତୁ

ରତନ ଟାଟା ଏବଂ ମୁକେଶ ଅମ୍ବାନୀଙ୍କ ବ୍ୟାକଗ୍ରାଉଣ୍ଡ ଟିକେ ସମାନ ଅଟେ । ଦୁହେଁ ହିଁ ବିଶ୍ୱର ନାମୀଦାମୀ ଏମବିଏ କଲେଜରୁ ନିଜର ପାଠପଢା ଶେଷ କରିଛନ୍ତି । ମୁକେଶ ଷ୍ଟାନଫୋର୍ଡ ୟୁନିଭରର୍ସିଟିରେ ଉଚ୍ଚ ଶିକ୍ଷା ଲାଭ କରିଥିବାବେଳେ ରନତ ହାର୍ଭଡ ବିଜନେସ୍ ସ୍କୁଲରୁ ପାଠପଢା ଶେଷ କରିଛନ୍ତି । ଏଥିସହ…

ଭାରତ-ପାକ୍ ମ୍ୟାଚ୍ ପୂର୍ବରୁ ହିଁ ଭାରତ ସ୍କୋରବୋର୍ଡରେ ଚଢିଲା ୧୦ ରନ୍ ! ଅସନ୍ତୋଷ ହେଲେ କ୍ରିକେଟପ୍ରେମୀ ।

ବର୍ତ୍ତମାନ ମହିଳା କ୍ରିକେଟ୍ ଦଳର ଟି-୨୦ ମ୍ୟାଚ୍ ଆୟୋଜନ କରାଯାଇଛି । ଯେଉଁଥିପାଇଁ ଭାରତୀୟ ମହିଳା କ୍ରିକେଟଦଳର ସଦସ୍ୟ ପଡିଆରେ ଖୁବ୍ ଭଲ ପ୍ରଦର୍ଶନ କରୁଛନ୍ତି । ପ୍ରଥମେ ନ୍ୟୁଜିଲ୍ୟାଣ୍ଡ ଏବଂ ପରେ ପାକିସ୍ଥାନକୁ ହରାଇ ଟିମ୍ ଇଣ୍ଡିଆ ଏବେ ପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି । ୧୧ ନଭେମ୍ବରରେ…