Daily Archives

April 2, 2018

ଭାଇରାଲ୍ ହେଲା ଲିଙ୍ଗରାଜଙ୍କ ଗର୍ଭଗୃହର ଫଟୋ । ନିୟମ ଭାଙ୍ଗିଲେ ମୋଦିଙ୍କ ମନ୍ତ୍ରୀ, ବଢିଲା ବିବାଦ ।

ନିୟମ ଭାଙ୍ଗିଲେ କେନ୍ଦ୍ରମନ୍ତ୍ରୀ । ଲିଙ୍ଗରାଜ ମନ୍ଦିରର ଗର୍ଭଗୃହର ଫଟୋ ନିଜ ଟ୍ୱିଟର ପୃଷ୍ଠାରେ ଛାଡି ବିବାଦୀୟ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲ । ଗତକାଲି ଉକ୍ରଳ ଦିବସ ଅବସରରେ ଶୁଭେଛା ଜଣାଇବା ପାଇଁ ଗୋଏଲ୍ ଟ୍ୱିଟ୍ କରିଥିବା ବେଳେ ଏଥିରେ ଲିଙ୍ଗରାଜ ମନ୍ଦିରର ବେଢା ଓ ଗର୍ଭଗୃହରେ…

ଡାକ୍ତରଙ୍କ ପ୍ରେସକ୍ରିପସନରେ ଲେଖା ହୋଇଥିବା ଏହି କୋର୍ଡ ୱାର୍ଡ ବାବଦରେ ଜାଣିଛନ୍ତି କି ?

ଯେତେବେଳେ ଜଣେ ରୋଗୀ ଡାକ୍ତରଙ୍କ ପାଖକୁ ଯାଏ, ଡାକ୍ତର ନିଜର ହସ୍ତାକ୍ଷରରେ ଔଷଧ ଲେଖିଥାନ୍ତି । କିନ୍ତୁ ଡାକ୍ତରମାନେ ପ୍ରେସକ୍ରିପସନରେ କ’ଣ ଲେଖନ୍ତି, ତାହା ବୁଝିବା ସାଧାରଣ ଲୋକଙ୍କ ପାଇଁ କଷ୍ଟକର ହୋଇଯାଏ । ଏମିତି ବି ଲୋକ ଅଛନ୍ତି, ଯିଏକି ଡାକ୍ତରଙ୍କ ଲେଖିଥିବା ସାଙ୍କେତିକ ଶବ୍ଦକୁ…

ଆଉ ଦୌଡିବାକୁ ପଡିବ ନାହିଁ କୌଣସି ବ୍ୟାଙ୍କ ! ଏଟିଏମରୁ କରିପାରିବେ ୧୧ଟି ବଡ କାର୍ଯ୍ୟ

ବହୁତ କମ ଲୋକଙ୍କୁ ହିଁ ଏଟିଏମ୍ ଜରିଆରେ ମିଳୁଥିବା ଏହି ୧୧ ଟି ସେବା ସଂପର୍କରେ ଜଣାଥିବ । ଯାହାର ଲାଭ ଉଠାଇ ଆପଣ ବ୍ୟାଙ୍କର ଝାମେଲାରୁ ମୁକ୍ତି ପାଇପାରିବେ । କାରଣ ଆଜିକା ଦିନରେ ଏଟିଏମରୁ ଟଙ୍କା ଉଠାଇବା, ବାଲାନ୍ସ ଚେକ କରିବା ବ୍ୟତୀତ ଅନେକ ବଡ ବଡ ସେବା ମଧ୍ୟ ଉପଲବ୍ଧ । ତେବେ ଆସନ୍ତୁ…

ଅବ୍ୟବହୃତ ତଥା ପୁରୁଣା ଫୋନକୁ ବେକାର ଭାବି ଫୋପାଡ଼ି ଦେଉଛନ୍ତି କି ? ଏପରି ଭୁଲ କରନ୍ତୁନି, ପୁରୁଣା ଫୋନରେ ଲୁଚି…

ସ୍ମାର୍ଟଫୋନକୁ ନେଇ ବର୍ତ୍ତମାନ ସମୟରେ କ୍ରେଜ୍ ବଢ଼ିବାରେ ଲାଗିଛି । ଆଜିକାଲି ଲୋକମାନେ ନିୟମିତ ବ୍ୟବଧାନରେ ଫୋନ୍ ବଦଳାଇବା ପାଇଁ ପସନ୍ଦ କରୁଛନ୍ତି । ବଜାରରେ ନୂଆ ମୋବଇଲ ଲଂଚ ହେଲା ମାତ୍ରେ କିଣିନେଉଛନ୍ତି । କିମ୍ବା ମୋବାଇଲଟି ଟିକିଏ ପୁରୁଣା ଫୋନ ବିକ୍ରି କରି ନୂଆ ଫୋନ୍ କିଣିନିଅନ୍ତି ।…

ଆଉ ଯିବାକୁ ପଡିବନି ବ୍ୟାଙ୍କ ! ଘରେ ବସି ହ୍ୱାଟସଆପ ଜରିଆରେ ବି ଆପଣ ପଠାଇପାରିବେ ଟଙ୍କା, ଜାଣନ୍ତୁ ପୂରା ପ୍ରକ୍ରିୟା

ଟଙ୍କା ପଠାଇବା ପାଇଁ ଏଣିକି ଆପଣଙ୍କୁ ଆଉ କୌଣସି ବ୍ୟାଙ୍କ ଯିବାକୁ ପଡିବନାହିଁ ବରଂ ଆପଣ ହ୍ୱାଟସଆପ ଜରିଆରେ ହିଁ ଏହି କାମ ଅତି ସହଜରେ କରିପାରିବେ । କାରଣ ନିକଟରେ ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟସଆପ୍ ପେମେଂଟ ଅପସନ୍ ଅପଡେଟ୍ କରିଛି । ଯେଉଁଥିରେ ଆପଣ ଟଙ୍କା ପଠାଇବା ପାଇଁ କୌଣସି…

ପାରାଦ୍ୱୀପର ବଟନଦୀରେ ମାଛ ମଡକ : ପାଣିରେ ମରି ଭାସୁଛନ୍ତି ମାଛ, କାରଣ ଅସ୍ପଷ୍ଟ

କନକ ବ୍ୟୁରୋ : ପାରାଦ୍ୱୀପ ବାଲିଝରା ବଟନଦୀରେ ଦେଖାଦେଇଛି ମାଛମଡକ । ପାଣିରେ ଭାସୁଛନ୍ତି ମଲା ମାଛ । ଗତ ରାତିରୁ ଏଭଳି ମାଛ ମଡକ ଆରମ୍ଭ ହୋଇଛି । ତେବେ ଏହାର କାରଣ ଜଣାପଡିନାହିଁ । ତେବେ ପାଣିରେ କେହି ବିଷ ପ୍ରୟୋଗ କରିଥିବାରୁ ଏଭଳି ମାଛ ମଡକ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି ।…