Monthly Archives

February 2018

ବିଜେପୁର ବ୍ୟାଟଲ ! ୨୧ ରାଉଣ୍ଡ, ୧ ନମ୍ବରରେ ବିଜେଡି । ପଛରେ ପଡିଲା ବିଜେପି ଓ କଂଗ୍ରେସ । ଜାଣନ୍ତୁ ନୋଟା ବିକଳ୍ପକୁ…

କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନରେ ବିଜେଡି ବାଜିମାତ୍ କରିଛି । ଦୀର୍ଘ ୧୪ ବର୍ଷ ପରେ ବନବାସରୁ ଫେରିଛି ବିଜେଡି । ଶେଷଥର ପାଇଁ ୨୦୦୦ ମସିହାରେ ବିଜେପୁରରେ ବିଜୟର ସ୍ୱାଦ ଚାଖିଥିଲା ବିଜେଡି । କିନ୍ତୁ ଏହାପରେ ୨୦୦୪, ୨୦୦୯ ଓ ୨୦୧୪ ମସିହାରେ ଲଗାତାର ଏହି ଆସନକୁ ଅକ୍ତିଆର କରିଥିଲା…

ଲାଲ୍ ଶାଢ଼ୀରେ ଦୁନିଆରୁ ବିଦାୟ ନେଲେ ଶ୍ରୀଦେବୀ ! ରାଷ୍ଟ୍ରୀୟ ମର୍ଯ୍ୟାଦା ପରେ ସରିଲା ଲେଡି ସୁପରଷ୍ଟାରଙ୍କ ଅନ୍ତିମ…

କନକ ବ୍ୟୁରୋ :  ଲାଲ ଶାଢୀ, ମଥାରେ ଶୋଭା ପାଉଥିଲା ଲାଲ ବିନ୍ଦି । ବୋହୁ ବୋହୁକା ବେଶ । ଯେମିତି ଚମକୁଥିଲେ ଚଳଚିତ୍ର ପରଦାରେ, ସେମିତି ଲାଲ ଟୁକଟୁକ୍ ବେଶରେ ସଜାଇ ହୋଇଥିଲେ ଶ୍ରୀଦେବୀ । ଏହି ଶେଷ ଫଟୋ ସମସ୍ତଙ୍କ ମନରେ ରହିଯିବ, କେବେ ବି ଭୁଲି ପାରିବେନି ଶ୍ରୀଦେବୀଙ୍କ ଫ୍ୟାନ ଫଲୋୟର ।…

ବାଲେଶ୍ୱର ବାହାନଗାରେ ଅଭାବନୀୟ ଘଟଣା : ଭୁଜାଲିରେ ହାଣି ଦୁର୍ବୃତ୍ତ ଲୁଟିନେଲେ ଟଙ୍କା, ମୋବାଇଲ ଏବଂ ଲ୍ୟାପଟପ୍

କନକ ବ୍ୟୁରୋ : ଯୁବକଙ୍କୁ ଭୁଜାଲିରେ ହାଣିଲେ, ଟଙ୍କା, ମୋବାଇଲ୍ ଓ ଲ୍ୟାପଟପ୍ ଲୁଟିନେଲେ ଦୁର୍ବୃତ୍ତ । ବାଲେଶ୍ୱର ବାହାନଗା ଷ୍ଟେସନରୁ କିଛି ଦୂରରେ ଘଟିଛି ଏହି ଅଘଟଣ । ଗତକାଲି ରାତିରେ ଖନ୍ତାପଡା ଥାନା ଅନ୍ତର୍ଗତ ରଡୁଆ ଗାଁର ତିନି ଜଣ ଯୁବକ ଘରକୁ ଫେରୁଥିବାବେଳେ ଦୁର୍ବୃତ୍ତମାନଙ୍କ…

କେବେ କଂଗ୍ରେସର ଗଡ ଥିଲା, ଆଜି ଅମାନତ ହରାଇଲା ! ବିଜେପୁରରେ କଂଗ୍ରେସର କାହିଁକି ହେଲା ବିପର୍ଯ୍ୟୟ

କନକ ବ୍ୟୁରୋ : ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ପ୍ରକାଶ ପାଇଛି ବିଜେପୁର ଉପନିର୍ବାଚନର ଫଳାଫଳ । ବିଜେଡି ପ୍ରାର୍ଥୀ ରୀତା ସାହୁ ୪୧୯୩୩ଟି ଭୋଟରେ ନିକଟତମ ପ୍ରତିଦ୍ୱନ୍ଦୀ ତଥା ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ପରାସ୍ତ କରି ରେକର୍ଡ କରିଛନ୍ତି । ବିଜେଡି ୧୦୨୮୭୧ ଭୋଟ ପାଇ ପ୍ରଥମ…

ଶ୍ୱାସ ରୋଗ ଏବଂ ମଧୁମେହରୁ ମୁକ୍ତି ଦିଏ ପଣସ ! ଜାଣନ୍ତୁ ଆଉ କ’ଣ ମିଳେ ଫାଇଦା ?

ପଣସକୁ ରୋଷେଇରେ ବ୍ୟବହାର କରାଯାଏ ଏବଂ ଫଳ ଭାବରେ ମଧ୍ୟ ବ୍ୟବହାର କରାଯାଏ । ଏଥିରେ ଭିଟାମିନ ଏ, ଥାଇମିନ, ପୋଟାସିୟମ, କ୍ୟାଲସିୟମ, ଆଇରନ, ଫଲିକ ଏସିଡ ଓ ମ୍ୟାଗ୍ନେସିୟମ ଆଦି ପ୍ରଚୁର ମାତ୍ରାରେ ଭରି ରହିଥାଏ । ଏଥିରେ କେତେକ ରୋଗ ସହିତ ଲଢିବାର କ୍ଷମତା ମଧ୍ୟ ରହିଥାଏ । ଏହାକୁ ଖାଇବା…

ମାଲକାନଗିରି : ପାଗଳ କୁକୁର ଆତଙ୍କରେ ଆତଙ୍କିତ ଲୋକେ, ୪୦ ଜଣ ହୋଇଛନ୍ତି କୁକୁର କାମୁଡ଼ାର ଶିକାର

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲା ସଦର ମହକୁମାରେ ପାଗଳ କୁକୁର ଅତଙ୍କ । ଗତକାଲି ନାକଟେଶ୍ୱେରୀ ମନ୍ଦିର ଠାରେ ଗତ କାଲି ବିଳମ୍ବିତ ରାତିରେ ଚାଲୁଥିଲା ଯାତ୍ରା । ଆଉ ସେହି ସମୟରେ ଗୋଟିଏ ପାଗଳ କୁକୁର ପ୍ରବେଶ କରି ପ୍ରାୟ ୩୫ ଜଣକୁ କାମୁଡ଼ି ଦେଇଥିଲା । ଏତଦ୍ ବ୍ୟତୀତ ଆଜି ସକାଳୁ ମଧ୍ୟ…