ବିଜେପୁର ବ୍ୟାଟଲ ! ୨୧ ରାଉଣ୍ଡ, ୧ ନମ୍ବରରେ ବିଜେଡି । ପଛରେ ପଡିଲା ବିଜେପି ଓ କଂଗ୍ରେସ । ଜାଣନ୍ତୁ ନୋଟା ବିକଳ୍ପକୁ ବାଛିଲେ କେତେଜଣ ଭୋଟର

35

କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନରେ ବିଜେଡି ବାଜିମାତ୍ କରିଛି । ଦୀର୍ଘ ୧୪ ବର୍ଷ ପରେ ବନବାସରୁ ଫେରିଛି ବିଜେଡି । ଶେଷଥର ପାଇଁ ୨୦୦୦ ମସିହାରେ ବିଜେପୁରରେ ବିଜୟର ସ୍ୱାଦ ଚାଖିଥିଲା ବିଜେଡି । କିନ୍ତୁ ଏହାପରେ ୨୦୦୪, ୨୦୦୯ ଓ ୨୦୧୪ ମସିହାରେ ଲଗାତାର ଏହି ଆସନକୁ ଅକ୍ତିଆର କରିଥିଲା କଂଗ୍ରେସ । ଏପରିକି ୨୦୧୪ରେ ଦେଶରେ ମୋଦି ହାୱା ଓ ରାଜ୍ୟରେ ନବୀନ ହାୱା ବୋହୁଥିଲେ ମଧ୍ୟ ବିଜେପୁର ଉପରେ ଏହାର କାଣିଚାଏ ପ୍ରଭାବ ମଧ୍ୟ ପଡିନଥିଲା । କିନ୍ତୁ ଏହି ଉପନିର୍ବାଚନରେ ଦୀର୍ଘ ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି । ବିଜେପୁର ଗଡ ଜିତିଛି ବିଜେଡି । ସବୁଠାରୁ ବଡ କଥା ହେଲା ୨୦୧୪ରେ ପ୍ରଥମ ସ୍ଥାନରେ ଥିବା ବିଜେଡି ଚଳିତଥର ତୃତୀୟ ସ୍ଥାନକୁ ଖସି ଆସିଛି । ବିଜେଡିର ରୀତା ସାହୁ ୧୦୨୮୭୧ ଭୋଟ ହାତେଇବା ସହ ନିକଟତମ ପ୍ରତିଦ୍ୱନ୍ଦୀ ଅଶୋକ ପାଣିଗ୍ରାହୀଙ୍କୁ ୪୧୯୩୩ ଭୋଟରେ ପରାସ୍ତ କରିଛନ୍ତି । କଂଗ୍ରେସ ମାତ୍ର ୧୦୨୭୪ ଟି ଭୋଟ ପାଇ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଛି । ଏହାଛଡା ନୋଟାରେ ମୋଟ ୧୬୮୪ଟି ଭୋଟ ପଡିଥିଲା ।ତେବେ ୨୧ ରାଉଣ୍ଡରେ ଗଣତି ହୋଇଥିବା ବେଳେ କେଉଁ ରାଉଣ୍ଡରେ କେତେ ଭୋଟ ପାଇଲେ ପ୍ରାର୍ଥୀ ତାହା ଆସନ୍ତୁ ଜାଣିବା ।

ପ୍ରଥମ ରାଉଣ୍ଡ : ବିଜେଡି ପ୍ରାର୍ଥୀ ରୀତା ସାହୁ ୨୯୮୪ ଭୋଟରେ ଆଗୁଆ
ବିଜେଡି (୫୬୭୫)
ବିଜେପି (୨୭୬୯)
କଂଗ୍ରେସ (୩୧୫)
ନୋଟା (୮୫)
ଦ୍ୱିତୀୟ ରାଉଣ୍ଡ : ବିଜେଡି ପ୍ରାର୍ଥୀ ରୀତା ସାହୁ ୨୮୬୦ ଭୋଟରେ ଆଗୁଆ
ବିଜେଡି (୬୦୦୧)
ବିଜେପି (୩୧୪୧)
କଂଗ୍ରେସ (୩୬୮)
ନୋଟା (୧୧୯)
Bijepur lidତୃତୀୟ ରାଉଣ୍ଡ : ବିଜେଡି ପ୍ରାର୍ଥୀ ରୀତା ସାହୁ ୧୮୨୧ ଭୋଟରେ ଆଗୁଆ
ବିଜେଡି (୫୭୧୧)
ବିଜେପି (୩୮୯୦)
କଂଗ୍ରେସ (୨୬୫)
ନୋଟା (୧୩୦)
ଚତୁର୍ଥ ରାଉଣ୍ଡ : ବିଜେଡି ପ୍ରାର୍ଥୀ ରୀତା ସାହୁ ୧୨୯୨ ଭୋଟରେ ଆଗୁଆ
ବିଜେଡି (୫୬୬୭)
ବିଜେପି (୪୩୭୫)
କଂଗ୍ରେସ (୪୭୭)
ନୋଟା (୧୧୩)
୫ମ ରାଉଣ୍ଡ : ବିଜେଡି ପ୍ରାର୍ଥୀ ରୀତା ସାହୁ ୩୧୦୫ ଭୋଟରେ ଆଗୁଆ
ବିଜେଡି (୫୫୬୭)
ବିଜେପି (୨୪୫୨)
କଂଗ୍ରେସ (୩୩୭)
ନୋଟା (୫୯)
୬ଷ୍ଠ ରାଉଣ୍ଡ : ବିଜେଡି ପ୍ରାର୍ଥୀ ରୀତା ସାହୁ ୮୦୫ ଭୋଟରେ ଆଗୁଆ
ବିଜେଡି (୪୭୫୬)
ବିଜେପି (୩୯୫୧)
କଂଗ୍ରେସ (୧୧୫)
ନୋଟା (୮୮)
୭ମ ରାଉଣ୍ଡ : ବିଜେଡି ପ୍ରାର୍ଥୀ ରୀତା ସାହୁ ୨୨୭୭ ଭୋଟରେ ଆଗୁଆ
ବିଜେଡି (୫୪୩୭)
ବିଜେପି (୩୧୬୦)
କଂଗ୍ରେସ (୨୦୬)
ନୋଟା (୭୩)
୮ମ ରାଉଣ୍ଡ : ବିଜେଡି ପ୍ରାର୍ଥୀ ରୀତା ସାହୁ ୩୯୮୦ ଭୋଟରେ ଆଗୁଆ
ବିଜେଡି (୬୨୩୦)
ବିଜେପି (୨୨୫୦)
କଂଗ୍ରେସ (୧୮୦)
ନୋଟା (୫୬)
୯ମ ରାଉଣ୍ଡ : ବିଜେଡି ପ୍ରାର୍ଥୀ ରୀତା ସାହୁ ୧୭୩୬ ଭୋଟରେ ଆଗୁଆ
ବିଜେଡି (୫୦୫୧)
ବିଜେପି (୩୩୧୫)
କଂଗ୍ରେସ (୩୮୦)
ନୋଟା (୭୫)
୧୦ମ ରାଉଣ୍ଡ : ବିଜେଡି ପ୍ରାର୍ଥୀ ରୀତା ସାହୁ ୧୯୪୭ ଭୋଟରେ ଆଗୁଆ
ବିଜେଡି (୪୦୦୯)
ବିଜେପି (୨୦୬୨)
କଂଗ୍ରେସ (୧୪୫)
ନୋଟା (୫୧)
bijepur୧୧ତମ ରାଉଣ୍ଡ : ବିଜେଡି ପ୍ରାର୍ଥୀ ରୀତା ସାହୁ ୨୪୨୮ ଭୋଟରେ ଆଗୁଆ
ବିଜେଡି (୫୧୯୪)
ବିଜେପି (୨୭୬୬)
କଂଗ୍ରେସ (୧୯୨)
ନୋଟା (୮୦)
୧୨ତମ ରାଉଣ୍ଡ : ବିଜେଡି ପ୍ରାର୍ଥୀ ରୀତା ସାହୁ ୩୧୧୬ ଭୋଟରେ ଆଗୁଆ
ବିଜେଡି (୬୧୦୩)
ବିଜେପି (୨୯୮୭)
କଂଗ୍ରେସ (୨୭୯)
ନୋଟା (୧୧୫)
୧୩ତମ ରାଉଣ୍ଡ : ବିଜେଡି ପ୍ରାର୍ଥୀ ରୀତା ସାହୁ ୨୯୪୬ ଭୋଟରେ ଆଗୁଆ
ବିଜେଡି (୬୦୫୩)
ବିଜେପି (୩୧୦୭)
କଂଗ୍ରେସ (୨୬୮)
ନୋଟା (୧୬)
୧୪ତମ ରାଉଣ୍ଡ : ବିଜେଡି ପ୍ରାର୍ଥୀ ରୀତା ସାହୁ ୧୩୫୧ ଭୋଟରେ ଆଗୁଆ
ବିଜେଡି (୪୨୮୬)
ବିଜେପି (୨୯୩୫)
କଂଗ୍ରେସ (୨୨୮)
ନୋଟା (୫୨)
୧୫ତମ ରାଉଣ୍ଡ : ବିଜେଡି ପ୍ରାର୍ଥୀ ରୀତା ସାହୁ ୩୪୪୯ ଭୋଟରେ ଆଗୁଆ
ବିଜେଡି (୫୪୭୮)
ବିଜେପି (୨୦୨୯)
କଂଗ୍ରେସ (୮୫୩)
ନୋଟା (୭୦)
୧୬ତମ ରାଉଣ୍ଡ : ବିଜେଡି ପ୍ରାର୍ଥୀ ରୀତା ସାହୁ ୪୮୯ ଭୋଟରେ ଆଗୁଆ
ବିଜେଡି (୩୪୮୧)
ବିଜେପି (୨୯୯୨)
କଂଗ୍ରେସ (୧୮୪୩)
ନୋଟା (୭୨)
୧୭ତମ ରାଉଣ୍ଡ : ବିଜେଡି ପ୍ରାର୍ଥୀ ରୀତା ସାହୁ ୩୫୧ ଭୋଟରେ ଆଗୁଆ
ବିଜେଡି (୩୯୬୦)
ବିଜେପି (୩୬୦୯)
କଂଗ୍ରେସ (୭୬୨)
ନୋଟା (୭୯)
୧୮ତମ ରାଉଣ୍ଡ : ବିଜେଡି ପ୍ରାର୍ଥୀ ରୀତା ସାହୁ ୧୧୪୦ ଭୋଟରେ ଆଗୁଆ
ବିଜେଡି (୪୩୫୪)
ବିଜେପି (୩୨୨୪)
କଂଗ୍ରେସ (୭୦୧)
ନୋଟା (୯୦)
୧୯ତମ ରାଉଣ୍ଡ : ବିଜେଡି ପ୍ରାର୍ଥୀ ରୀତା ସାହୁ ୧୯୯୪ ଭୋଟରେ ଆଗୁଆ
ବିଜେଡି (୪୭୬୧)
ବିଜେପି (୨୭୬୭)
କଂଗ୍ରେସ (୧୦୮୧)
ନୋଟା (୯୧)
bijepur୨୦ତମ ରାଉଣ୍ଡ : ବିଜେଡି ପ୍ରାର୍ଥୀ ରୀତା ସାହୁ ୧୨୯୧ ଭୋଟରେ ଆଗୁଆ
ବିଜେଡି (୩୭୧୧)
ବିଜେପି (୨୪୨୦)
କଂଗ୍ରେସ (୧୨୧୯)
ନୋଟା (୯୭)
୨୧ ତମ ରାଉଣ୍ଡ : ବିଜେଡି ପ୍ରାର୍ଥୀ ରୀତା ସାହୁ ୩୯୩ ଭୋଟରେ ଆଗୁଆ
ବିଜେଡି (୧୪୩୬)
ବିଜେପି (୧୦୪୩)
କଂଗ୍ରେସ (୧୨୧)
ନୋଟା (୧୯)