Browsing Category

ଦେଶ ବିଦେଶ

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, ପୁରୁଣା ପେନସନ ଯୋଜନାକୁ ନେଇ ଆସିଲା ବଡ ଖବର

କନକ ବ୍ୟୁରୋ : କେନ୍ଦ୍ର ସରକାର ତା’ର କର୍ମଚାରୀଙ୍କ ପାଇଁ ବଡ ଖୁସିଖବର ଆଣିଛି । ସରକାରଙ୍କ ତରଫରୁ କିଛି କର୍ମଚାରୀଙ୍କୁ ପୁରୁଣା ପେନସନ୍ ଯୋଜନା ଚୟନ କରିବାକୁ ସୁଯୋଗ ଦିଆଯାଇଛି । ଏହାକୁ ନେଇ କାର୍ମିକ ମନ୍ତ୍ରଣାଳୟ ଏକ ଆଦେଶ ମଧ୍ୟ ଜାରି କରିଛି । ସରକାରଙ୍କ ତରଫରୁ ଶୁକ୍ରବାର ଦିନ ଜାରି…
Read More...

ମେଘାଳୟରେ କିଏ ଗଠନ କରିବ ସରକାର ? ଏବେ ବି ବହୁମତ ଠାରୁ ଦୂରରେ ସଂଗମାଙ୍କ ପାର୍ଟି

କନକ ବ୍ୟୁରୋ : ଦେଶର ୩ ଉତ୍ତର ପୂର୍ବ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ଆସି ସାରିଛି । ଏଥି ମଧ୍ୟରୁ ତ୍ରିପୁରା ଓ ନାଗାଲାଣ୍ଡରେ ଏନଡିଏ ସରକାର ଗଠନ କରିବା ନେଇ ବହୁମତ ହାସଲ କରିସାରିଛି । ହେଲେ ମେଘାଳୟରେ କୌଣସି ଏକକ ରାଜନୈତିକ ଦଳକୁ ବହୁମତ ମିଳିନଥିବାରୁ ଏଠାରେ କିଏ ସରକାର…
Read More...

ୟୁକ୍ରେନକୁ ୩୩ଶହ କୋଟିର ସହାୟତା ଘୋଷଣା କଲା ଆମେରିକା । ଯୁଦ୍ଧ ପାଇଁ ଯୋଗାଇ ଦେବ ଅସ୍ତ୍ରଶସ୍ତ୍ର

କନକ ବ୍ୟୁରୋ : ୟୁକ୍ରେନକୁ ପୁଣି ସହାୟତାର ହାତ ବଢାଇଲା ଆମେରିକା । ପ୍ରାୟ ୩୩ଶହ କୋଟି ଟଙ୍କାର ସହାୟତା ଘୋଷଣା କରିଛି ଆମେରିକା । ଏହାସହିତ ପ୍ରଥମଥର ପାଇଁ ଗୋଳାବାରୁଦ, ଟ୍ୟାଙ୍କ୍ ଏବଂ ଅନ୍ୟାନ ଅସ୍ତ୍ରଶସ୍ତ୍ର ଯୋଗାଇଦେବା ନେଇ ଘୋଷଣା କରିଛି ଆମେରିକା । ଆମେରିକା ସହାୟତାରେ ୟୁକ୍ରେନ୍…
Read More...

କୋର୍ଟରୁମରେ ପରିଣତ ହେଲା ଉତ୍ତରପ୍ରଦେଶ ବିଧାନସଭା : ଗୋଟିଏ ଦିନ ପାଇଁ ବନ୍ଦୀ ହେଲେ ୬ ପୁଲିସ

କନକ ବ୍ୟୁରୋ : କୋର୍ଟ ରୁମରେ ପରିଣତ ହେଲା ଉତ୍ତରପ୍ରଦେଶ ବିଧାନସଭା । ଗୋଟିଏ ଦିନ ପାଇଁ ବନ୍ଦୀ ହେଲେ ୬ ପୁଲିସ । ୨ ଦଶନ୍ଧି ତଳର ସ୍ବାଧିକାର ଭଙ୍ଗ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ୨୦୦୪ ମସିହାରେ ତତ୍କାଳୀନ ବିଜେପି ବିଧାୟକ ସଲିଲ ବିଷ୍ଣୋଇଙ୍କ ସ୍ବାଧିକାର ଭଙ୍ଗ ମାମଲ‌ାରେ ୬…
Read More...

ବାପା କରୁଥିଲେ ଡିଲ୍, ପୁଅ ଆଦାୟ କରୁଥିଲେ ଲାଞ୍ଚ ଟଙ୍କା : ଅଫିସ ଓ ଘରୁ ମିଳିଲା ବିଡା ବିଡା ନୋଟ୍

କନକ ବ୍ୟୁରୋ : ବିଜେପି ବିଧାୟକଙ୍କ ଘରେ ଟଙ୍କାର ପାହାଡ଼ । କର୍ଣ୍ଣାଟକର ବିଜେପି ବିଧାୟକ ମଦଲ ବିରୁପାକ୍ଷପ୍ପାଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଚଢାଉ କରିଥିଲା ଲୋକାୟୁକ୍ତ ଦୁର୍ନୀତି ନିବାରଣ ଶାଖା । ଚଢାଉ ସମୟରେ ନଗଦ ୮ କୋଟି ଟଙ୍କା ଜବତ ହୋଇଛି । ଘଟଣା ପରେ ବିଧାୟକ ତାଙ୍କ ପଦରୁ ଇସ୍ତଫା…
Read More...

ଚର୍ଚ୍ଚାରେ ମାଇକ୍ରୋସଫ୍ଟ ପ୍ରତିଷ୍ଠାତା : ଖେଚୁଡି ଛୁଙ୍କ ଶିଖିଲେ ବିଲ୍ ଗେଟ୍ସ, ଶିଖାଇଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି…

କନକ ବ୍ୟୁରୋ : ବିଲ୍ ଗେଟ୍ସଙ୍କ ଖେଚୁଡ଼ି ଛୁଙ୍କ । ପୁଣି ଚର୍ଚ୍ଚାରେ ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟସଙ୍କ ରାନ୍ଧଣା ରୁଚି । ଏଥର କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ସାହାଯ୍ୟରେ ସେ ଭାରତୀୟଙ୍କ ଘରେ ପରିଚିତ ବ୍ୟଞ୍ଜନ ପ୍ରସ୍ତୁତ କରିଛନ୍ତି । ସ୍ମୃତି ଓ…
Read More...

ମେକଅପ୍ ପରେ ଆଇସିୟୁରେ ଭର୍ତ୍ତି ହେଲା କନିଆଁ । ବନ୍ଦ ହେଲା ବିବାହ, ପାର୍ଲର ମାଲିକ ଗିରଫ

କନକ ବ୍ୟୁରୋ: ପାର୍ଲର ଯାଉଥିଲେ ସାବଧାନ୍ । କର୍ଣ୍ଣଟକ ହାସନ ଅଞ୍ଚଳରେ ଏପରି ଘଟଣା ଘଟିଛି ଯାହା ଏବେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । ବିବାହ ଦିନ ମେକଅପ୍ କରାଇବାକୁ ଯାଇଥିଲା କନ୍ୟା । ହେଲେ ମେକଅପ୍ କରିବାର କିଛି ସମୟ ଭିତରେ ତା’ର ଚେହେରା ଏପରି ଭୟଙ୍କର ହୋଇଗଲା ଯେ, ତାଙ୍କୁ…
Read More...

ନୋବେଲ ଶାନ୍ତି ବିଜେତାଙ୍କୁ ୧୦ ବର୍ଷ ଜେଲ ଦଣ୍ଡ । ଦଙ୍ଗାକାରୀଙ୍କୁ ପାଣ୍ଠି ଯୋଗାଉଥିବା ଅଭିଯୋଗ ।

କନକ ବ୍ୟୁରୋ: ୨୦୨୨ ନୋବେଲ ଶାନ୍ତି ପୁରସ୍କାର ବିଜେତା ଏଲେସ୍‌ ବାଲିୟାତ୍‌ସ୍କିଙ୍କୁ ବେ‌ଲାରୁଷ୍‌ର ଏକ ଅଦାଲତ ୧୦ ବର୍ଷର ଜେଲଦଣ୍ଡ ଦେଇଛନ୍ତି। ଶାନ୍ତି ଶୃଙ୍ଖଳା ଭଙ୍ଗକାରୀଙ୍କୁ ସେ ପାଣ୍ଠି ଯୋଗାଉଥିବା ଅଭିଯୋଗରେ ଏଭଳି ଦଣ୍ଡାଦେଶ କୋର୍ଟ ଶୁଣାଇଛନ୍ତି। ମାନବ ଅଧିକାର ଏବଂ ଗଣତନ୍ତ୍ର…
Read More...

ଗଲୱାନ ଘାଟିରେ ପୁଣି ଅଶାନ୍ତ ପରିସ୍ଥିତି । ପିଏଲଏ ଗତିବିଧିକୁ ଦେଖି ସଚେତ ହେଲା ଭାରତୀୟ ସେନା

କନକ ବ୍ୟୁରୋ: ଭାରତ ଚୀନ ସୀମା ଗଲୱାନରେ ପୁଣି ଅଶାନ୍ତି ଦେଖାଦେଇଛି । ଫଳରେ ଲଦ୍ଦାଖର ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ଠାରେ ଭାରତୀୟ ସେନା ଘୋଡା ଓ ଖଚରଙ୍କୁ ନେଇ ଗଲୱାନ ଘାଟିର ସ୍ଥିତି ସର୍ଭେ କରିଛନ୍ତି । ଏହାସହ ପ୍ୟାଙ୍ଗଙ୍ଗ ହ୍ରଦ ନିକଟରେ ମଧ୍ୟ ଭାରତୀୟ ସେନା ସଜାଗ ରହିଥିବା…
Read More...

କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ରାହୁଲଙ୍କ ବିବାଦୀୟ ବୟାନ : କହିଲେ, କାଶ୍ମୀର ହେଉଛି ତଥାକଥିତ ହିଂସକ ସ୍ଥାନ

କନକ ବ୍ୟୁରୋ : କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ରାହୁଲ ଗାନ୍ଧୀଙ୍କ ଭାଷଣକୁ ନେଇ ରାଜନୀତି ଜୋର ଧରିଛି । ରାହୁଲ ବିଶ୍ୱବିଦ୍ୟାଳୟରେ ଭାଷଣ ଦେବା ସମୟରେ ଚୀନକୁ ପ୍ରସଂଶା କରିଛନ୍ତି । ଭାରତ ସହ ଚୀନର ସୀମା ବିବାଦକୁ ନେଇ ଭଭୟ ଦେଶ ବହୁବାର ମୁହାଁମୁହିଁ ହେବା ପରେବି ଚୀନକୁ ରାହୁଲଙ୍କ ପ୍ରଶଂସା…
Read More...