Browsing Category

ଦେଶ ବିଦେଶ

ଜନସଂଖ୍ୟା ରୋକିବାକୁ ରାମଦେବଙ୍କ ନୂଆ ରୁଲ! କହିଲେ, ତୃତୀୟ ସନ୍ତାନ ହେଲେ ପରିବାରକୁ ମତଦାନରୁ ବଞ୍ଚିତ କରାଯାଉ ।

କନକ ବ୍ୟୁରୋ: ଜନସଂଖ୍ୟା ରୋକିବାକୁ ରାମଦେବ ବାବାଙ୍କ ନୂଅ ରୁଲ । କୌଣସି ପରିବାରରେ ତୃତୀୟ ପିଲା ହେଲେ ସେମାନଙ୍କ ଠାରୁ ମତଦାନର ଅଧକାର ଛଡ଼ାଇ ନେବା ଉଚିତ୍ । ଏପରିକି ସରକାରୀ ସୁବିଧାରୁ ମଧ୍ୟ ସେମାନଙ୍କୁ ବଂଚିତ କରିଦେବା ଉଚିତ୍ ବୋଲି ହରିଦ୍ୱାର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ…
Read More...

ପାହାଡ ଉପରେ ଚିରନିଦ୍ରାରେ ପାହାଡ କନ୍ୟା କଳ୍ପନା ଦାଶ । ହିମାଳୟ ଶୃଙ୍ଗ ଏଭରେଷ୍ଟରୁ କଳ୍ପନାଙ୍କ ମରଶରୀର ଆଣିବା ପାଇଁ…

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହୋଇଛି ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର ଉଦ୍ଧାରକାର୍ଯ୍ୟ । ରାଜ୍ୟ ସରକାରଙ୍କ ନିଯୁକ୍ତ ଶେର୍ପାଙ୍କ ଏକ ଟିମ୍ ଏହି ଅଭିଯାନରେ ବାହାରିଛନ୍ତି । ଏପଟେ ମରଶରୀରକୁ ଚିହ୍ନଟ ଓ ଗ୍ରହଣ କରିବା ଲାଗି ଆସନ୍ତାକାଲି ପର୍ବତାରୋହୀ ଗଣେଶ ଜେନା, କଳ୍ପନା ଦାଶଙ୍କ ଭାଇ…
Read More...

ମେ’ ୩୦ରେ ମୋଦିଙ୍କ ଶପଥଗ୍ରହଣ ଉତ୍ସବ । ଦ୍ୱିତୀୟ ଥର ପାଇଁ ଦେଶର ମଙ୍ଗ ଧରିବେ ନରେନ୍ଦ୍ର ମୋଦି ।

କନକ ବ୍ୟୁରୋ : ଆସନ୍ତା ମେ’ ୩୦ରେ ମୋଦିଙ୍କ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ମୋଦିଙ୍କ ସହ ଅନ୍ୟ କେନ୍ଦ୍ରମନ୍ତ୍ରୀ ମଧ୍ୟ ଶପଥଗ୍ରହଣ କରିବେ । ମେ’ ୩୦ ତାରିଖ ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନରେ ଶପଥଗ୍ରହଣ ଉତ୍ସବ…
Read More...

ପଶ୍ଚିମବଙ୍ଗରେ ଭୂମିକମ୍ପର ଝଟକା । ଥରି ଉଠିଲା ପୁରା ଅଞ୍ଚଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ ।

କନକ ବ୍ୟୁରୋ : ଥରି ଉଠିଲା ପଶ୍ଚିମବଙ୍ଗ । ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲାରେ ରବିବାର ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ରିକ୍ଟର ସ୍କେଲରେ ଭମିକମ୍ପର ତୀବ୍ରତା ୪.୮ ରେକର୍ଡ କରାଯାଇଛି । ତେବେ ଭୂମିକମ୍ପର ସୂଚନା, ଭାରତୀୟ ପାଣିପାଗ…
Read More...

ବିଜେପି ନେତା ସୁରେନ୍ଦ୍ରଙ୍କ ଶବାଧାରରେ ସାମିଲ ହେଲେ ସ୍ମୃତି । ଆମେଠିରେ ଶୋକାକୁଳ ପରିବେଶ, ମରଶରୀରକୁ କାନ୍ଧ ଦେଲେ…

କନକ ବ୍ୟୁରୋ : ନିର୍ବାଚନ ଫଳ ବାହାରିବାର ମାତ୍ର ୨ ଦିନ ପରେ ଆମେଠିରେ ପଡ଼ିଚି ରକ୍ତର ଛିଟା । ଆମେଠିର ନବନିର୍ବାଚିତ ସାଂସଦ ସ୍ମୃତି ଇରାନୀଙ୍କ ସହଯୋଗୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁବୃର୍ତ । ଗତକାଲି ବିଳମ୍ବିତ ରାତିରେ ଆମେଠିରେ ଘଟିଥିଲା ଏପରି ହିଂସାକାଣ୍ଡ । ମୃତକ ଜଣକ ହେଲେ ଜାମୋ…
Read More...

ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସରକାରୀ ନିୟମ ଆବଶ୍ୟକ : ଯୋଗଗୁରୁ ରାମଦେବ କହିଲେ, ତୃତୀୟ ପିଲା ହେଲେ ମତଦାନର ଅଧିକାର…

ଭାରତ ପୃଥିବୀର ଦ୍ଵିତୀୟ ଜନବହୁଳ ଦେଶ । ଭାରତର ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଭାରତର ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଦେଶରେ କଡ଼ା ନିୟମ ହେବା ଉଚିତ । କେନ୍ଦ୍ର ସରକାର ଏପରି ନିୟମ ଆଣିବା ଦରକାର ଯଦ୍ୱାରା ଜନସଂଖ୍ୟା ନିୟନ୍ତ୍ରଣ ହୋଇପାରିବ ବୋଲି କହିଛନ୍ତି ଯୋଗଗୁରୁ ବାବା ରାମଦେବ ।…
Read More...

ମୋଦିଙ୍କୁ ଭେଟିଲେ ଆନ୍ଧ୍ରପ୍ରଦେଶରେ ଭାବି ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ : ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ କଲେ…

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶରେ ଚମତ୍କାର ପ୍ରଦର୍ଶନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଜଗନମୋହନ । ଦିଲ୍ଲୀରେ ମୋଦିଙ୍କୁ ସାକ୍ଷାତ କରିବା ସହ ଆଗାମୀ ୩୦ ତାରିଖରେ ଶପଥ ସମାରୋହରେ ଯୋଗଦେବା ପାଇଁ ବିଜୟୱାଡା ନିମନ୍ତ୍ରଣ କରିଛନ୍ତି ୱାଇଏସଆର କଂଗ୍ରେସ ମୁଖ୍ୟ । ସାରା ଦେଶରେ…
Read More...

ଦ୍ୱିତୀୟ ଇନିଂସ୍ ଆରମ୍ଭ କରିବେ ମୋଦି : ଆଜି ମା’ଙ୍କୁ ଭେଟି ନେବେ ଆଶିର୍ବାଦ

କନକ ବ୍ୟୁରୋ : ପ୍ରଚଣ୍ଡ ବହୁମତରେ ଶାସନ ଗାଦିକୁ ଫେରିଛନ୍ତି ନରେନ୍ଦ୍ର ମୋଦି । ଦ୍ୱିତୀୟ ଇଂନିସ୍ ଆରମ୍ଭ କରିବା ପାଇଁ ଯାଉଛନ୍ତି ନରେନ୍ଦ୍ର ମୋଦି । ଲେକାସଭା ନିର୍ବାଚନରେ ଏନଡ଼ିଏକୁ ବହୁମତ ମିଳିଛି । ସାରା ଦେଶରେ ମୋଦି ଲେହେର । ପ୍ରଚଣ୍ଡ ବହୁମତରେ ବାଜିମାତ୍ କରିଛି ଏନଡ଼ିଏ । ଆସନ୍ତା ୩୦…
Read More...

ପଶ୍ଚିମବଙ୍ଗରେ ଅଭାବନୀୟ ଘଟଣା : ଅଣ୍ଡା ମାଗିବାରୁ ୪ ବର୍ଷୀୟ ଶିଶୁ ଉପରେ ଢ଼ାଳିଦେଲେ ଗରମ ଖେଚୁଡି 

ପଶ୍ଚିମବଙ୍ଗରେ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି । ସରକାରଙ୍କ ଦ୍ୱାରା ସହାୟତା ପ୍ରାପ୍ତ ବାଳ ବିକାଶ କେନ୍ଦ୍ରରେ ଏକ ମହିଳା କର୍ମଚାରୀ ୪ବର୍ଷୀୟ ଶିଶୁ ଉପରେ ଗରମ ଖେଚୁଡି ଢ଼ାଳି ଦେଇଛନ୍ତି । ଶିଶୁ ଜଣକ ଜଳଖିଆରେ ଅଧିକ ଅଣ୍ଡା ମାଗୁଥିଲା । ସେଥିପାଇଁ ତା’ ଉପରେ ଗରମ ଖେଚୁଡି ଢ଼ାଳି ଦେଇଥିବା…
Read More...

ପୁଣି ଆରମ୍ଭ ହେଲା ମୋଦି ଯୁଗ : ଭାରତର ନୂଆ ସରକାର ସହ ଆଲୋଚନା ପାଇଁ ପ୍ରସ୍ତୁତ ପାକିସ୍ତାନ

କନକ ବ୍ୟୁରୋ : ପ୍ରଚଣ୍ଡ ବହୁମତରେ ବିଜୟୀ ହୋଇଛି ବିଜେପି । କେନ୍ଦ୍ରରେ ପୁଣି ମୋଦି ସରକାର । ପୁଣି ଥରେ ସରକାର ଗଢ଼ିବ ବିଜେପି । ଦେଶରେ ପୁରି ଥରେ ଆରମ୍ଭ ହେବ ମୋଦି ଯୁଗ । ତେବେ ମୋଦି ପୁଣି ଥରେ ସରକାର ଗଢ଼ିବା ନେଇ ଦେଶବାସୀ ଯେତିକି ଉତ୍ସାହିତ ତା’ଠାରୁ ଅଧିକ ଚିନ୍ତାରେ ପାକିସ୍ତାନ । ୨୦୧୯…
Read More...