Browsing Category

ଦେଶ ବିଦେଶ

ଖସୁଛି କରୋନା ମିଟର । ୯ ହଜାର ତଳେ ରହିଛି ଦୈନିକ ସଂକ୍ରମଣ

କନକ ବ୍ୟୁରୋ: ଆଜି ଦେଶରେ ଦୈନିକ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮ ହଜାର ୮୧୩ଟି ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୨୯ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି । ବିଶେଷ କଥା ହେଉଛି ଯେ ଜୁନ୍ ୧୫ ପରେ ପ୍ରଥମ ଥର ପାଇଁ ଦୈନିକ…
Read More...

ଜିଏସଟି ପ୍ରଭାବ : ବଢିଲା ଅମୁଲ ଓ ମଦର ଡାଏରୀ କ୍ଷୀରର ଦର । ଲିଟର ପିଛା ୨ ଟଙ୍କା ଦର ବଢାଇଲା କମ୍ପାନି ।

କନକ ବ୍ୟୁରୋ : ଖାଉଟିଙ୍କ ପକେଟକୁ ମହଙ୍ଗା ମାଡ । ବଢିଲା ଅମୁଲ କ୍ଷୀରର ଦର । ଗତମାସରେ କ୍ଷୀରଜାତୀୟ ସାମଗ୍ରୀ ଉପରେ ସରକାର ଜିଏସଟି ଲଗାଇବା ପରେ ଏହାର ପ୍ରଭାବ ଏବେ ଖାଉଟିଙ୍କ ଉପରେ ପଡିବାକୁ ଯାଉଛି । ଦେଶର ସବୁଠୁ ବଡ ଦୁଗ୍ଧ ଡାଏରୀ କମ୍ପାନି ଅମୁଲ କ୍ଷୀରର ମୂଲ୍ୟ ବୃଦ୍ଧି କରିଛି । ବୁଧବାର…
Read More...

ମାଆ ସାଜିଲା ହତ୍ୟାକାରୀ: ସ୍ୱାମୀ ସହ ଝଗଡ଼ା ହେଲା ବୋଲି ୩ ଝିଅଙ୍କୁ ବିଷ ଦେଇ ମାରିଲା ।

କନକ ବ୍ୟୁରୋ: ଘରୋଇ କଳିର କରୁଣ ପରିଣତି । ସ୍ୱାମୀ ସହ ବଚସା ହେବାରୁ ଝିଅଙ୍କୁ ବିଷ ଦେଇ ମାରିଦେଲା ମାଆ । ଯେଉଁ ସ୍ନେହବୋଳା ହାତରେ ଗେଲବସର କରି ବଡ଼ କରିଥିଲା ସେହି ହାତ ଯେ ହତ୍ୟାକାରୀ ସାଜିବ ତାହା କେହି କଳ୍ପନା ବି କରିନଥିଲେ । ଉତ୍ତରପ୍ରଦେଶର ଗାଜିପୁରରୁ ଏମିତି ଏକ ଅଭାବନୀୟ ଖବର ଆସିଛି…
Read More...

ଋଷ-ୟୁକ୍ରେନ୍ ଯୁଦ୍ଧ: ଭୋଗୁଛି ୟୁରୋପର ସବୁଠୁ ବଡ଼ ଦେଶ ଜର୍ମାନୀ । ପଢ଼ନ୍ତୁ କେମିତି…

କନକ ବ୍ୟୁରୋ: ଥମିବାର ନାଁ ନେଉନି ଋଷ-ୟୁକ୍ରେନ୍ ଯୁଦ୍ଧ । ଦୁଇ-ଦେଶ ମଧ୍ୟରେ ଚାଲିଥିବା ଘମାଘୋଟ୍ ଯୁଦ୍ଧର ପ୍ରଭାବ ୟୁରୋପୀୟ ଦେଶ ଗୁଡ଼ିକ ଉପରେ ପଡ଼ିବାରେ ଲାଗିଛି । ଏହାରି ମଧ୍ୟରୁ ୟୁରୋପର ସବୁଠୁ ବଡ଼ ଦେଶ ତଥା ବୃହତ ଅର୍ଥବ୍ୟବସ୍ଥା ବୋଲାଉଥିବା ଜର୍ମାନୀକୁ ଭୋଗିବାକୁ ପଡୁଥିବା ରିପୋର୍ଟ କହୁଛି…
Read More...

ସୋପିଆନରେ ଟାର୍ଗେଟ୍ କିଲିଂ । ଜଣେ କାଶ୍ମୀର ପଣ୍ଡିତ ମୃତ, ଜଣେ ଗୁରୁତର

କନକ ବ୍ୟୁରୋ : ଜମ୍ମୁକାଶ୍ମୀରରୁ ପୁଣି ଆସିଲା ଟାର୍ଗେଟ୍ କିଲିଂର ଚିତ୍ର । ଜମ୍ମୁକାଶ୍ମୀର ସୋପିଆନରେ ପୁଣି କାଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ଆତଙ୍କବାଦୀଙ୍କ ଗୁଳିରେ ଚାଲିଯାଇଛି ଜଣେ କାଶ୍ମୀର ପଣ୍ଡିତଙ୍କ ଜୀବନ । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ…
Read More...

ଜମ୍ମୁ-କାଶ୍ମୀରରେ ବଡ ଅଘଟଣ । ଫେଲ୍ ହେଲା ବ୍ରେକ୍, ଘାଟିରୁ ଖସିଲା ବସ୍ । ୬ ଯବାନ ସହିଦ ।

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରରେ ବଡ ଅଘଟଣ । ଘାଟିକୁ ଖସିଲା ସେନା ଯବାନଙ୍କୁ ନେଇ ଯାଉଥିବା ବସ୍ । ୬ ଜଣ ଯବାନ ସହିଦ ହୋଇଥିବା ସୂଚନା । ଅମରନାଥ ଯାତ୍ରା ଡ୍ୟୁଟିରେ ଥିବା ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବେଳେ ଘାଟିକୁ ଖସିଛି ବସ୍ । ଚନ୍ଦନୱାଡିରୁ ପହଲଗାମକୁ ଯାଉଥିବା ବେଳେ ଏହି…
Read More...

ପୁଣି ଥରେ ମନ୍ତ୍ରୀ ଭାବେ ଶପଥ ନେଲେ ଲାଲୁଙ୍କ ପୁଅ ତେଜପ୍ରତାପ, ୩୧ ମନ୍ତ୍ରୀ ନେଲେ ଶପଥ

କନକ ବ୍ୟୁରୋ: ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ମହାଗଠବନ୍ଧନ ସରକାରର କ୍ୟାବିନେଟ ସମ୍ପ୍ରସାରଣ କାର୍ୟ୍ୟକ୍ରମ ଚାଲିଛି । ଜେଡିୟୁ, ଆରଜେଡି, କଂଗ୍ରେସ ଏବଂ ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା ର ୩୦ ରୁ ଅଧିକ ବିଧାୟକ ଆଜି ମନ୍ତ୍ରୀ ଭାବରେ ଶପଥ ନେଉଛନ୍ତି । ଶପଥ ଗ୍ରହଣ ସମାରୋହରେ ଆରଜେଡି…
Read More...

ତାଙ୍କୁ ଖେଳିବାକୁ ଦିଅ, ନିଶ୍ଚୟ ଫର୍ମକୁ ଫେରିବେ । କୋହଲିଙ୍କୁ ନେଇ କିଛି ଏମିତି କହିଲେ ସୌରଭ ଗାଙ୍ଗୁଲି ।

କନକ ବ୍ୟୁରୋ : ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ନିଜ କ୍ରିକେଟ କ୍ୟାରିୟରର ସବୁଠୁ ଖରାପ ସମୟ ଦେଇ ଗତି କରୁଛନ୍ତି । ୨୦୧୯ ପରଠାରୁ ବିରାଟଙ୍କ ବ୍ୟାଟରୁ ଗୋଟିଏ ବି ଶତକ ଆସିନାହିଁ । କୋହଲିଙ୍କ ବ୍ୟାଟରୁ ଶତକକୁ ଚାତକ ଭଳି ଚାହିଁ ରହିଛନ୍ତି କ୍ରିକେଟପ୍ରେମୀ । ଆଉ ଏସିଆ କପରେ…
Read More...

ପୂଣ୍ୟତିଥିରେ ମନେ ପଡନ୍ତି ଅଟଳ ବିହାରୀ ବାଜପେୟୀ, ଭାରତ ରାଜନୀତିର ଅନନ୍ୟ ବିନ୍ଧାଣୀ

କନକ ବ୍ୟୁରୋ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥି । ତାଙ୍କ ଅଭୁଲା ସ୍ମୃତିକୁ ଆଜି ମନେ ପକାଉଛି ସାରା ଦେଶ । ଜଣେ ଜନନେତା, ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିର ଅଧିକାରୀ ଭାବେ ଅଟଳ ବିହାରୀ ବାଜପେୟୀ ସୁପରିଚିତ । ତାଙ୍କ ସମାଧିପୀଠରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ…
Read More...

ସାବରକର, ଟିପୁ ସୁଲତାନଙ୍କ ପୋଷ୍ଟରକୁ ନେଇ ହିଂସା : କର୍ଣ୍ଣାଟକର ଶିବମୋଗାରେ ବ୍ୟକ୍ତିଙ୍କୁ ଛୁରାମାଡ କରିଥିବା ୪…

କନକ ବ୍ୟୁରୋ: ସୋମବାର ଶିବମୋଗା ଜିଲ୍ଲାରେ ଦେଶପ୍ରେମୀ ସାବରକର ଓ ଟିପୁ ସୁଲତାନଙ୍କ ପୋଷ୍ଟରକୁ ନେଇ ଘଟିଥିବା ଛୁରାମାଡ ଘଟଣାରେ କର୍ଣ୍ଣାଟକ ପୋଲିସ ମଙ୍ଗଳବାର ଚାରି ଜଣଙ୍କୁ ଗିରଫ କରିଛି। ଏପର୍ୟ୍ୟନ୍ତ ପୋଲିସ ନଦୀମ (୨୫), ଅବଦୁଲ ରେହମାନ (୨୫) ଏବଂ ଜବିଉଲ୍ଲା ବୋଲି ଗିରଫ ହୋଇଥିବା ଚାରି…
Read More...