Browsing Category

ସ୍ପେଶାଲ୍ ରିପୋର୍ଟ

ଗଙ୍ଗା ତଟରେ ହେଲା ପିଏମ୍ ମୋଦି ସିନେମାର ସ୍କ୍ରିନିଂ ! ସ୍କ୍ରିନିଂ ଦେଖିବାକୁ ଜମା ହେଲେ ହଜାର ହଜାର ଲୋକ,ହାତରେ ଚା’…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍ ସିନେମା ପିଏମ୍ ନରେନ୍ଦ୍ର ମୋଦି ୨୪ ମଇକୁ ସବୁ ପ୍ରେକ୍ଷାଳୟରେ ରିଲିଜ୍ ହୋଇସାରିଛି । ସିନେମାରେ ବିବେକ୍ ଓବରଏ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୂମିକାରେ ନଜର ଆସିଛନ୍ତି । ସିନେମା ରିଲିଜର ଦୁଇଦିନ ପରେ ବିବେକ୍ ଓବରଏ ଋଷିକେଷ୍ ରେ ଗଙ୍ଗା…
Read More...

ସୀମା ଟପିଲା ଅମାନବିକତା ! କୁକୁର ଭୁକିବାରେ ଅତିଷ୍ଠ ହୋଇ ୧୮ ଜଣ କୁକୁରଙ୍କୁ ବିଷ ଦେଇ ମାରିଦେଲେ ଧିବର । 

ତାମିଲନାଡୁରେ ଜଣେ ମାଛଧରାଳୀ ଏକା ସାଙ୍ଗରେ ୧୮ଜଣ କୁକୁରକୁ ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏହି ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ଏ ନେଇ ପୁଲିସରେ ଅଭିଯୋଗ ଆଣିଛନ୍ତି । ରାତିରେ ଘରକୁ ଫେରିବା ସମୟରେ କୁକୁରମାନେ ଭୁକୁଥିବାରୁ ମାଛଧରାଳୀଜଣଙ୍କ…
Read More...

ପାଖରେ ଓରିଜିନାଲ୍ କାଗଜପତ୍ର ନାହିଁ ତେବେ ଚିନ୍ତା କରନ୍ତୁ ନାହିଁ ନିଅନ୍ତୁ ଡିଜିଲକରର ସାହାଯ୍ୟ ! ଦେଶର କୌଣସି…

ଏବେ ଚାଳକଙ୍କ ଡ୍ରାଇଭିଙ୍ଗ୍ ଲାଇସେନ୍ସ ଡିଏଲ୍ , ରେଜିଷ୍ଟ୍ରେସନ୍ କାର୍ଡ ଆରସି, ଆଧାର କାର୍ଡ ଏବଂ ଏଭଳି ଅନ୍ୟ ଜରୁରୀ ଡକ୍ୟୁମେଣ୍ଟ୍ ର ଓରିଜିନାଲ୍ ହାର୍ଡ କପି ସାଙ୍ଗରେ ରଖିବା ଏବେ ଆଉ ଜରୁରୀ ହୋଇ ରହିନାହିଁ । ଆପଣ ଏହି କାଗଜର ସଫ୍ଟ କପି ଡିଜିଲକରରେ ଅପଲୋଡ୍ କରିପାରିବେ । ଆଇଟି ଆକ୍ଟ ୨୦୦୦…
Read More...

ପାହାଡ ଉପରେ ଚିରନିଦ୍ରାରେ ପାହାଡ କନ୍ୟା କଳ୍ପନା ଦାଶ । ହିମାଳୟ ଶୃଙ୍ଗ ଏଭରେଷ୍ଟରୁ କଳ୍ପନାଙ୍କ ମରଶରୀର ଆଣିବା ପାଇଁ…

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହୋଇଛି ପର୍ବତାରୋହୀ କଳ୍ପନା ଦାଶଙ୍କ ମରଶରୀର ଉଦ୍ଧାରକାର୍ଯ୍ୟ । ରାଜ୍ୟ ସରକାରଙ୍କ ନିଯୁକ୍ତ ଶେର୍ପାଙ୍କ ଏକ ଟିମ୍ ଏହି ଅଭିଯାନରେ ବାହାରିଛନ୍ତି । ଏପଟେ ମରଶରୀରକୁ ଚିହ୍ନଟ ଓ ଗ୍ରହଣ କରିବା ଲାଗି ଆସନ୍ତାକାଲି ପର୍ବତାରୋହୀ ଗଣେଶ ଜେନା, କଳ୍ପନା ଦାଶଙ୍କ ଭାଇ…
Read More...

ଦିନ ମଜୁରିଆଙ୍କ ଝିଅଙ୍କୁ ଖୋଜି ଟିକେଟ ଦେଇଥିଲା କଂଗ୍ରେସ । ଦୁଇଥରର ସାଂସଦଙ୍କୁ ହରାଇ ପ୍ରଥମଥର ସଂସଦରେ ପହଞ୍ଚିଲେ…

କନକ ବ୍ୟୁରୋ : ଚଳିତ ଲୋକସଭା ନିର୍ବାଚନରେ ବଡ ବିପର୍ଯ୍ୟୟର ସାମ୍ନା କରିଛି ଦେଶର ସବୁଠୁ ପୁରୁଣା ଦଳ କଂଗ୍ରେସ । ସରକାରକୁ ପୁଣି ଥରେ ଫେରିବା ପାଇଁ  କଂଗ୍ରେସ ଦେଖିଥିବା ସ୍ୱପ୍ନ ପୁଣିଥରେ ଭାଙ୍ଗି ଯାଇଛି । କିନ୍ତୁ କଂଗ୍ରେସର ଏଭଳି ବିପର୍ଯ୍ୟୟ ସମୟରେ ରମ୍ୟା ହରିଦାସ କିନ୍ତୁ ଚର୍ଚ୍ଚାରେ…
Read More...

ବିଜେପି ନେତା ସୁରେନ୍ଦ୍ରଙ୍କ ଶବାଧାରରେ ସାମିଲ ହେଲେ ସ୍ମୃତି । ଆମେଠିରେ ଶୋକାକୁଳ ପରିବେଶ, ମରଶରୀରକୁ କାନ୍ଧ ଦେଲେ…

କନକ ବ୍ୟୁରୋ : ନିର୍ବାଚନ ଫଳ ବାହାରିବାର ମାତ୍ର ୨ ଦିନ ପରେ ଆମେଠିରେ ପଡ଼ିଚି ରକ୍ତର ଛିଟା । ଆମେଠିର ନବନିର୍ବାଚିତ ସାଂସଦ ସ୍ମୃତି ଇରାନୀଙ୍କ ସହଯୋଗୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁବୃର୍ତ । ଗତକାଲି ବିଳମ୍ବିତ ରାତିରେ ଆମେଠିରେ ଘଟିଥିଲା ଏପରି ହିଂସାକାଣ୍ଡ । ମୃତକ ଜଣକ ହେଲେ ଜାମୋ…
Read More...

ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାବଦରେ କିଛି ଅଜଣା କଥା । ଜାଣନ୍ତୁ ଭାରତର ପ୍ରଧାନମନ୍ତ୍ରୀଙ୍କ ବାସଭବନରେ କଣ କଣ ସୁବିଧା…

ଦ୍ୱିତୀୟ ଥର ପାଇଁ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ଆସନ୍ତା ୩୦ ତାରିଖରେ ଏହି ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇପାରେ । ଭାରତର ପ୍ରଧାନମନ୍ତ୍ରୀ ଭାବେ ମୋଦି ଦିଲ୍ଲୀର ଲୋକ କଲ୍ୟାଣ ମାର୍ଗରେ ଥିବା ସରକାରୀ ବାସଭବନରେ ରହିବେ । ତେବେ…
Read More...

ଟିକଟକ୍ ସେଲିବ୍ରିଟି ମୋହିତ୍ ମୋରଙ୍କ ହତ୍ୟା ପଛର ଷଡଯନ୍ତ୍ର ଖୋଜିଲା ପୋଲିସ୍ ! ଏଭଳି ଉପାୟରେ ହୋଇଥିଲା ହତ୍ୟା ।

ଦିିଲ୍ଲୀ ପୋଲିସ ପକ୍ଷରୁ ଟିକଟକ୍ ସେଲିବ୍ରିଟି ମୋହିତ୍ ମୋରଙ୍କ ହତ୍ୟାକାରୀକୁ ଧରାଯାଇଛି । ଶନିବାର ୧୭ ବର୍ଷୀୟ ଜଣେ ନାବାଳକକୁ ପୋଲିସ୍ ଗିରଫ କରିଛି । ଏହାପରେ ହତ୍ୟାର କାରଣ ମଧ୍ୟ ସାମ୍ନାକୁ ଆସିଯାଇଛି । ୨୧ ମଇରେ ନଜଫଗଢ ଅଞ୍ଚଳରେ ମୋହିତ୍ ମୋରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ।…
Read More...

ନିର୍ବାଚନ ଶେଷ ହେବା ପରେ ଇଭିଏମ୍ ସହିତ ହୋଇଥାଏ କ’ଣ ? ଜାଣିଛନ୍ତି କି ?

ଲୋକସଭା ନିର୍ବାଚନ ଶେଷ ହେବା ପରେ ଗୋଟିଏ ବଡ ପ୍ରଶ୍ନ ଆସି ଠିଆ ହୁଏ ଯେ ଏହି ଇଲେକ୍ଟ୍ରୋନିକ୍ ଭୋଟିଙ୍ଗ୍ ମେସିନ୍ ର ହୁଏ କ’ଣ? ନିର୍ବାଚନ ପ୍ରକ୍ରିୟାରେ ଯେଉଁ ଇଭିଏମ୍ ପ୍ରୟୋଗ ହୁଏ ସେସବୁର ହେବ କ’ଣ? ତେବେ ଆପଣ ଯଦି ଏ ବିଷୟରେ ଜାଣିନାହାନ୍ତି ତେବେ ଆମେ ଆପଣଙ୍କୁ ଏ ବିଷୟରେ ସବିଶେଷ…
Read More...

ଦେଶ ତ ଦେଶ ବିଦେଶରେ ମଧ୍ୟ ଛାଇଲା ମୋଦି ମ୍ୟାଜିକ୍ ! ମୋଦିଙ୍କ ବିଜୟର ସିଧାପ୍ରସାରଣ ଦେଖିବା ପାଇଁ ବିଦେଶରେ ବୁକ୍…

ଗୁରୁବାର ସକାଳୁ ଭାରତ ସମେତ ବିଦେଶରେ ମଧ୍ୟ ଟିଭି,ଇଣ୍ଟରନେଟ୍ ଏବଂ ରେଡିଓରେ ଜନତା ଯୋଡି ହୋଇରହିଥିଲେ । ଏହି ମାମଲା ଗଣତନ୍ତ୍ରର ବଡପର୍ବର ଫଳାଫଳ ଘୋଷଣାର ଥିଲା । ଦେଶରେ ଆଉ ଏକବାର ମୋଦି ସରକାର ଆସୁଥିବାର ସମସ୍ତଙ୍କୁ ଜ୍ଞାତ ହୋଇସାରିଥିଲା । ତେବେ ଏହି ଭିତରେ ବିଦେଶରେ ମଧ୍ୟ ମୋଦିଙ୍କ…
Read More...