Browsing Category

ନ୍ୟୁଜ୍

‘ଭାରତରୁ ଉଠାଇବୁ ବିଶ୍ୱକପ’: ହାରିକି ବି ମୁହଁ ଟାଣ ଦେଖାଇଲେ ସୋଏବ 

କନକ ବ୍ୟୁରୋ: ଅଷ୍ଟ୍ରେଲିଆରେ ହେଉଥିବା ଟି-୨୦ ବିଶ୍ୱକପ ଶେଷ ହୋଇଯାଇଛି । ପାକିସ୍ତାନକୁ ହରାଇ ଇଂଲଣ୍ଡ ବିଶ୍ୱ ଚାମ୍ପିୟନ ହୋଇଛି । ପାକିସ୍ତାନ ପରାଜିତ ହେବା ପରେ ବିଚଳିତ ହେଉଛନ୍ତି ପୂର୍ବ ପାକିସ୍ତାନୀ କ୍ରିକେଟର । ଆଉ ପରାଜୟ ପରେ ବି ମୁହଁ ଟାଣ କରି ପ୍ରତିକ୍ରିୟା ରଖିଛନ୍ତି ସୋଏବ ଅଖତର ।…
Read More...

ଅର୍ଚ୍ଚନା ନାଗ ମାମଲା : ଇଡି ଆଗରେ ଖଗେଶ୍ୱର ଖୋଲିଲା ଗୁମର; ସାମ୍ନାକୁ ଆସିବ ବଡ ଚେହେରା !

କନକ ବ୍ୟୁରୋ : ଅର୍ଚ୍ଚନା ନାଗ ମାମଲାରେ ଇଡି ଜୋରଦାର ଖେଳତାଡ଼ କରୁଥିବା ବେଳେ କିଛି ଅତି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ତଦନ୍ତକାରୀ ସଂସ୍ଥା ହାତରେ ଲାଗିଛି । ଉଭୟ ଅର୍ଚ୍ଚନା ଓ ଖଗେଶ୍ୱରଙ୍କୁ ଏକାଠି ବସାଇ ଗୁଡ଼େଇତୁଡ଼େଇ ପ୍ରଶ୍ନ ପଚାରିଛନ୍ତି ଇଡି ଅଧିକାରୀ । ଜେରା ବେଳେ ଅନେକ ବଡ଼ ବଡ଼ିଆଙ୍କ ଗୁମର…
Read More...

‘ମେକ ଇନ ଓଡ଼ିଶା କନକ୍ଲେଭ’ ପୂର୍ବରୁ ସୁନ୍ଦରଗଡ଼ରେ ମିଶନ ଶକ୍ତି ପାଇଁ ସ୍ୱତନ୍ତ୍ର ନିବେଶକ ସମ୍ମିଳନୀ: ‘SHG to SME’…

କନକ ବ୍ୟୁରୋ: ମିଶନ ଶକ୍ତି ଅଧୀନରେ ପରିଚାଳିତ ଓଡ଼ିଶାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଆର୍ଥିକ ବିକାଶର ଏକ ନୂଆ ଉଚ୍ଚତାକୁ ନେବା ଲାଗି ବିଶେଷ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର। ଆଗାମୀ ଦିନରେ ‘ଏସଏଚଜି’ରୁ ‘ଏସଏମଇ’ ବା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସୃଷ୍ଟି କରିବା ପାଇଁ ମିଶନ ଶକ୍ତିର…
Read More...

କ୍ଲାସରେ ଦିିଦିଙ୍କ କାନ ମୋଡିଲେ ପ୍ରଧାନ ଶିକ୍ଷୟିତ୍ରୀ : ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ପାଖରେ ଗୁହାରି କଲେ ସୌଦାମିନୀ…

କନକ ବ୍ୟୁରୋ : ସୁଲକ୍ଷଣା ଦେବୀ ଉଚ୍ଚ ବିଦ୍ୟାଳୟ । ଅନୁରୋଧ କରିବାକୁ ଯାଇଥିଲେ ଦିଦି କିନ୍ତୁ ଅପମାନିତ ହେବା ସହ କାନମୋଡା ଖାଇ ଫେରିଲେ । ଢେଙ୍କାନାଳ ଜିଲ୍ଲାର ଏହି ଘଟଣା ଏବେ ସାମ୍ନାକୁ ଆସିଛି । ଶିକ୍ଷୟିତ୍ରୀ ସୌଦାମିନୀ ଦେହୁରୀ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମିନତି ଦେହୁରୀଙ୍କ ବିରୋଧରେ…
Read More...

ବାପା ଦେଲେ ଝିଅ ନାଁରେ ଥାନାରେ ଏତଲା : ବୁଢା ବୟସରେ ପଚାରିଲେଣି; ବିବାଦ ପରେ ଯୌତୁକ ସାମଗ୍ରୀ ଫେରାଇଲେ ଝିଅ-ଜ୍ୱାଇଁ

କନକ ବ୍ୟୁରୋ : ଥାନା ଆଗରେ ଯୌତୁକ ଗାଡ଼ି । ଟ୍ରକରେ ଘର ଆସବାବପତ୍ର ଜମା ହୋଇଛି, ଆଉ ରାସ୍ତାକଡ଼ରେ ଛିଡ଼ା ହୋଇଛି । ଏ ଦୃଶ୍ୟ ହେଉଛି ଭୁବନେଶ୍ୱର ଧଉଳି ଥାନା ଅଞ୍ଚଳର । ଯୌତୁକ ସାମଗ୍ରୀ ଫେରାଇ ଦେଇଛନ୍ତି ଝିଅ-ଜ୍ୱାଇଁ । ଧଉଳି ଅଞ୍ଚଳର ଜଣେ ବ୍ୟକ୍ତି ରତ୍ନାକର ବେହେରା ନିଜର ଦୁଇ ନିଜ ଝିଅଙ୍କୁ…
Read More...

୨୪ ଘଣ୍ଟାରେ ରାଉରକେଲାରେ ଦ୍ୱିତୀୟ ଲୁଟ୍: ୫ ଲକ୍ଷ ଟଙ୍କା ଝାମ୍ପିନେଲେ ଲୁଟେରା

କନକ ବ୍ୟୁରୋ: ରାଉରକେଲାରୁ ପୁଣି ୫ ଲକ୍ଷ ଲୁଟିନେଲେ ଲୁଟେରା । ରିଂ ରୋଡ ସେଲ ଛକ ନିକଟରୁ ଯୁବକଙ୍କଠାରୁ ଲୁଟ । ବ୍ୟାଙ୍କରୁ ଟଙ୍କା ଉଠାଇ ଫେରିବା ସମୟରେ ଲୁଟିନେଲେ । ଟଙ୍କା ବ୍ୟାଗ ଝାମ୍ପିନେବା ପରେ ୨ ବାଇକ ଆରୋହୀ ଚମ୍ପଟ ମାରିଥିଲେ । ଘଟଣାର ଖବର ପାଇବା ପରେ ତନାଘନା କରୁଛି ପ୍ଲାଣ୍ଟସାଇଟ…
Read More...

ଭିଷଣ ଯୁଦ୍ଧରେ ଅନେକ କିଛି ହରାଇଛୁ, ତଥାବି ଫଳାଫଳ ଆମ ସପକ୍ଷରେ । ଏହା ଯୁଦ୍ଧ ଅବସାନର ଆରମ୍ଭ : ଜେଲେନସ୍କି

କନକ ବ୍ୟୁରୋ : ଋଷ ସେନାକୁ ପଛକୁ ହଟାଇ ଖେରସନକୁ ୟୁକ୍ରେନ୍ ପୁଣି କବ୍ଚାକୁ ନେବା ପରେ ସେନାଙ୍କ ମଧ୍ୟରେ ପହଞ୍ଚିଯାଇଥିଲେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ସେନାକୁ ଉତ୍ସାହିତ କରିବା ସହ କହିଛନ୍ତି, ଖେରସନକୁ ପୁଣି କବ୍ଚାକୁ ନେବା ଏକ ଶୁଭ ସଂକେତ । ଏହା ଯୁଦ୍ଧ ବିରାମର ଶୁଭାରମ୍ଭ ବୋଲି…
Read More...

ୱେବ ସିରିଜ ଦେଖି ପ୍ରେମିକାକୁ ହତ୍ୟା କରିଥିଲା ଅଫତାବ : ୩୦୦ ଲିଟର ଫ୍ରିଜରେ ରଖିଥିଲା ପ୍ରେମିକା ଶ୍ରଦ୍ଧାଙ୍କ ଶରୀର…

କନକ ବ୍ୟୁରୋ : ୱେବ୍ ସିରିଜ୍ ଦେଖି ହତ୍ୟାକାଣ୍ଡ । ଦିଲ୍ଲୀରେ ଶ୍ରଦ୍ଧା ୱାକରଙ୍କୁ ପ୍ରେମିକ ଅଫତାବ ହତ୍ୟା କରିବା ଘଟଣାରେ ଏଭଳି ଏକ ସୂଚନା ସାମ୍ନାକୁ ଆସିଛି । ମହାରାଷ୍ଟ୍ରର ଶ୍ରଦ୍ଧା ୱାକରଙ୍କୁ ହତ୍ୟା କରିଛନ୍ତି ତାଙ୍କ ପ୍ରେମିକ ଅଫତାବ । ଉଭୟଙ୍କର ମହାରାଷ୍ଟ୍ରରେ ଦେଖାସାକ୍ଷାତ ହୋଇଥିଲା…
Read More...

ପୁଟିନଙ୍କୁ ଗାଦିରୁ ହଟାଅ… ଖେରସନରେ ହାର ମାନି ଋଷର ଗୌରବକୁ ତଳେ ପକାଇଦେଇଛନ୍ତି । ପୁଟିନଙ୍କ ବିରୁଦ୍ଧରେ ଉଠିଲା…

କନକ ବ୍ୟୁରୋ : ୟୁକ୍ରେନ୍ ଋଷ ମଧ୍ୟରେ ଯୁଦ୍ଧ ଜାରୀ ରହିଥିବାବେଳେ, ଖେରସନରୁ ସେନା ପ୍ରତ୍ୟାହାର କରିନେଇଛି ଋଷ । ଖେରସନରେ ୟୁକ୍ରେନ ସୈନ୍ୟଙ୍କ ଆଗରେ ହାର ମାନିଛି ଋଷ ସେନା । ତେଣୁ ଏହାକୁ ନେଇ ଋଷରେ ଅସନ୍ତୋଷ ଦେଖାଦେବାରେ ଲାଗିଛି । କେତେକ ଋଷବାସୀ ଖେରସନରେ ଋଷର ହାରକୁ ନେଇ ପୁଟିନଙ୍କୁ…
Read More...

କ୍ୟାନସର ରୋଗୀଙ୍କ ପାଇଁ ଦେବଦୂତ କାସିଦ୍ : ଫୋନ୍ କଲେ ରକ୍ତ ଦେଇ ବଞ୍ଚାଉଛନ୍ତି ଜୀବନ, ପ୍ଲେଟଲେଟ୍ ଦାନ କରିବାରେ…

କନକ ବ୍ୟୁରୋ : ରକ୍ତ ଦାନ ମହାନ ଦାନ । ଯଦି ନିଜ ରକ୍ତ ଦାନ କରି ଅନ୍ୟ ଜଣଙ୍କର ଜୀବନ ବଞ୍ଚାଇ ହେଲା, ଏହାଠାରୁ ବଡ଼ କଥା କ’ଣ । ଆଜି ଏମିତି ବି ଲୋକ ଅଛନ୍ତି, ବିପଦ ଆପଦରେ ଫୋନଟିଏ କଲେ ରକ୍ତ ଦାନ ପାଇଁ ଆଗଭର ହୋଇ ଆସି ପହଞ୍ଚି ଯାଆନ୍ତି । ଠିକ୍ ଏହିପରି ଜଣେ ସୁହୃଦୟ ବ୍ୟକ୍ତି ହେଉଛନ୍ତି…
Read More...