Browsing Category

ନ୍ୟୁଜ୍

ମହଙ୍ଗା ପଡିଲା ରାଗିଂ। ଭିଡିଓ ଭାଇରାଲ ହେବା ପରେ କଡ଼ା ପଦକ୍ଷେପ ନେଲେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ।

କନକ ବ୍ୟୁରୋ: ରାଗିଂ ବିରୋଧରେ କଡ଼ା ପଦକ୍ଷେପ । କଲେଜରୁ ବହିଷ୍କୃତ ହେବେ ସମସ୍ତ ଅଭିଯୁକ୍ତ । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲଣ କଲା ପୁଲିସ । ରାଗିଂର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ତତ୍ପର ହୋଇଉଠିଛନ୍ତି କଲେଜ କର୍ତୃପକ୍ଷ ଓ ବ୍ରହ୍ମପୁର ପୁଲିସ । ଅଭିଯୁକ୍ତଙ୍କୁ କୋର୍ଟ…
Read More...

ଜରୁରୀସେବା କେନ୍ଦ୍ରକୁ ବାରମ୍ବାର ଆସୁଛି ଫେକ୍ କଲ। କଲସେଣ୍ଟରକୁ ଚଳିତ ବର୍ଷ ଆସିଛି ୫ଲକ୍ଷ ମିଛ କଲ୍।

କନକ ବ୍ୟୁରୋ: ଜରୁରୀ ସେବା ସହ ଖେଳ, ୧୦୮କୁ ବଦମାସ କରୁଛନ୍ତି କଲ୍ା ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ । ଲୋକଙ୍କୁ ଜରୁରୀକାଳୀନ ସେବା ଯୋଗାଇ ଦେବା ପାଇଁ ଖୋଲାଯାଇଛି ହେଲପଲାଇନ ନମ୍ବର ୧୦୪ ଓ ୧୦୮ । ଗୁରୁତର ରୋଗୀଙ୍କୁ କିଭଳି ହସପିଟାଲ ପଠାଯିବ, ଶାରୀରିକ ସମସ୍ୟା ଥିଲେ ତୁରନ୍ତ କିଭଳି…
Read More...

ପଦ୍ମପୁରରୁ ଦିଲ୍ଲୀ ଭାୟା ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର କୃଷିମନ୍ତ୍ରୀ ଚିଠି। ବିଜେଡି କହିଲା ଜବାବ,…

କନକ ବ୍ୟୁରୋ: ଫସଲ ବୀମାକୁ ନେଇ ରାଜନୀତି । ପଦ୍ମପୁରରୁ ଦିଲ୍ଲୀ ଭାୟା ଭୁବନେଶ୍ୱରରୁ । ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଚାଷୀଙ୍କ ଫସଲ ବୀମା କ୍ଷତିପୂରଣ ପ୍ରସଙ୍ଗକୁ ନେଇ ପଦ୍ମପୁରରୁ ଦିଲ୍ଲୀ ଭାୟା ଦେଇ ଭୁବନେଶ୍ୱରରେ ମଧ୍ୟ ସରଗରମ ହୋଇଛି ରାଜନୀତି । ଫସଲ ବୀମା ପ୍ରସଙ୍ଗରେ ଦିଲ୍ଳୀରେ…
Read More...

ବିନା ରାଲିରେ ନାମାଙ୍କନ କଲେ ବିଜେପି ଓ ବିଜେଡି ପ୍ରାର୍ଥୀ: ଶୋଭାଯାତ୍ରା କରି ପ୍ରାର୍ଥୀପତ୍ର ଭରିଲେ କଂଗ୍ରେସ…

କନକ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନକୁ ନେଇ ଯାହା ପୂର୍ବରୁ ଅନୁମାନ କରାଯାଉଥିଲା ତାହା ହିଁ ସତ ହୋଇଛି । ନାମାଙ୍କନ ପାଇଁ ଥିବା ଶେଷ ଦିନରେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ୧୧ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନାମାଙ୍କନକୁ ନେଇ ଛକାପଂଝା ଭିତରେ…
Read More...

ଗିରିଧାରୀ ମଠରୁ ଲକ୍ଷାଧିକ ଟଙ୍କାର ମୂର୍ତି ଚୋରି: ଆରାଧ୍ୟ ଦେବତାଙ୍କ ସହ ପାଶ୍ୱର୍ଦେବତାଙ୍କୁ ମଧ୍ୟ ଚୋରି କରିନେଲେ…

କନକ ବ୍ୟୁରୋ: କଟକ ଜିଲ୍ଲା କିଶନନଗର ଥାନା ଗିରିଧାରୀ ମଠରୁ ଲକ୍ଷାଧିକ ଟଙ୍କାର ମୂର୍ତି ଚୋରି । ଗତକାଲି ବିଳମ୍ବିତ ରାତିରେ ହୋଇଛି ଏହି ଚୋରି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ରାତି ୧୦ଟାରେ ଠାକୁରଙ୍କ ନୀତିକାନ୍ତି ଶେଷ ହେବା ପରେ ମଠରେ ତାଲା ପକାଯାଇଥିଲା । କିନ୍ତୁ ବିଳମ୍ବିତ ରାତିରେ…
Read More...

ଅସୁସ୍ଥ କୁନି ପୁଅକୁ ଧରି ପ୍ରିନ୍ସିପାଲଙ୍କ ଅଫିସ ଆଗରେ ବାପା-ମା’ଙ୍କ ଧାରଣା: ୧୯ ମାସ ଧରି କଲେଜ ଦରମା ଦେଇନଥିବା…

କନକ ବ୍ୟୁରୋ: କୋଳରେ ଅସୁସ୍ଥ ଶିଶୁ ପୁତ୍ର । କାନ୍ଦୁଛନ୍ତି ବାପା-ମା’ । ସେହି ଅସୁସ୍ଥ ପୁଅକୁ କୋଳରେ ଧରି ଧାରଣାରେ ବସିଛନ୍ତି ବାପା-ମା’ । ଏମିତି କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଉଦଳା କଲେଜରେ । କଲେଜ ପ୍ରିନ୍ସିପାଲ ଚାମ୍ବର ସାମ୍ନାରେ ଧାରଣାରେ ବସିଛନ୍ତି ଦେବାଶିଷ ବାରିକ ।…
Read More...

ଗାଁ ପାଇଁ ନିୟମ କଲେ, ନିଜେ ଭାଙ୍ଗି ମଦ ବିକିଲେ: ଚୋରା ମଦ ବିକ୍ରି କରୁଥିବା ଅଭିଯୋଗରେ ଗାଁ ସଭାପତି ଗିରଫ 

କନକ ବ୍ୟୁରୋ: ଚୋରା ମଦ ବିକିବାକୁ ଗାଁରେ ହୋଇଥିଲା ବାରଣ । କିନ୍ତୁ ନିଜେ ଚୋରା ମଦ ବିକ୍ରି କରି ବନ୍ଧା ହେଲ ଗାଁ ସଭାପତି । ଅନୁଗୋଳ ଜିଲ୍ଲା ବଡକେରା ପଂଚାୟତ ତୁମୁଣି ଗାଁରେ ଘଟିଛି ଏଭଳି ଚାଂଚଲ୍ୟକର ଘଟଣା । ମଦ ପାଇଁ ଗାଁରେ ସବୁବେଳେ ଗଣ୍ଡଗୋଳ ଲାଗି ରହୁଥିଲା । ତେଣୁ ଗାଁରେ ମଦ ବିକ୍ରି…
Read More...

ଗଞ୍ଜାମ ଜିଲ୍ଲାରେ ବଡ଼ ଧରଣର ଲୁଟର ପର୍ଦ୍ଦାଫାସ: ଲୁଟେରା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡକୁ ଧରିଲା ପୋଲିସ୍ 

କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ସେରଗଡ଼ ପୋଲିସକୁ ବଡ଼ ସଫଳତା । ବଡ଼ ଧରଣର ଲୁଟର ପର୍ଦ୍ଦାଫାସ । ସେରଗଡ଼ର ପାଣିଗ୍ରାହୀ ଆସୋସିଏଟସ ବ୍ୟବସାୟିକ ପ୍ରତିଷ୍ଠାନରୁ ଗତ ୫ ତାରିଖ ବିଳମ୍ବିତ ରାତିରେ ହୋଇଥିବା ବଡ଼ ଧରଣର ଚୋରି ହୋଇଥିଲା । ଦୁର୍ବୃତମାନେ ଦୋକାନରୁ ୩୦ଲକ୍ଷରୁ ଅଧିକ ଟଙ୍କାର ମୋବାଇଲ ଓ…
Read More...

ବିପଦରେ ଐତିହ୍ୟ ସହର ଯାଜପୁରର ପୁରାତନ କିର୍ତ୍ତୀରାଜି: ନଦୀ ଶଯ୍ୟାରେ ପଡିଛି ପ୍ରାଚୀନ ଦୁର୍ଲଭ ମୂର୍ତି

କନକ ବ୍ୟୁରୋ: କାହାରି ନାହିଁ ସୁରକ୍ଷା ଚିନ୍ତା । ମୂର୍ତିଚୋରଙ୍କ ନଜର ଆଢ଼ୁଆଳରେ ଐତିହ୍ୟ । ବିପଦରେ ଐତିହ ସହର ଯାଜପୁରର ପୁରାତନ କିର୍ତୀରାଜୀ । ନଦୀ ଶର୍ଯ୍ୟାରେ ପଡିଛି ପ୍ରାଚୀନ ଦୁର୍ଲଭ ମୂର୍ତି । ସମସ୍ତଙ୍କ ଆଖି ଆଗରେ ଏହି ଦୁର୍ଲଭ ବିରଳ ମୂର୍ତି ନଦୀ ଜଳରେ ପଡି ରହିଥିବା ବେଳେ ଏହାକୁ…
Read More...

କେତେବେଳେ ପୁଅ ତ କେତେବେଳେ ଝିଅ କଣ୍ଠରେ ଫୋନ କରି ଲୁଟିନେଲେ ଟଙ୍କା: ମନ୍ତ୍ରୀଙ୍କ ନାଁରେ ବ୍ୟବସାୟୀଙ୍କୁ ଚୁନା ଲଗାଇଲେ…

କନକ ବ୍ୟୁରୋ: ମନ୍ତ୍ରୀଙ୍କ ନାଁ ନେଇ ଠକେଇ । ଜଣେ ବ୍ୟବସାୟୀଙ୍କ ଠାରୁ ୩୧ ହଜାର ୫ଶହ ଟଙ୍କା ଠକି ନେଇଛନ୍ତି ଚତୁର ଠକ । କେତେବେଳେ ପୁଅଙ୍କ ସ୍ୱରରେ କଥା ହେଉଥିଲେ ତ ଆଉ କେତେବେଳେ ଝିଅଙ୍କ ସ୍ୱରରେ କଥା ହୋଇ ଚୁନା ଲଗାଉଥିଲେ । ଏନେଇ ସାଇବର ଥାନାରେ ଅଭିଯୋଗ ହେବା ପରେ ଆଜି ସୌମ୍ୟରଂଜନ…
Read More...