Browsing Category

ନ୍ୟୁଜ୍

ରାଜଧାନୀରୁ ହାଇୱେ ଲୁଟେରା ଗ୍ୟାଙ୍ଗ ଗିରଫ

ଭୁବନେଶ୍ୱର :ରାଜଧାନୀରୁ ହାଇୱେ ଲୁଟେରା ଗ୍ୟାଙ୍ଗ ଗିରଫ ।  ଲୁଟେରା ଗ୍ୟାଂଗରୁ ୩ ଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ । ଏହି ଲୁଟେରାଙ୍କ ଠାରୁ ଏକ ସୁଇଫ୍ଟ କାର୍ ଓ ବହୁ ମାରଣାସ୍ତ୍ର ଜବତ ହୋଇଛି । ଗିରଫ ଲୁଟେରା ମାନେ ହେଲେ ପୁରୀ ଏକାମ୍ର କଲେଜର ଛାତ୍ର । ସେମାନେ ହେଲେ ପଦ୍ମନାବ…
Read More...

ରାଜ୍ୟ ସରକାରଙ୍କ ଅପରାଗତ କାରଣରୁ ରାଜ୍ୟରେ ଜଳ ସଂକଟ ଦେଖା ଦେଇଛି : ବିଜେପି

ରାଜ୍ୟରେ ପିଇବା ପାଣି ସଂକଟକୁ ନେଇ ରାଜନୀତି ଜୋର  । ଉକ୍ରଟ ପାନୀୟ ଜଳ ସମସ୍ୟା ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି । ରାଜ୍ୟ ସରକାରଙ୍କ ଅପରାଗତ କାରଣରୁ ରାଜ୍ୟରେ ଜଳ ସଂକଟ ଦେଖାଦେଇଥିବା ବିଜେପି ଅଭିଯୋଗ କରିଛି । ଜଳ ଯୋଗାଣରେ ରାଜ୍ୟ ସରକାର ବିଫଳ । ରାଜ୍ୟରେ ୯୯ ପ୍ରତିଶତ…
Read More...

ଗୋଟିଏ ଫ୍ରେମରେ ରାଜନୀତିର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ

କୋରାପୁଟ : ଗୋଟିଏ ଫ୍ରେମରେ କୋରାପୁଟ ରାଜନୀତିର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ । ବିଜେଡି ହେଭିୱେଟ, ମୁଖପାତ୍ର ତଥା ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି । ପରସ୍ପରର ଛାଇ ଦେଖିଲେ ଡେଉଁଥିବା କୋରାପୁଟ ଜିଲ୍ଲାର ଏହି ଦୁଇ…
Read More...

ରମେଶ ଜେନା ଲିଙ୍କ୍ ମାମଲାରେ ଗିରଫ ହୋଇଥିବା ସାଇ ପଟ୍ଟନାୟକଙ୍କ ବଢୁଛି ଅଡୁଆ

ରମେଶ ଜେନା ଲିଙ୍କ ମାମଲା । ରମେଶ ଜେନାଙ୍କ ସହ ସମ୍ପର୍କ ନେଇ ଗିରଫ ହୋଇଥିବା ସାଇ ପଟ୍ଟନାୟକଙ୍କ ଅଡୁଆ ବଢୁଛି । ତାଙ୍କ ନାଁରେ ଆଉ ୨ଟି ମାମଲା ରୁଜୁ ହୋଇଛି । ସାଇଙ୍କ ବିରୋଧରେ ସଦର ଥାନା ପୁଲିସ ନିଜ ଆଡୁ ମାମଲା ରୁଜୁ କରିଛି । ତେବେ ଜମି ହଡପ ମାମଲାରେ ସାଇ ପଟ୍ଟନାୟକ ଗିରଫ ହୋଇ ୩ ଦିନିଆ…
Read More...

ବିଦେଶୀ ଜଙ୍ଗଲକୁ ଯିବେ ଭାରତୀୟ ବାଘ

ବିଦେଶୀ ଜଙ୍ଗଲକୁ ଯିବେ ଭାରତୀୟ ବାଘ । ଯେଉଁ ଦେଶରେ ବାଘ ନାହିଁ କିମ୍ବା କାଳକ୍ରମେ ବାଘ ବଂଶ ଲୋପ ପାଇବାକୁ ବସୁଛି, ସେହି ଦେଶଗୁଡିକୁ ବାଘ ଯୋଗାଇଦେବ ଭାରତ । ବାଘ ସଂଖ୍ୟା ବୃଦ୍ଧି ଉଦେ୍ଦଶ୍ୟରେ ଏଭଳି ଏକ ନିଷ୍ପତି ନିଆଯାଇଛି । ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି…
Read More...

ନିଳଗିରି ବନ କର୍ମଚାରୀଙ୍କୁ ସ୍ଥାନୀୟ ବାସିନ୍ଦାଙ୍କ ଆକ୍ରମଣ

ନିଳଗିରି : ବନ କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ସ୍ଥାନ ଛାଡି ଚାଲି ଯିବାକୁ କହିଛନ୍ତି ଗାଁ ଲୋକ  । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନିଳଗିରି କୁଲଡିହା ଅଭୟାରଣ୍ୟରେ  । ସୂଚନା ମୁତାବକ ଅଭୟାରଣ୍ୟ ମଧ୍ୟରେ ଥିବା ହାତିଖୋଲିଆ ବିଟ୍ ହାଉସରେ ଥିବା ଫରେଷ୍ଟର ନରେଶ ସିଂଙ୍କୁ ସ୍ଥାନୀୟ ବାସିନ୍ଦା…
Read More...

ଆଜି ପବିତ୍ର ରାମ ନବମୀ

ଆଜି ପବିତ୍ର ରାମ ନବମୀ । ଭଗବାନ ଶ୍ରୀରାମଙ୍କ ଜନ୍ମଦିନ । ଆଜିର ଦିନରେ ପାପର କ୍ଷୟ ପାଇଁ ଧରାପୃଷ୍ଠକୁ ଓହ୍ଲାଇଥିଲେ ଶ୍ରୀରାମ । ମର୍ଯ୍ୟାଦା ପୁରୁଷୋତମ ଶ୍ରୀରାମ ଥିଲେ ଧର୍ମର ପ୍ରତୀକ । ବିଶ୍ୱରେ ଧର୍ମ ଓ ଏକତା ସ୍ଥାପନା କରିଥିଲେ ଶ୍ରୀରାମ । ହିନ୍ଦୁଙ୍କ ପାଇଁ ଏହି ପର୍ବର ମହତ୍ୱ ଅତ୍ୟନ୍ତ…
Read More...

ମୁହଁ ଖୋଲିଲେ ମନ୍ତ୍ରୀ ସଂଜୟ ଦାସବର୍ମା

ପାଜେରୋ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତିି ମନ୍ତ୍ରୀ ସଂଜୟ ଦାସବର୍ମା । ସିବିଆଇ ନିକଟରେ ସେ ସବୁ ତଥ୍ୟ ରଖିଛନ୍ତିି । ଏନେଇ ତଦନ୍ତ ଚାଲିଛି , ଯଦି ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ପ୍ରମାଣିତ ହୁଏ ତେବେ ସେ ରାଜନୀତିରୁ ସନ୍ୟାସ ନେବେ ଖୋଲା ଆହ୍ୱାନ ଦେଇଛନ୍ତି । ମାଧବିଲତା ଘଟଣା ଭଳି ତାଙ୍କ…
Read More...

ଭୁବନେଶ୍ୱର କୁଆଖାଇ ନଦୀ ପୀଠରୁ ମୃତ ଦେହ ଠାବ

ଭୁବନେଶ୍ୱର : ଭୁବନେଶ୍ୱର କୁଆଖାଇ ନଦୀ ପୀଠରୁ ଏକ ମୃତ ଦେହ ଠାବ ହୋଇଛି । ମୃତକ ଜଣକ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅଂଚଳର ରାଜେନ୍ଦ୍ର ଗିରି ବୋଲି ଜଣା ପଡିଛି । ରାଜେନ୍ଦ୍ର ଜଣେ କାର ଚାଳକ । ସେ ଭୁବନେଶ୍ୱର ମୈତ୍ରିବିହାର ଅଂଚଳରେ ରହୁଥିଲେ । ତେବେ ଘଟଣା ସ୍ଥଳରୁ ତାଙ୍କ ଇଣ୍ଡିଗୋ କାରଟିକୁ…
Read More...

ଦାମ,ଭର୍ତୁହରିଙ୍କ ପରେ ସଂଜୟଙ୍କୁ ଘେରିଲେ ନଗେନ୍ଦ୍ର

ଦଳ ଭିତରୁ ସିରିଜ୍ ଆଟାକ୍ । ଭର୍ତୃହରି ଓ ଦାମଙ୍କ ପରେ ପାଜେରୋ ପଲିଟିକ୍ସ ବିବାଦରେ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କୁ ଘେରିଲେ ସାଂସଦ ନଗେନ୍ଦ୍ର ପ୍ରଧାନ । ନଗେନ୍ଦ୍ର ଦେଇଛନ୍ତି, ରାମାୟଣର ଉଦାହରଣ । କହିଛନ୍ତି, ସୀତା, ସତୀ ହୋଇଥିଲେ ବି ରାମଚନ୍ଦ୍ରଙ୍କୁ ତାଂକୁ ତ୍ୟାଗ କରିବାକୁ ପଡିଲା ,ଏହା…
Read More...