Browsing Category

ନ୍ୟୁଜ୍

ଦୁଇଟି ପୃଥକ୍ ପୃଥକ୍ ସଡକ ଦୁର୍ଘଟଣାରେ ୪ ମୃତ, ୪ ଆହତ

ଅନୁଗୁଳ :ଅନୁଗୁଳ ହଣ୍ଡପା ଥାନା ବୈଶଣା ଛକରେ ଦୁର୍ଘଟଣା । ଯାତ୍ରୀବାହୀ ବସକୁ ସାମ୍ନା ପଟୁ ଧକ୍କା ଦେଲା ଟ୍ରକ । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଆହତ ହୋଇଛନ୍ତି । ଆହତଙ୍କୁ ଅନୁଗୁଳ ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି । ଟକାଡୋଳା ବସଟି ଭୁବନେଶ୍ୱର ଆସୁଥିବା ବେଳେ…
Read More...

ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟା ଘଟଣା : ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ମହିଳା କଂଗ୍ରେସର…

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟା ଘଟଣାର ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି । ସେମାନଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରାନଗଲେ ଆଗମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ମହିଳା କଂଗ୍ରେସ ଦାବି କରିଛି । ମୃତ୍ୟୁ ବେଳେ…
Read More...

ଓଡିଶାରେ ଗଠନ ହେବ ସ୍କିଲ୍ ଡେଭଲମେଂଟ୍ ଅଥରିଟି : ସୁବ୍ରତ ବାଗଚୀ ଅଥରିଟି ମୁଖ୍ୟ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ :ଓଡିଶାରେ ଗଠନ ହେବ ସ୍କିଲ୍ ଡେଭଲମେଂଟ୍ ଅଥରିଟି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଏନେଇ ଆଜି ଘୋଷଣା କରିଛନ୍ତି । ଏହି ଅଥରିଟିର ମୁଖ୍ୟ ରହିବେ ମାଇଣ୍ଡ୍ ଟ୍ରୀ ମୁଖ୍ୟ ସୁବ୍ରତ ବାଗଚୀ । ଆସନ୍ତା ୧ ତାରିଖରେ ସେ ଦାୟିତ୍ୱ ଗ୍ରହଣ କରିବେ ।…
Read More...

ପଡିଆ ବାହାରେ ଖେଳ : ନବରଙ୍ଗପୁରରେ ଆଇପିଏଲକୁ ନେଇ ଚାଲିଥିବା ବେଟିଂର ହେଲା ପର୍ଦ୍ଦାଫାଶ

ନବରଙ୍ଗପୁର : ଆଇପିଏଲ୍ ମ୍ୟାଚକୁ ନେଇ ବେଟିଂ । ତାହା ପୁଣି ନବରଙ୍ଗପୁର ପରି ଏକ ଉପାନ୍ତ ଜିଲ୍ଲାର ଉମରକୋଟରେ । ରାତି ଅଧରେ ଚଢଉ କରି ପୁଲିସ୍ ୨ ଜଣ ବୁକିଙ୍କୁ ଗିରଫ କରିବା ସହ ୧୮ ଲକ୍ଷ ୮୦ ହଜାର ଟଙ୍କା, ୫ ମୋବାଇଲ ଫୋନ୍, ଲାପ୍ଟପ୍, ଟିଭି ଓ କାଲକୁଲେଟର ଜବତ କରିଛି । ଚଳିତ ବର୍ଷ ଆଇପିଏଲ…
Read More...

ଖରାପ ପାଗ ଯୋଗୁଁ ୨ଟି ବିମାନର ଦିଗ ପରିବର୍ତନ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ :ପାଗ ଖରାପ ଯୋଗୁଁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିପାରିଲା ନାହିଁ ୨ ଟି ବିମାନ । ଧୂଳିଝଡ ଓ ବର୍ଷା ଯୋଗୁଁ  ଭୂବନେଶ୍ୱର ବିମାନବନ୍ଦରରେ ଅବତରଣ ହେବାକୁ ଥିବା ଏୟାର ଇଣ୍ଡିଆ ଓ ଇଣ୍ଡୋଗୋ ର ୨ଟି ବିମାନର ରୁଟ୍ ପରିବର୍ତନ କରାଯାଇଛି…
Read More...

ତାତିରୁ ମିଳିଲା ତ୍ରାହୀ : କାଳବୈଶାଖୀରେ ଭିଜିଲା ଉପକୂଳ ଓଡିଶା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପ୍ରଚଣ୍ଡ ଗ୍ରୀଷ୍ମ ତାତିରୁ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି ଓଡିଶାବାସୀ । ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଘଡ ଘଡି ସହ ବର୍ଷା ହେଉଛି । ସେହିଭଳି ଟ୍ୱିନ ସିଟିରେ ମଧ୍ୟ ଝାଂଜିପବନ ସହ ବର୍ଷା ହେଉଛି । କଟକ-ଭୁବନେଶ୍ୱରବାସୀଙ୍କୁ ଖରାର ତାତିରୁ ସାମାନ୍ୟ…
Read More...

ଗୃହରେ ଉଠିଲା ଜଷ୍ଟିସ୍ ଦାସଙ୍କ ବିବାଦୀୟ ବୟାନ ପ୍ରସଙ୍ଗ : ଆଲୋଚନା ନେଇ ବାଚସ୍ପତିଙ୍କ ଅଗ୍ରାହ୍ୟ ପରେ ବିରୋଧୀଙ୍କ…

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଧାନସଭାରେ ଉଠିଲା ଜଷ୍ଟିସ୍ ଦାସଙ୍କ ବିବାଦୀୟ ବୟାନ ପ୍ରସଙ୍ଗ । ଗୃହରେ ଏହି ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର । ଏନେଇ ସେ ଜଷ୍ଟିସ ଦାସଙ୍କ ଇସ୍ତଫା ଦାବି କରିଥିଲେ । ଜଷ୍ଟିସ ଜଣେ ସରକାରୀ କର୍ମଚାରୀ , ତେଣୁ ସେ ଦଳୀୟ…
Read More...

ଚଳନ୍ତା ଗାଡିରେ ଅଗ୍ନିକାଣ୍ଡ

କଟକ ବ୍ୟୁରୋ, କନକ ନ୍ୟୁଜ୍ : କଟକରେ ଚଳନ୍ତା ଗାଡିରେ ଅଗ୍ନିକାଣ୍ଡ । ରାସ୍ତା ମଝିରେ ଜଳିଗଲା ଦୁଇଚକିଆ ଗାଡି । ଇଣ୍ଡିକେଟର ଅଚାନକ ନିଆଁ ବାହାରି ଏପରି ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ତେବେ ଗାଡି ଚାଳକ ସୁରକ୍ଷିତ ଅଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଅଚନାକ ଇଂଡିକେଟରରୁ ନିଆଁ…
Read More...

ରେଶମ ସହରରେ ଏନକାଉଂଟର : ବାହୁବଳୀ ନେତା ରମେଶ ଜେନାଙ୍କ ସହଯୋଗୀ ଜିତୁ ଆହତ

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ :ରେଶମ ସହରରେ ପୁଣି ପୋଲିସ ଅପରାଧୀ ମୁହାଁମୁହିଁ । ଏନକାଉଂଟରରେ ଆହତ ହୋଇଛି ବାହୁବଳୀ ନେତା ରମେଶ ଜେନାଙ୍କ ଘନିଷ୍ଟ ସହଯୋଗୀ ତଥା ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ। ଜିତୁ ନାଁରେ ରହିଛି ୧୪ଟି ମାମଲା । କେବଳ ଗଂଜାମ ଜିଲ୍ଲାରେ ୧୩ଟି । ୨ଟି ହତ୍ୟା, ୩ଟି…
Read More...

ପୂର୍ବତନ ବିଧାୟକ ରମେଶ ଜେନାଙ୍କ ପୁତୁରା ଗିରଫ

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : ପୂର୍ବତନ ବିଧାୟକ ରମେଶଙ୍କ ଜେନାଙ୍କ ଅପରାଧିକ ଲିଙ୍କ ନେଇ ପୁଲିସ ଖୋଳତାଡ ଜାରି କରିଛି ରମେଶଙ୍କ ପୁତୁରାକୁ ଗିରଫ କରିଛି ପୁଲିସ । ମୁମ୍ବାଇରୁ ବ୍ରହ୍ମପୁରର ଏକ ଟିମ ପିଂଟୁ ଜେନା ଗିରଫ କରିଥିବା ସୂଚନା ରହିଛି । ପିଂଟୁ ଜେନା ରମେଶଙ୍କ ବ୍ୟବସାୟିକ…
Read More...