Browsing Category

ନ୍ୟୁଜ୍

ରାଜ୍ୟପାଳଙ୍କୁ ଫେରାଦ୍ ହେଲେ ବିରୋଧୀ କଂଗ୍ରେସ: ଜଷ୍ଟିସ ଏମଏମ ଦାସଙ୍କ ବହିଷ୍କାର, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିକଲା…

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜ୍ୟପାଳଙ୍କୁ ଭେଟିଲେ କଂଗ୍ରେସ ବିଧାୟକ । ୩ଟି ଦାବି ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସ ବିଧାୟକମାନେ ରାଜ୍ୟପାଳଙ୍କୁ ଭେଟିଛନ୍ତି । ବିଧାୟକଙ୍କ ଦାବି ଗୁଡିକ ହେଲା , ଚିଟଫଣ୍ଡ କମିଶନ ଜଷ୍ଟିସ ଏମ୍ଏମ୍ ଦାସଙ୍କ ବହିଷ୍କାର,…
Read More...

ଉଦଘାଟନର ତିନି ମାସ ପରେ କାର୍ଯ୍ୟକ୍ଷମ ହୋଇପାରୁନି ବ୍ରହ୍ମପୁର ମଡେଲ ବସଷ୍ଟାଣ୍ଡ ।

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍: ଉଦଘାଟନର ତିନି ମାସ ପରେ କାର୍ଯ୍ୟକ୍ଷମ ହୋଇପାରୁନି ବ୍ରହ୍ମପୁର ମଡେଲ ବସଷ୍ଟାଣ୍ଡ୍ ସହରର ଟ୍ରାଫିକ ସମସ୍ୟା ଦୂର କରିବା ଲକ୍ଷ୍ୟରେ ୧୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ଏହି ଅତ୍ୟାଧୁନିକ ନୂଆ ବସଷ୍ଟାଣ୍ଡ୍ । ଏହାକୁ ଫେବ୍ରୁଆରି ମାସରେ…
Read More...

ଇଣ୍ଡିଆନ୍ ଗ୍ରାଁ ପ୍ରି ରେ ଚମକିଲେ ଓଡିଆ ଧାବିକା:୧୦୦ ମିଟର ଦୈାଡରେ ଦୂତିଙ୍କୁ ସ୍ୱର୍ଣ୍ଣ , ଶ୍ରାବଣୀଙ୍କୁ କାଂସ୍ୟ

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ପୁଣି ସର୍ବଭାରତୀୟ ସ୍ତରରେ ଚମକିଲେ ଓଡିଆ ଧାବିକା । ଇଣ୍ଡିଆନ୍ ଗ୍ରାଁ ପ୍ରି ମହିଳା ୧୦୦ ମିଟର ଦୈାଡରେ ଦୁଇଟି ପଦକ ପାଇଛି ଓଡିଶା । ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଦୂତି ଚାନ୍ଦ । ସେହିପରି କାଂସ୍ୟ ପଦକ ଜିଣିଛନ୍ତି ଶ୍ରାବଣୀ ନନ୍ଦ । ୧୧.୩୭ ସେକେଣ୍ଡ୍ ରେ …
Read More...

ଓଡିଆ ଛାତ୍ରଙ୍କ କମାଲ: ପଛୁଆ ଅଚଂଳର ଆଗୁଆ ପିଲାର କାହାଣୀ

ବଲାଙ୍ଗିର: ଓଡିଆ ଛାତ୍ରଙ୍କ କମାଲ । ସାରା ଦେଶରେ ଟପ୍ କରିଛନ୍ତି ବଲାଙ୍ଗିର ଛାତ୍ର ଅବିନୀତ ପରିଚ୍ଛା । ଆଇସିଏସଇ ଦ୍ୱାରା ପରିଚାଳିତ ଦଶମ ପରୀକ୍ଷାରେ ୯୯.୨ ପ୍ରତିଶତ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ଟପ୍ କରିଛନ୍ତି ଅବିନୀତ ମୋଟ୍ ୫୦୦ ନମ୍ବରରୁ ୪୯୬ ନମ୍ବର ରଖିଛନ୍ତି ସେ । ବଲାଙ୍ଗିର  …
Read More...

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି : ପୁରୀରେ ବସିବ ପ୍ରଥମ ସମନ୍ୱୟ ବୈଠକ

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ଚଳିତ ବର୍ଷ ରଥଯାତ୍ରା ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ଆଜି ପୁରୀରେ ବସିବ ପ୍ରଥମ ସମନ୍ୱୟ ବୈଠକ । କେନ୍ଦ୍ରାଂଚଳ ଆରଡିସିଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଶ୍ରୀମନ୍ଦିର ପ୍ରଶାସନ ଓ ସମସ୍ତ ବିଭାଗୀୟ ଅଧିକାରୀ ଯୋଗ ଦେବେ । ଦିନ ୧୧ଟାରେ ଏହି…
Read More...

ଗୃହର ସୁପରିଚାଳନା ଉପରେ ନଜର: ଆଜି ପୁଣି ବସୁଛି ସର୍ବଦଳୀୟ ବୈଠକ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସ୍ୱାଭାବିକ ହେବ କି ଗୃହ? କ୍ରମାଗତ ଭାବେ ବିଧାନସଭାରେ ଅଚଳାବସ୍ଥା ଲାଗି ରହିବେ ପରେ ନେତାଠୁ ଜନତା ସମସ୍ତ ମନରେ ଏହି ଗୋଟିଏ ପ୍ରଶ୍ନ ।  ଗୃହକୁ ସୂଚାରୁରୂପେ ପରିଚାଳନା ପାଇଁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି । ଗତକାଲି ଦୁଇ ଦୁଇ ଥର…
Read More...

ରାଜଧାନୀରେ ଡ୍ରଗ୍ସ ନେଲା ଜୀବନ : ନିଶା କାରବାରର ମାୟାଜଲ ବିଛାଇଥିବା ଇଂଜିନିୟରିଂ ଛାତ୍ରଙ୍କ ହେଲା ପର୍ଦ୍ଦାଫାଶ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜଧାନୀରେ ଡ୍ରଗ୍ସ ନେଲା ଜୀବନ । ଡ୍ରଗ୍ସ ଖାଇ ପ୍ରାଣ ହରାଇଛନ୍ତି ଜଣେ ଯୁବକ । ଗତକାଲିର ଏହି ଘଟଣା ପରେ ଆଜି ସାମ୍ନାକୁ ଆସିଛି ଏହାର ନେଟୱର୍କ । କଲେଜରେ ନିଶା କାରବାରର ମାୟାଜଲ ବିଛାଇଥିବା ଇଂଜିନିୟରିଂ ଛାତ୍ରଙ୍କ ପର୍ଦାଫାଶ ହୋଇଛି । ସଂପୃକ୍ତ…
Read More...

ନିୟମଗିରି ଖଣି ଖନନ ନେଇ ଗ୍ରାମସଭା କରିବା ପାଇଁ ରାଜ୍ୟ ସରକାର କରିଥିବା ଆବେଦନ ସୁପ୍ରମିକୋର୍ଟରେ ଖାରଜ

କଳାହାଣ୍ଡି : ରାଜ୍ୟ ସରକାରଙ୍କୁ ପୁଣି ଝଟକା । ନିୟମଗିରିରୁ ଖଣି ଖନନ ନେଇ ଗ୍ରାମସଭା କରିବା ପାଇଁ ରାଜ୍ୟ ସରକାର କରିଥିବା ଆବେଦନ ସୁପ୍ରମିକୋର୍ଟରେ ଖାରଜ ହୋଇଛି । ଦ୍ୱିତୀୟ ଥର ପାଇଁ ଗ୍ରାମସଭା କରିବାକୁ କରିଥିବା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ରାଜ୍ୟ ସରକାର କରିଥିବା ଏହି…
Read More...

କିମ୍ସ ଉପରେ ୫ କୋଟିର ଜରିମାନା : ବିନା ଅନୁମତିରେ ସିଟ୍ ସଂଖ୍ୟା ବଢ଼ାଇବା ଉପରେ ସୁପ୍ରିମକୋର୍ଟ ଲଗାଇଲେ ଅଙ୍କୁଶ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଡିଶାର ପ୍ରତିଷ୍ଠିତ ଘରୋଇ ମେଡ଼ିକାଲ କଲେଜ୍ କିମ୍ସ ଉପରେ ଦୃଷ୍ଟାନ୍ତମୂଳକ ଜରିମାନା କରିଛନ୍ତି ସୁପ୍ରିମକୋର୍ଟ । ଆବଶ୍ୟକ ଭିତିଭୂମି ନଥାଇ ସିଟ୍ ସଂଖ୍ୟା ବୃଦ୍ଧି କରିଥିବାରୁ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ମେଡ଼ିକାଲ ସାଇନ୍ସ-କିମ୍ସ ଉପରେ ୫କୋଟି ଟଙ୍କାର…
Read More...

୮ କୋଟିକୁ ନେଇ ଦୂର ହେଉନି ଅଚଳାବସ୍ଥା : ସେପଟେ ନିର୍ବାଚନ ପାଇଁ ଦଳୀୟ ଚାନ୍ଦା ଆଣିଛି ରାଜନୀତିରେ ଝଡ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଗୃହରେ ଜାରି ରହିଛି ଶାସକ ବିରୋଧୀଙ୍କ ମଧ୍ୟରେ ଟଣାଓଟଣା । ବିଧାନସଭାର ଆକ୍ରାମଣାତ୍ମକ ରୂପ ଆପଣେଇ ଥିଲେ ବିରୋଧୀ । ଗୃହ ମଧ୍ୟଭାଗକୁ ଆସି କଂଗ୍ରେସ ବିଧାୟକ ହୋହାଲ୍ଲା କରିଥିଲେ । ବିଜେପି ସଦସ୍ୟମାନେ କଳା ଗାଉନ ପିନ୍ଧି ହଙ୍ଗାମା କରିଥିଲେ । ଫଳରେ ଗୃହ…
Read More...