Browsing Category

ନ୍ୟୁଜ୍

ଚଳିତ ବର୍ଷ ବଢିବ ନାହିଁ ଡାଲି ଦର

ଦିଲ୍ଲୀ ବ୍ୟୁରୋ, କନକ ନ୍ୟୁଜ୍ : ଚଳିତ ବର୍ଷ ବଢିବ ନାହିଁ ଡାଲି ଦର । ଏଭଳି ସଂକେତ ଦେଇଛନ୍ତି କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ରାମ ବିଳାଶ ପାଶୱାନ । ଏଥିପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେଉଥିବା ସେ ସୂଚନା ଦେଇଛନ୍ତି । ଗତ ବର୍ଷ ଆବଶ୍ୟକତା ଓ ଯୋଗାଣ ଭିତରେ ବହୁତ ବଡ ବ୍ୟବଧାନ ଥିବାରୁ…
Read More...

ଆଜି ଜେଇଇ ଆଡଭାନ୍ସ ପରୀକ୍ଷା : ଓଡିଶାର ରାଉରକେଲା ଓ ଭୁବନେଶ୍ୱରରେ ସେଂଟର

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆଜି ଅନୁଷ୍ଠିତ ହେଉଛି ଜେଇଇ ଆଡଭାନ୍ସ । ଦେଶରେ ଥିବା ବିଭିନ୍ନ ଆଇଆଇଟି ଗୁଡିକରେ ନାମ ଲେଖା ପାଇଁ ଏହି ସର୍ବଭାରତୀୟ ପରୀକ୍ଷା ଅନୁଷ୍ଠିତ ହେଉଛି । ଓଡିଶାରେ ଦୁଇଟି ସହର ଭୁବନେଶ୍ୱର ଓ ରାଉରକେଲାରେ ସେଂଟର ହୋଇଥିବାବେଳେ ମୋଟ ୩ ହଜାର ୪୦୦ ଛାତ୍ରଛାତ୍ରୀ…
Read More...

ଆସନ୍ତାକାଲିଠାରୁ କୋଣାର୍କରେ ଲାଗୁହେବ ବର୍ଦ୍ଧିତ ପ୍ରବେଶ ଶୁଳ୍କ

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଆସନ୍ତାକାଲିଠାରୁ କୋଣାର୍କରେ ଲାଗୁହେବ ବର୍ଦ୍ଧିତ ପ୍ରବେଶ ଶୁଳ୍କ । ଏଣିକି ଭିତରକୁ ଯିବା ଲାଗି ପର୍ଯ୍ୟଟକଙ୍କୁ ଦେବାକୁ ପଡିବ ଅଧିକ ଫି । ସାଧାରଣ ଲୋକଙ୍କ ପାଇଁ ପ୍ରବେଶ ଶୁଳ୍କ ୩୦ ଟଂକା ରଖାଯାଇଛି । ସେହିପରି ବିଦେଶୀଙ୍କ ପାଇଁ ୫ ଶହ ଟଂକା ରଖାଯାଇଛି ।…
Read More...

ମାଲକାନଗିରି ବାଲିମେଳାରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର

ମାଲକାନଗିରି : ମାଲକାନଗିରି ବାଲିମେଳାରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର । ନାବାଳିକାଙ୍କୁ ଅଖାରେ ବାନ୍ଧି କେନାଲ ଭିତରକୁ ଫିଙ୍ଗି ଦେଇଥିଲେ ଦୁର୍ବୃତ । ଆଜି ସକାଳୁ ପାୱାର ହାଉସ କେନାଲରୁ ଏହାକୁ ଉଦ୍ଧାର କରି ଲୋକେ ପୋଲିସକୁ ଖବର ଦେଇଥିଲେ । କେହି ଦୁର୍ବୃତ ତାଙ୍କ ମୁଣ୍ଡକୁ ଛେଚି ହତ୍ୟା…
Read More...

ଚାଲିଗଲା ରୁଆନୁ : ଆଜିଠାରୁ ବଢିପାରେ ତାତି

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ଚାଲିଗଲା ବାତ୍ୟା ରୁଆନୁ । ପୁଣି ବଢିଲା ତାତି । ଆଭ୍ୟନ୍ତରୀଣ ଓଡିଶାରେ ହିଟ୍ ୱେଭ୍ ଆର୍ଲଟ ଜାରି କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଗାମୀ ୨୫ ଓ ୨୬ରେ ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବ ବୋଲି ପର୍ବାନୁମାନ କରାଯାଉଥିବା କହିଛନ୍ତି…
Read More...

ଦିଲ୍ଲୀ ଦରବାରରେ ଓଡିଶାର ଦାବି

ଦିଲ୍ଲୀ ବ୍ୟୁରୋ କନକ ନ୍ୟୁଜ୍: ରାଜ୍ୟରେ ମରୁଡି ସ୍ଥିତି ନେଇ ଦିଲ୍ଲୀରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ଜୁନରୁ ନଭେମ୍ବର ମାସ ମଧ୍ୟରେ ହୋଇଥିବା ମୈାସୁମୀର ଅନିୟମିତ ବର୍ଷା ରାଜ୍ୟରେ ଭୟଙ୍କର ମରୁଡି ସ୍ଥିତି ସୃଷ୍ଟି କରିଥିବା କହିଥିଲେ ନବୀନ । ୨୭ ଜିଲ୍ଲାର ୨୯ ହଜାର ଗାଁ ଭୟଙ୍କର ମରୁଡିରେ…
Read More...

ସୋମବାରଠାରୁ କୋଣାର୍କରେ ଲାଗୁହେବ ବର୍ଦ୍ଧିତ ପ୍ରବେଶ ଶୁଳ୍କ : ଜିଲ୍ଲାପାଳଙ୍କ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି

କୋଣାର୍କ: ସୋମବାରଠାରୁ କୋଣାର୍କରେ ଲାଗୁହେବ ବର୍ଦ୍ଧିତ ପ୍ରବେଶ ଶୁଳ୍କ । ଭିତରକୁ ଯିବା ଲାଗି ପର୍ଯ୍ୟଟକଙ୍କୁ ଦେବାକୁ ପଡିବ ଅଧିକ ଫି । ଏନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତି ହୋଇଛି । ତେବେ ସ୍ଥାନୀୟ ଅଂଚଳର ଲୋକଙ୍କ ପାଇଁ ଫି ସମ୍ପୂର୍ଣ୍ଣ ଛାଡ କରାଯାଇଛି ।…
Read More...

ନବୀନ ସରକାରଙ୍କୁ ପୂରିଲା ଦୁଇ ବର୍ଷ : ବିଜେଡିକୁ ବିରୋଧୀ ବିଜେପିର ଟାର୍ଗେଟ୍

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ନବୀନ ସରକାରଙ୍କ ୨ ବର୍ଷ ପୂରିଲା ଅବସରରେ  ବିରୋଧୀ ଦଳ ବିଜେପି ପ୍ରେସମିଟ କରିଛି । ୨ ବର୍ଷରେ ବିଭିନ୍ନ ସମସ୍ୟା ସମାଧାନ କରିବାରେ ରାଜ୍ୟ ସରକାର ବିଫଳ ବୋଲି ଅଭିଯୋଗ ଆଣିଛି ବିଜେପି । କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାର ହଡପ କରିଥିବା ବିଜେପି ସଭାପତି…
Read More...

ମନ୍ତ୍ରୀ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା : ଓଡିଆ ଭାଷାକୁ ସରକାରୀ ସ୍ତରରେ କାର୍ଯ୍ୟକାରୀ କରିବାକୁ…

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ସରକାରୀ ସ୍ତରରେ ଓଡିଆ ଭାଷାର ପ୍ରଚଳନ ପାଇଁ ପଦକ୍ଷେପ ନିଆଯାଉଛି । ୧୯୫୪ ଓଡିଆ ଭାଷା ଆଇନରେ ସଂଶୋଧନ କରାଯାଉଛି ଓ ଅଗଷ୍ଟ ୧୫ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରିବା ଲାଗି ପଦକ୍ଷେପ ନିଆଯାଉଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ । ଆଜି ରାଜ୍ୟ ସଚିବାଳୟରେ…
Read More...

ବୋରିଗୁମ୍ମା ମଦଭାଟି ଭଙ୍ଗା ଘଟଣା : ଜୟପୁର ଏସଡିଜେଏମ କୋର୍ଟରେ ହାଜରହେଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି

ଜୟପୁର: ବୋରିଗୁମ୍ମା ମଦଭାଟି ଭଙ୍ଗା ଘଟଣାରେ କୋର୍ଟରେ ହାଜର ହେଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ଜୟପୁର ଏସଡିଜେଏମ କୋର୍ଟଙ୍କ ନୋଟିସ ପରେ ଆଜି ହାଜର ହୋଇ ବ୍ୟକ୍ତିଗତ ମୁଚାଲିକାରେ ଜାମିନରେ ଆସିଛନ୍ତି ତାରା ବାହିନୀପତି । ୨୦ ହଜାର ଟଙ୍କା ଓ ଦୁଇ ଜଣଙ୍କ ବ୍ୟକ୍ତିଗତ…
Read More...