Browsing Category

ନ୍ୟୁଜ୍

ମିଥ୍ୟା ବିଜ୍ଞପ୍ତିରେ ସ୍ୱାସ୍ଥ୍ୟ ପରୀକ୍ଷା ଠକେଇ ମାମଲା : ୩ ଜଣକୁ କ୍ରାଇମବ୍ରାଂଚର ପଚରାଉଚରା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମିଥ୍ୟା ବିଜ୍ଞପ୍ତିରେ ସ୍ୱାସ୍ଥ୍ୟ ପରୀକ୍ଷା ଠକେଇ ମାମଲାରେ ୩ ଜଣଙ୍କୁ କ୍ରାଇମବ୍ରାଂଚ ଅଟକ ରଖିଛି । ଅଟକ ମାନଙ୍କ ମଧ୍ୟରେ ୨ ପାଥୋଲ୍ୟାବ ମାଲିକ ଓ ଜଣେ ମଧ୍ୟସ୍ଥି ଅଛନ୍ତି । କ୍ରାଇମବ୍ରାଂଚ ସେମାନଙ୍କୁ ପଚରାଉଚରା କରୁଛି । ସେପଟେ ମୋତିଲାଲ ଗୌଡ ମିଥ୍ୟା…
Read More...

୩ଟି ଚିଟଫଣ୍ଡ କମ୍ପାନୀର ସଂପତି ହେବ ଇ-ନିଲାମ : ଦ୍ୱିତୀୟ ପର୍ଯ୍ୟାୟ ନିଲାମ ପାଇଁ ତାରିଖ ଘୋଷଣା କଲେ କଟକ ଏଡିଏମ

କଟକ ବ୍ୟୁରୋ, କନକ ନ୍ୟୁଜ୍ : ତିନିଟି ଚିଟଫଣ୍ଡ କମ୍ପାନିର ସଂପତି ହେବ ନିଲାମ । ଦ୍ୱିତୀୟ ପର୍ଯ୍ୟୟ ଇ-ନିଲାମ ପାଇଁ ତାରିଖ ଘୋଷଣା କରିଛନ୍ତି କଟକ ଏଡିଏମ । ଜୁଲାଇ ୧୧ ତାରିଖରେ ସାଫେକ୍ସ ଇଣ୍ଡିଆ, ୧୩ରେ ଆସ୍ଥା ଗ୍ରୁପ ଓ ୧୮ରେ ଗୋଲଡେନ ଲ୍ୟାଣ୍ଡ ଡେଭଲପର୍ସ ଚିଟଫଣ୍ଡ ସଂସ୍ଥାର ସଂପତି ୱେବସାଇଟ…
Read More...

ରିମାଣ୍ଡରେ ରେହମାନ : ଖୋଲିବ ଓଡିଶା ଆତଙ୍କବାଦୀ ଲିଙ୍କର ଗୁମର

ସାଲେପୁର : ଖୋଲିବ ଓଡିଶା ଆତଙ୍କବାଦୀ ଲିଙ୍କର ଗୁମର । ଏକ୍ୟୁଆଇଏସ୍ ଆତଙ୍କବାଦୀ ଅବଦୁର ରେହମାନକୁ ୧୦ଦିନିଆ ରିମାଣ୍ଡରେ ନେଇଛି ଓଡିଶା କ୍ରାଇମବ୍ରାଂଚ । ସାଲେପୁର ଜେଏମଏଫଏସି କୋର୍ଟ ରିମାଣ୍ଡ ଅନୁମତି ଦେଇଛି । ରିମାଣ୍ଡରେ ନେଇ ଓଡିଶାରେ ଆତଙ୍କବାଦୀ ଲିଙ୍କ ନେଇ ରେହମାନକୁ ପଚରାଉଚରା କରିବ…
Read More...

ଭିଜିଲାନ୍ସ ଜାଲରେ କୃଷି ବିଭାଗ ଅଧିକାରୀ : ଉମେଶ ଚନ୍ଦ୍ର ସାହୁଙ୍କ ବାସଭବନ ସମେତ ୩ଟି ଯାଗାରେ ରେଡ୍

ଭଦ୍ରକ : ଭିଜିଲାନ୍ସ ଜାଲରେ କୃଷି ବିଭାଗ ଅଧିକାରୀ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କୃଷି ବିଭାଗ ପ୍ଲାଂଟ ପ୍ରୋଟେକ୍ସନ ଅଫିସରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟବର୍ହିଭୂତ ଠୁଳ ଅଭିଯୋଗରେ ଉମେଶ ଚନ୍ଦ୍ର ସାହୁଙ୍କ ବାସଭବନ ସମେତ ଏକକାଳୀନ ୩ଟି ସ୍ଥାନରେ ରେଡ୍ କରାଯାଇଛି । ଭିଜିଲାନ୍ସ…
Read More...

ଯୋଗ ଦିବସ ପାଳନ କଲାନି ବିଜେଡି : ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଅନ୍ତର୍ଜାତୀୟ ଯୋଗ ଦିବସକୁ ନେଇ ବିଜେଡି ସମାଲୋଚନାର ଜବାବ ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାରା ବିଶ୍ୱ ଯୋଗକୁ ଆପଣେଇ ନେଇଥିବା ବେଳେ ରାଜ୍ୟ ସରକାର ପାଳନ ନକରିବା ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ । ସରକାରୀ ସ୍ତରରେ ଯୋଗ ଦିବସ ପାଳନ…
Read More...

ଶ୍ରୀମନ୍ଦିର ପ୍ରଶାସନର ବାରଣ ସତ୍ୱେ ମହାପ୍ରଭୁଙ୍କୁ ଛୁଇଁଲେ ଭକ୍ତ

ପୁରୀ ବ୍ୟୁରୋ ,କନକ ନ୍ୟୁଜ୍ : ମାନିଲେନି ଶ୍ରୀମନ୍ଦିର ପ୍ରଶାସନର କଟକଣା । ବ୍ୟାରିକେଡ ଭାଙ୍ଗି ମହାପ୍ରଭୁଙ୍କୁ ଛୁଇଁଲେ । ଶ୍ରୀଜିଉଙ୍କୁ ଛୁଇଁବା ଉପରେ ପ୍ରଶାସନ କଟକଣା ଲଗାଇଥିବାବେଳେ ଏହାର ଖୋଲାଖୋଲି ଉଲ୍ଲଂଘନ ଦେଖିବାକୁ ମିଳିଛି । ଗତକାଲି ମହାପ୍ରଭୁଙ୍କ ଦେବସ୍ନାନ ଯାତ୍ରା ପରେ ଅନୁଷ୍ଠିତ…
Read More...

ଅବଦୁର ରେହମାନକୁ ନିଆଗଲା ସାଲେପୁର କୋର୍ଟ : ଓଡିଶାର ଆତଙ୍କବାଦୀ ଲିଙ୍କ୍ ନେଇ ଜେରା କରିବ କ୍ରାଇମବ୍ରାଂଚ

ସାଲେପୁର : ଓଡିଶାରେ ଅଲକାଏଦା ଆତଙ୍କବାଦୀ ଅବଦୁର ରେହମାନ୍ । ରେହମାନକୁ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଂଚର ଏସଟିଏଫ୍ । ତିହାର ଜେଲରୁ କଡା ସୁରକ୍ଷା ଭିତରେ ରେହମାନଙ୍କୁ ଓଡିଶା ଅଣାଯାଇଛି । ଆଜି ତାଙ୍କୁ ସାଲେପୁର କୋର୍ଟରେ ହାଜର କରିବ ଏସଟିଏଫ । ଏହାପରେ ତାକୁ ରିମାଣ୍ଡରେ ନେଇ ଓଡିଶାର…
Read More...

ଶ୍ରୀଜିଉ ଅଣସର ଘରେ : ଭକ୍ତଙ୍କ ଭିଡ ଅଲାରନାଥ ପୀଠରେ

ବ୍ରହ୍ମଗିରି : ଶ୍ରୀମନ୍ଦିରରେ ପଟିଦିଅଁ ଦର୍ଶନ ଦେଉଥିବା ବେଳେ ଅଣସର ସମୟରେ ସମସ୍ତଙ୍କ ଧ୍ୟାନ ଥାଏ ଅଲାରନାଥଙ୍କ ପାଖରେ । ସ୍ନାନ ପୂର୍ଣ୍ଣିମା ପରେ ଭକ୍ତଙ୍କ ଭିଡ ଜମୁଛି ବ୍ରହ୍ମଗିରି ନିକଟସ୍ଥ ଅଲାରନାଥ ପୀଠରେ । ଶ୍ରୀଜିଉଙ୍କ ଅଣସର ଦର୍ଶନ ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି । ବ୍ୟାରିକେଡ ଦେଇ…
Read More...

ଦେବ ସ୍ନାନ ପରେ ଜ୍ୱରରେ ଠାକୁର : ଶ୍ରୀମନ୍ଦିରରେ ଏବେ ପଟିଦିଅଁଙ୍କୁ ଦେଖୁଛନ୍ତି ଭକ୍ତ

ପୁରୀ ବ୍ୟୁରୋ ,କନକ ନ୍ୟୁଜ୍ : ଏଣିକି ଆଉ ରତ୍ନବେଦୀରେ ଦେଖାଦେବେ ନାହିଁ ଶ୍ରୀଜିଉ । ଗତକାଲି ସ୍ନାନଯାତ୍ରାରେ ଅଧିକ ଗାଧୋଇବା ପରେ ତିନିଠାକୁରଙ୍କୁ ଜ୍ୱର । ଏଭଳି ମାନବୀୟ ଲୀଳା ପ୍ରଦର୍ଶନ କରୁଛନ୍ତି ଶ୍ରୀଜଗନ୍ନାଥ । ଆଜିଠାରୁ ଅଣସର ଗୁପ୍ତ ସେବା ଆରମ୍ଭ ହୋଇଛି । ଶ୍ରୀଜିଉଙ୍କ ସ୍ଥାନରେ…
Read More...

ଏୟାର ଓଡିଶା ବନ୍ଦ କରିବାକୁ ଷଡଯନ୍ତ୍ର ହୋଇଛି : ସନ୍ତୋଷ ପାଣି

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : କାହିଁକି ବନ୍ଦ ହେଲା ଏୟାର ଓଡିଶା । ରାଜ୍ୟ ମଧ୍ୟରେ ପ୍ରଥମ ବିମାନ ସେବା ବନ୍ଦ ହେବା ପଛର କାରଣ କଣ । ବେଲ୍ ପାଇ ଜେଲରୁ ଆସିବା ପରେ ମୁହଁ ଖୋଲିଛନ୍ତି କମ୍ପାନୀର ନିର୍ଦେଶକ ସନ୍ତୋଷ ପାଣି । କହିଛନ୍ତି, ବନ୍ଦ ପଛରେ ଷଡଯନ୍ତ୍ର ହୋଇଛି । ଏବଂ ଏହା ପଛରେ…
Read More...