Browsing Category

ନ୍ୟୁଜ୍

ଖୋଲିବ ଅଲକାଏଦା ଆତଙ୍କବାଦୀର ଗୁମର : ଆଜି ଦ୍ୱିତୀୟ ଦିନରେ ଅବଦୁର ରେହହେମାନକୁ ଜେରା କରିବ କ୍ରାଇମବ୍ରାଂଚ୍

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଆଜି ଦ୍ୱିତୀୟ ଦିନରେ ଅଲକାଏଦା ଆତଙ୍କବାଦୀ ଅବଦୁର ରେହହେମାନକୁ ଜେରା କରିବ କ୍ରାଇମବ୍ରାଂଚ୍ । ଅବଦୁର ରେହହେମାନକୁ ୧୦ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟ ଅନୁମତି ଦେଇଥିବା ବେଳେ ଗତକାଲି ଜେରା ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା କ୍ରାଇମବ୍ରାଂଚ୍…
Read More...

ଅଣସର ଘରେ ଶ୍ରୀଜିଉ : ଅଲାରନାଥ ପୀଠରେ ଲାଗୁଛି ଶ୍ରଦ୍ଧାଳୁଙ୍କ ଭିଡ

aâjàMòeò : ଶ୍ରୀଜିଉ ଅଣସର  ଘରକୁ ଯିବା ପରେ ଚଳଚଂଚଳ ହୋଇପଡ଼ିଛି ପ୍ରଭୁ ଅଲାରନାଥଙ୍କ ପୀଠ । ସକାଳୁ ସକାଳୁ ଠାକୁରଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଲାଗୁଛି । ଅଲାରନାଥ ପୀଠରେ ଭୋର ୪ଟାରୁ ଦ୍ୱାରଫିଟା ନୀତି ପରେ ଭୋର ୫ଟାରୁ ଭକ୍ତଙ୍କ ଦର୍ଶନ ଆରମ୍ଭ ହୋଉଛି । ଏପଟେ ଅତ୍ୟଧିକ ସ୍ନାନ…
Read More...

ଚାନ୍ଦିପୁରରେ କ୍ଷେପଣାସ୍ତ୍ର ଘାଟି ପିଏକ୍ସଇରେ ବୁଲୁଥିବାବେଳେ ୧୧ ସନ୍ଦିଗ୍ଧ ଅଟକ

aûùfgße : ଚାନ୍ଦିପୁରରେ ୧୧ ସନ୍ଦିଗ୍ଧ ଅଟକ । ଚାନ୍ଦିପୁରର କ୍ଷେପଣାସ୍ତ୍ର ଘାଟିରେ ବେଆଇନ ଭାବେ ପ୍ରବେଶ କରିଥିବା ୧୧ ଜଣଙ୍କୁ କାବୁ କରିଥିଲା ପୁଲିସ । ଆଇଟିଆର ପରିସରରେ ଥିବା ପିଏକ୍ସଇ ନିକଟରେ ବୁଲାବୁଲି କରୁଥିବାବେଳେ ଏମାନଙ୍କୁ ଠାବ କରାଯାଇଥିଲା । ପରେ ପୁଲିସ ଅଟକ ରଖି ପଚରାଉଚରା…
Read More...

ରିଟ୍ୱିଟ୍ କରି ସୁଦର୍ଶନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

କନକ ବ୍ୟୁରୋ : ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ବିଶ୍ୱ ଯୋଗ ଦିବସ ଅବସରରେ ପୁରୀରେ ସୁଦର୍ଶନଙ୍କ ତିଆରି ବାଲୁକା କଳାର ପ୍ରଶଂସା କରିବା ସହ ରିଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ  ।
Read More...

ଯୋଗନୀତିରେ ରାଜନୀତି ପୁରାଇଲା ବିଜେଡି

କନକ ବ୍ୟୁରୋ : ମୋଦିଙ୍କ ଯୋଗକୁ ନବୀନଙ୍କ ନା । ଠିକ ବର୍ଷକ ତଳେ ପ୍ରଥମ ଯୋଗ ଦିବସରେ ସାମିଲ ହୋଇଥିଲେ ନବୀନଙ୍କ କ୍ୟାବିନେଟର ଚାରି ସହଯୋଗୀ । ପ୍ରଥମ ଅନ୍ତର୍ଜାତୀୟ ଯୋଗ ଦିବସକୁ ଥିଲା ନବୀନଙ୍କ ଗ୍ରୀନ ସିଗନାଲ । ହେଲେ ବର୍ଷକ ଭିତରେ ବଦଳିଗଲା ଆଭିମୁଖ୍ୟ । ପ୍ରସଙ୍ଗରେ ପଶିଗଲା ରାଜନୀତି ।…
Read More...

ବାଲେଶ୍ୱର ଓ ଭଦ୍ରକ ପରେ ପୁରୀରେ ବିଶ୍ୱାସର ଲମ୍ବା ଲାଇନ୍

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଚିଟଫଣ୍ଡ ଟଙ୍କା ଫେରି ପାଇବା ଦାବିରେ ସାରା ରାଜ୍ୟରେ ଚାଲିଛି ଆନ୍ଦୋଳନ । ଏହାରି ଭିତରେ ଜମାଟଙ୍କା ଫେରାଇ ଦେବା ପ୍ରତିଶୃତି ଦେଇ ଜମାକରୀଙ୍କଠାରୁ ଆହ୍ୱାନ କରାଯାଉଛି ଦରଖାସ୍ତ । ଆଉ ଜମାପୁଞ୍ଜି ଫେରି ଆଶାରେ ସମସ୍ତ ପ୍ରମାଣପତ୍ର ଧରି ପ୍ରଶାସନ ପାଖକୁ ଧାଇଁ…
Read More...

ଜାଲ୍ ମାଷ୍ଟର ମୋତିଲାଲ୍ : ଅଭିଯୋଗର ସତ୍ୟତା ନେଇ ସ୍ପଷ୍ଟ କଲେ ବିଭାଗୀୟ ଅଧିକାରୀ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଫ୍ୟାକଟ୍ରିଜ୍ ଆଣ୍ଡ ବ୍ରଏଲର୍ସର ନିଲମ୍ବିତ ସହକାରୀ ନିର୍ଦେଶକ ଡାକ୍ତର ମୋତିଲାଲ ଗୌଡଙ୍କ ବିରୋଧରେ ଅଭିଯୋଗ ସ୍ପଷ୍ଟ କଲେ ବିଭାଗୀୟ ନିର୍ଦେଶକ । ମିଥ୍ୟ ଦସ୍ତଖତ ଜରିଆରେ ପାଂଚଟି କ୍ଲିନିକକୁ ମୋତିଲାଲ ଲକ୍ଷାଧିକ ଟଙ୍କାର ଟେଣ୍ଡର ଅନୁକମ୍ପା ଦେଖାଇଥିବା…
Read More...

ଜୋର ଧରିଲା ଉଜ୍ୱଳା ରାଜନୀତି

ସମ୍ବଲପୁର : ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ଶୁଭାରମ୍ଭ ହେବା ପରଠୁ ଜୋର ଧରିଛି ରାଜନୀତି । ଏବେ ବିଜେଡି ଓ ବିଜେପି ମଧ୍ୟରେ ଚାଲିଛି ଆରୋପ ପ୍ରତ୍ୟାରୋପ । ସ୍ଥାନୀୟ ବିଧାୟୀକାଙ୍କୁ ସଭାକୁ ଡାକି ନଥିବାରୁ ବିଜେପିର ନୈତିକତା ଉପରେ ପ୍ରଶ୍ନ ଉଠାଇଛି ବିଜେଡି । ସେପଟେ ବିଜେଡିକୁ…
Read More...

ସ୍ନାନ ମଣ୍ଡପରେ ଶ୍ରୀଜିଉଙ୍କୁ ସ୍ପର୍ଶ ପାଇଁ ସରକାର ଓ ପ୍ରଶାସନ ଦାୟୀ : ଶଙ୍କରାଚାର୍ଯ୍ୟ

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ସବୁ ନିୟମ, ବାରଣ ଓ ପ୍ରଶାସନର ତାଗିତକୁ ବେଖାତିର କରି ସ୍ନାନ ମଣ୍ଡପରେ ଜଗାଙ୍କୁ ସ୍ପର୍ଶକଲେ ଜନତା । ଗତକାଲି ସ୍ନାନ ଯାତ୍ରାରେ କିଛି ଏଭଳି ଦୃଶ୍ୟ ସାମ୍ନାକୁ ଆସିବା ପରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । କେଉଁ ପରିସ୍ଥିତିରେ ପ୍ରଶାସନର କଟକଣା ଶୂନ୍ୟରେ…
Read More...

କଣ୍ଟାବାଞ୍ଜିରେ ଆମ୍ବୁଲାନ୍ସ ସେବା ପାଇଁ ଡ୍ରାଇଭର ଟଙ୍କା ମାଗିବା ଅଭିଯୋଗ

ବଲାଙ୍ଗିର : ରୋଗୀଙ୍କ ସୁବିଧା ପାଇଁ ସରକାର ବିନା ମୂଲ୍ୟରେ ଯୋଗାଉଛନ୍ତି ୧୦୮ ଆମ୍ବୁଲାନ୍ସ ସେବା । ହେଲେ ଆମ୍ବୁଲାନ୍ସ ଡ୍ରାଇଭର ରୋଗୀଙ୍କୁ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି । ବଲାଙ୍ଗିର କଣ୍ଟାବାଞ୍ଜି ଡାକ୍ତରଖାନା ଆମ୍ବୁଲାନ୍ସ ଡ୍ରାଇଭର ରୋଗୀଙ୍କ ଠାରୁ ୧୦୦୦ ଟଙ୍କା ଲାଞ୍ଚ ମାଗିଥିବା…
Read More...