Browsing Category

ନ୍ୟୁଜ୍

ବିଦ୍ୟୁତ ଉପଭୋକ୍ତାଙ୍କ ଜଘନ୍ୟକାଣ୍ଡ । ବକେୟା ବିଲ ନଦେଇ ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ମାଡ଼ ମାରିବା ସହ ପୋଷା କୁକୁର…

କନକ ବ୍ୟୁରୋ : ବିଦ୍ୟୁତ ଉପଭୋକ୍ତାଙ୍କ ଜଘନ୍ୟ କାଣ୍ଡ । ଉତରପ୍ରଦେଶ ବୁଲନ୍ଦ ସହରରୁ ଆସିଛି ଚକିତ କରିବା ଭଳି ଘଟଣା । ବକେୟା ବିଜୁଳି ବିଲ ମାଗିବାକୁ ଆସିଥିବା ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ କୁକୁର ଦ୍ୱାରା ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । କର୍ମଚାରୀମାନଙ୍କୁ ଗୋଡାଇ ଗୋଡାଇ…
Read More...

ମଧ୍ୟପ୍ରଦେଶରେ ଅଭାବନୀୟ ଘଟଣା । ବିଜେପିକୁ ଭୋଟ ଦେବାରୁ ଭାଉଜଙ୍କୁ ଦିଅର ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ

କନକ ବ୍ୟୁରୋ : ମଧ୍ୟପ୍ରଦେଶରୁ ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଖବର । ବିଜେପିକୁ ଭୋଟ ଦେବାରୁ ଭାଉଜଙ୍କୁ ନିଧୁର୍ମ ପିଟିଲା ଦିଅର । ସେହୋର ସହର ଘଟିଛି ନିର୍ମମ ହତ୍ୟା କାଣ୍ଡ । ଜଣେ ମୁସଲମାନ ସମ୍ପ୍ରଦାୟର ମହିଳା ବିଜେପିକୁ ଭୋଟ ଦେଇଥିଲେ । ଯେଉଁଥିରେ ଉ୍ତକ୍ଷିପ୍ତ ହୋଇ ଦିଅର ମାଡ଼ ମାରିଥିଲେ…
Read More...

ଲୋକସଭାରୁ ବହିଷ୍କାର ପରେ କ’ଣ କରିବେ ମହୁଆ ମୋଇତ୍ରା । ଏଥିକ୍ସ କମିଟି ନିଷ୍ପତିକୁ ବିରୋଧ ପାଇଁ ମହୁଆଙ୍କ ପାଖରେ ରହିଛି…

କନକ ବ୍ୟୁରୋ : ଲୋକସଭାରୁ ବହିଷ୍କୃତ ହେବା ପରେ ଚର୍ଚ୍ଚାରେ ଟିଏମସି ସାଂସଦ ମହୁଆ ମୋଇତ୍ରା । ପ୍ରଶ୍ନ ପାଇଁ ଲାଂଚ ମାମଲାରେ ତାଙ୍କୁ ବହିଷ୍କାର କରାଯିବା ଘଟଣା ଜାତୀୟ ରାଜନୀତିରେ ବର୍ତମାନର ସବୁଠୁ ଅଧିକ ଚର୍ଚ୍ଚିତ ବିଷୟ ପାଲଟିଛି । ଆରୋପପ୍ରତ୍ୟାରୋପ ଚାଲିଛି । ଏହା ଭିତରେ ସମସ୍ତଙ୍କ ନଜର…
Read More...

ଚର୍ଚ୍ଚା ବଢ଼ାଇଲା ଅମିତ୍ ଶାହଙ୍କ ଇନଷ୍ଟାଗ୍ରାମ୍ ପୋଷ୍ଟ । ୨ ନାତୁଣୀଙ୍କ ସହ ଚେସ୍ ଖେଳୁଥିବାର ଛାଡ଼ିଲେ ଫଟୋ

କନକ ବ୍ୟୁରୋ : ଚର୍ଚ୍ଚା ବଢ଼ାଇଲା ଅମିତ ଶାହାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ଫଟୋ ପୋଷ୍ଟ କରିଛନ୍ତି । ଇନଷ୍ଟାଗ୍ରାମରେ ଛାଡ଼ିଥିବା ଏହି ଫୋଟୋରେ ଶାହ ତାଙ୍କ ଦୁଇ ନାତୁଣିଙ୍କ ସହ ଚେସ୍ ଖେଳୁଛନ୍ତି । ଗୃହମନ୍ତ୍ରୀ ଅମିତ ଶାହଙ୍କୁ ରାଜନୀତିର ଚାଣକ୍ୟ ବୋଲି…
Read More...

୩ରାଜ୍ୟର କିଏ ଧରିବେ ମଙ୍ଗ, ଖୋଜ ସହ ମାନସମନ୍ଥନ କରୁଛି ବିଜେପ । ମୁଖ୍ୟମନ୍ତ୍ରୀ ଚେହେରା ଖୋଜୁଛନ୍ତିି ପର୍ଯ୍ୟବେକ୍ଷକ

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ଚେହେରା ଭିତରେ ଜାରି ରହିଛି ବିଜେପିର ମାନସମନ୍ଥନ । ରାଜସ୍ଥାନ ପାଇଁ ସବୁଠୁ ଅଧିକ କସରତ କରୁଛି ଦଳ । ସେପଟେ ଚର୍ଚ୍ଚା ସାଉଁଟିଛି ମୁଖ୍ୟମନ୍ତ୍ରୀ ରେସର ଅନ୍ୟତମ ପ୍ରମୁଖ ଦାବିଦାର ବାବା ବାଲକନାଥଙ୍କ ସୋସିଆଲ ମିଡିଆ ପୋଷ୍ଟ । ସୋସିଆଲ ମିଡିଆରେ ପ୍ରଚାର ହେଉଥିବା…
Read More...

କଳାଟଙ୍କାକୁ ନେଇ ସାରା ଦେଶରେ ଆନ୍ଦୋଳନ । ଚଢ଼ାଉକୁ ନେଇ ତେଜୁଛି ରାଜନୀତି

କନକ ବ୍ୟୁରୋ : କଂଗ୍ରେସର ପୂର୍ବତନ ସାଂସଦ ତଥା ମଦ ବ୍ୟବସାୟୀ ଧିରଜ ସାହୁଙ୍କ ବିଭିନ୍ନ ଠିକଣା ଉପରେ ଆୟକର ବିଭାଗ ଛଢାଉରେ ବର୍ତମାନ ସୁଦ୍ଧା ପାଖାପାଖି ୩୦୦ କୋଟି ନଗଦ ଟଙ୍କା ଜବତ ହୋଇ ସାରିଲାଣି । ଏତେ ମାତ୍ରାରେ କଳାଧନକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ଶହ ଶହ କୋଟି ଟଙ୍କାରେ…
Read More...

ଆନ୍ଧ୍ରପ୍ରଦେଶରୁ ଚୋରି, ଭୁବନେଶ୍ୱରରେ ଠାବ । ପୋଲିସ ଫେରାଇଲା ଚୋରି ବାଇକ

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶ ଶ୍ରିକାକୁଲମ ନିବାସୀ ତୁଲସିଦାସଙ୍କ ବୁଲେଟ ତାଙ୍କ ଇଚ୍ଛାପୁରମ ଅଫିସ ନିକଟରୁ ଗତ ମାସ ଚୋରି ହୋଇଥିଲା । ରାତିରେ ନାଇଟ ଡ୍ୟୁଟି କରୁଥିବା ସମୟରେ ଚୋର ତାଙ୍କ ବୁଲେଟର ହ୍ୟାଣ୍ଡେଲ ଲକ ଭାଙ୍ଗି ବୁଲେଟଟିକୁ ନେଇ ଫେରାର ହୋଇଯାଇଥିଲେ ଦୁର୍ବୃତ । ସେ ଏନେଇ…
Read More...

ରେଳବାଇର ଅଜବ ନୀତି । ଦୂରତା ସମାନ, ହେଲେ ଭଡ଼ା ଭିନ୍ନ

କନକ ବ୍ୟୁରୋ : ପାସେଞ୍ଜର ଟ୍ରେନରେ ସବୁଦିନ ହଜାର ହଜାର ଲୋକ ଯାତ୍ରା କରିବା ଭଳି ଏହି ଦୁଇ ଷ୍ଟେସନ ମଧ୍ୟରେ ମଧ୍ୟ ଯାତ୍ରୀଙ୍କ ଯିବା ଆସିବା ଚାଲେ । ଏମିତିକି ବାଲେଶ୍ୱରର ଲୋକ ସବୁଦିନ ଭଦ୍ରକ ଆସି ଚାକିରିରେ ଯୋଗଦେଇ ଫେରିଯାଆନ୍ତି । ସେମିତି ଭଦ୍ରକରୁ ଯାତ୍ରୀ ପ୍ରତିଦିନ ବାଲେଶ୍ୱର ଯାଆନ୍ତି…
Read More...

ରାସ୍ତାଖୋଳି ଲୋକଙ୍କୁ ମରଣଯନ୍ତାରେ ପକାଉଛି ୱାଟକୋ । ଗାତରେ ପଡି ମହିଳା ଗୁରୁତର

କନକ ବ୍ୟୁରୋ : ଯାହା ଆଶଙ୍କା କରାଯାଉଥିଲା ତାହା ହିଁ ହୋଇଛି । ସ୍ୱେରେଜ୍ ଲାଇନ ପାଇଁ ୱାଟକୋ ଖୋଳିଥିବା ୧୫ଫୁଟ ଗଭୀର ଗାତରେ ଖସି ପଡିଛନ୍ତି ମହିଳା । ସ୍କୁଟି ଭାଂଗି ଯାଇଥିଲେ ବି ସୌଭାଗ୍ୟ ବସତଃ ମହିଳାଙ୍କ ମୁଣ୍ଡରେ ହେଲମେଟ ଥିବାରୁ ତାଙ୍କ ଜୀବନ ବଂଚିଯାଇଛି । ସବୁଦିନ ଭଳି ପିଲାକୁ…
Read More...

ଏନସିଆରବି ରିପୋର୍ଟରେ ସାଂଘାତିକ ତଥ୍ୟ । ୩୪ ହଜାରରୁ ଅଧିକ ଶିଶୁ ଓ ମହିଳାଙ୍କ ମିଳୁନି ପତ୍ତା

କନକ ବ୍ୟୁରୋ : ଅପରାଧ, ଦୁର୍ନୀତି ଓ ଆଇନ ଶୃଙ୍ଖଳାର ସ୍ଥିତି ନେଇ ପ୍ରକାଶ ପାଇଛି ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ୨୦୨୨ର ରିପୋର୍ଟ । ଏଥିରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ତାହା ବେଶ ଚିନ୍ତାଜନକ । କାରଣ ଦେଶରେ ମହିଳା ଓ ଶିଶୁଙ୍କ ନିଖୋଜ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରଶ୍ନ ଉଠୁଛି,…
Read More...