Browsing Category

ନ୍ୟୁଜ୍

ଆଜି ଘୋଷଣା ହେବ ଜିଲ୍ଲା ପରିଷଦ ନିର୍ବାଚନ ଫଳାଫଳ ! ସମସ୍ତ ବ୍ଲକ୍ କାର୍ଯ୍ୟାଳୟରେ ବ୍ୟାପକ ବନ୍ଦୋବସ୍ତ

କନକ ବ୍ୟୁରୋ : ଆଜି ଆନୁଷ୍ଠାନିକ ଭାବେ ଘୋଷଣା ହେବ ଜିଲ୍ଲା ପରିଷଦ ନିର୍ବାଚନ ଫଳାଫଳ । ଏଥିପାଇଁ ସମସ୍ତ ବ୍ଲକ୍ କାର୍ଯ୍ୟାଳୟରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ବିଡିଓଙ୍କ ଉପସ୍ଥିତିରେ ବିଭିନ୍ନ ବୁଥରୁ ବିଭିନ୍ନ ଦଳକୁ ମିଳିଥିବା ଭୋଟକୁ ମିଶାଇ ବିଜୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ ।…
Read More...

ରିଅଲ ଇଷ୍ଟେଟ୍ କ୍ଷେତ୍ରକୁ ନିୟନ୍ତ୍ରଣ କରିବା ପାଇଁ ଓଡ଼ିଶା ସରକାର ପ୍ରସ୍ତୁତ କଲେ ନିୟମାବଳୀ

କନକ ବ୍ୟୁରୋ : ବିଲଡରଙ୍କଠାରୁ ଘର ଓ ଜମି କିଣୁଥିବା ଗ୍ରାହକଙ୍କ ପାଇଁ କଠୋର ହେବାକୁ ଯାଉଛି ନିୟମ । ବିଲ୍ଡର ଗ୍ରାହକଙ୍କୁ ଘର ହସ୍ତାନ୍ତର କରିବାରେ ବିଳମ୍ବ ହେଲେ ବ୍ୟାଙ୍କ୍ ସୁଧ ସହ ଜୋରିମାନା ବି ଦେବେ । ପ୍ଲାନ୍ ମୁତାବକ କାମ ନକଲେ ବି ଜୋରିମାନା । ରିଅଲ ଇଷ୍ଟେଟ୍ କ୍ଷେତ୍ରକୁ ନିୟନ୍ତ୍ରଣ…
Read More...

ଛୁରୀ ମୁନରେ ମହିଳାଙ୍କୁ ବଳାତ୍କାର କଲେ ବିଜେପି ନେତା ! ପଂଚାୟତରେ ସ୍ୱାମୀ ପ୍ରାର୍ଥୀ ହେବାରୁ ପତ୍ନୀଙ୍କୁ ଟାର୍ଗେଟ

କନକ ବ୍ୟୁରୋ : ନେତାଙ୍କ ଅମାନବୀୟ କାଣ୍ଡ । ସୁନ୍ଦରଗଡ ଲହୁଣିପଡାର ଜଣେ ଧୋବଧବଳିଆ ବିଜେପି ନେତାଙ୍କ ଚରିତ୍ରରେ ଲାଗିଛି କଳଙ୍କର ଦାଗ । ସୁନ୍ଦରଗଡ ବରସୁଆଁର ଜଣେ ମହିଳାଙ୍କୁ ଧର୍ଷଣ କରିଛନ୍ତି ସ୍ଥାନୀୟ ନେତା । ଛୁରି ମୁନରେ ଜୋରଜବରଦସ୍ତ ଆଙ୍ଗନୱାଡି କର୍ମୀଙ୍କୁ ବଳାତ୍କାର କରିଛନ୍ତି ନେତା…
Read More...

ମହାଶିବରାତ୍ରୀରେ ମହାମୂର୍ତୀର ଲୋକାର୍ପିତ : ୧୧୨ଫୁଟ ଉଚ୍ଚର ଶିବ ମୂର୍ତୀକୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

କନକ ବ୍ୟୁରୋ : ମହାଶିବରାତ୍ରୀରେ ମହାମୂର୍ତୀର ଲୋକାର୍ପିତ । ୧୧୨ଫୁଟ ଉଚ୍ଚର ବିଶାଳକାୟ ଶିବ ମୂର୍ତୀକୁ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋଏମ୍ବାଟୁର ନିକଟରେ ସ୍ଥାପନ ହୋଇଥିବା ଏହି ପ୍ରତିମାର ଲୋକାର୍ପଣ କରିଛନ୍ତି ମୋଦି । ଏହି ପ୍ରତିମା ନିର୍ମାଣ ପାଇଁ ଦୀର୍ଘ ୮…
Read More...

ପଂଚାୟତ ନିର୍ବାଚନ ଫଳାଫଳ ପୂର୍ବରୁ ଦିଲ୍ଲୀରେ ଜମିଲା ବିଜେପି ରାଜନୀତି : ଧର୍ମେନ୍ଦ୍ର କହିଲେ, ୩୦୭ ଆସନରେ ଆମେ ବିଜୟୀ

କନକ ବ୍ୟୁରୋ : ଔପଚାରିକ ଭାବେ ଜିଲ୍ଲାପରିଷଦ ନିର୍ବାଚନର ଫଳାଫଳ ଆସିବାର ଦିନକ ପୂର୍ବରୁ ଦିଲ୍ଲୀରେ ବିଜେପି କରିଛି ପ୍ରେସମିଟ୍ । ଏହି ପ୍ରେସମିଟରେ ବିଜେପି କେତେ ଜିଲ୍ଲା ପରିଷଦ ଗଠନ କରିବ ଆଉ କେତେ ଆସନ ଅକ୍ତିଆର କରିଛି ତାର ତଥ୍ୟ ରଖାଯାଇଛି । ପ୍ରେସମିଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…
Read More...

ଦୁଇ ମାସ ପରେ ବି ଟାୟାର ଲଗା ହାତୀର ପତ୍ତା ପାଉନି ବନବିଭାଗ ! ସେଲିବ୍ରିଟିଙ୍କ ଚିନ୍ତା ହେଲେ ନିଦରେ ଅଧିକାରୀ

କନକ ବ୍ୟୁରୋ : ଅଭୟଳରଣ୍ୟରେ ଅସୁରକ୍ଷିତ ହୋଇ ପଡିଛନ୍ତି ଗଜରାଜ । ୭୨ ଦିନପରେ ବି ଆହତ ହାତୀର ଗୋଡରୁ ଟାୟାର ବାହାରି ନାହିଁ । ଗତ ଡିସେମ୍ବର ମାସରେ ଆଠଗଡ ବନାଂଚଳରେ ଏକ ଦନ୍ତା ଗୋଡରେ ଟାୟାର ପଶିଯାଇଥିଲା । ଆଉ ସେବେଠାରୁ ଯନ୍ତ୍ରଣାରେ ଛଟପଟ ହେଉଛି ହାତୀଟି । ଆଉ ମହାନଦୀ ଅତିକ୍ରମ କରି…
Read More...

ଧର୍ମେନ୍ଦ୍ରଙ୍କ ଆଇଓସିଏଲକୁ ଭାଟ୍ ଛାଡ କରିବାକୁ ମନା କଲେ ନବୀନ ! ରାଜ୍ୟ ସ୍ୱାର୍ଥ ପାଇଁ ନିଷ୍ପତିକୁ ଠିକ କହିଲେ ସରକାର

କନକ ବ୍ୟୁରୋ : ପାରାଦ୍ୱୀପ ତୈଳ ବିଶୋଧନାଗାରକୁ ମିଳିବନି ଓଡିଶାର ସହାୟତା । ରାଜ୍ୟ ସରକାର ଏହି ସଂସ୍ଥାକୁ ଘୋଷଣା କରିଥିବା ସୁଧମୁକ୍ତ ରୁଣ ଓ ଭାଟ ଛାଡ ସୁବିଧାକୁ ପ୍ରତ୍ୟାହାର କରିନେଇଛନ୍ତି । ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଗ୍ରହଣ କରିନେଇଛି । ରାଷ୍ଟ୍ରୀୟ ଉଦ୍ୟୋଗ ଇଂଡିୟାନ ଅଏଲ୍ …
Read More...

କଟକରେ କାୟା ବିସ୍ତାର କରୁଛି ଜଣ୍ଡିସ ! ଆକ୍ରାନ୍ତ ଅଂଚଳ ବୁଲି ଦେଖିଲେ ଜିଲ୍ଲାପାଳ

କନକ ବ୍ୟୁରୋ : କଟକରେ କାୟା ବିସ୍ତାର କରୁଛି ଜଣ୍ଡିସ । ତୁଳସୀପୁର ଅଂଚଳରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୭୬ରେ ପହଚିଂଛି । ଜଣକର ମୃତ୍ୟୁ ହୋଇଥିବା ମଧ୍ୟ ଜଣାପଡିଛି । ଆଜି ବିଧାୟକ ଓ ଜିଲ୍ଲାପାଳ ଜଣ୍ଡିସ ଆକ୍ରାନ୍ତଙ୍କୁ ବୁଲି ଦେଖିଛନ୍ତି । ଏସସିବି ଓ ସିଟି ହସ୍ପିଟାଲରେ ଆକ୍ରାନ୍ତଙ୍କ…
Read More...

ଉତ୍ତରପ୍ରଦେଶରେ ନିର୍ବାଚନ ପ୍ରଚାର ବେଳେ ଓଡିଶାର ଉଦାହରଣ ନେଲେ ପ୍ରଧାନମନ୍ତ୍ରୀ ମୋଦି

କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ନିର୍ବାଚନ ପ୍ରଚାର ଅବସରରେ ଓଡିଶାର ଉଦାହରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦେଶରେ ସବୁଠାରୁ ଅଧିକ ଗରିବ ଓଡିଶାରେ ଅଛନ୍ତି ବୋଲି ସେ କହିଛନ୍ତି । ତେବେ ଗତ ପଂଚାୟତ ନିର୍ବାଚନରେ ଓଡିଶାବାସୀ ବିଜେପି ଉପରେ ଆସ୍ଥା ପ୍ରକଟ କରି ବିପୁଳ ସମର୍ଥନ ଦେଇଛନ୍ତି ।…
Read More...

ଜୟପୁର : ଗୁପ୍ତେଶ୍ୱର ଦର୍ଶନ ସାରି ଫେରିବା ବାଟରେ ଜୟପୁର ଘୋଡାଘାଟିରେ ଓଲଟିଲା ବସ, ଦୁର୍ଘଟଣାରେ ୨ ମୃତ ଓ ୧୦ ଗୁରୁତର

କନକ ବ୍ୟୁରୋ : ଜାଗରରେ ଅଘଟଣ । ଗୁପ୍ତେଶ୍ୱର ଦର୍ଶନ ସାରି ଫେରିବା ବେଳେ ଓଲଟିଲା ବସ । ଜୟପୁର ଘୋଡାଘାଟିରେ ବସ ଓଲଟି ପଡି ୨ ଜଣଙ୍କ ମୃତ୍ୟୁ ହୋଇଛି । ୧୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ବୈପାରୀଗୁଡା ମେଡିକାଲରେ ଭର୍ତ୍ତି କରାଯାଇଛି । ଜାଗରରେ ଗୁପ୍ତେଶ୍ୱରଙ୍କ ଦର୍ଶନ ପାଇଁ ମାଲକାନଗିରି…
Read More...