ଜୟପୁର : ଗୁପ୍ତେଶ୍ୱର ଦର୍ଶନ ସାରି ଫେରିବା ବାଟରେ ଜୟପୁର ଘୋଡାଘାଟିରେ ଓଲଟିଲା ବସ, ଦୁର୍ଘଟଣାରେ ୨ ମୃତ ଓ ୧୦ ଗୁରୁତର

33

କନକ ବ୍ୟୁରୋ : ଜାଗରରେ ଅଘଟଣ । ଗୁପ୍ତେଶ୍ୱର ଦର୍ଶନ ସାରି ଫେରିବା ବେଳେ ଓଲଟିଲା ବସ । ଜୟପୁର ଘୋଡାଘାଟିରେ ବସ ଓଲଟି ପଡି ୨ ଜଣଙ୍କ ମୃତ୍ୟୁ ହୋଇଛି । ୧୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ବୈପାରୀଗୁଡା ମେଡିକାଲରେ ଭର୍ତ୍ତି କରାଯାଇଛି । ଜାଗରରେ ଗୁପ୍ତେଶ୍ୱରଙ୍କ ଦର୍ଶନ ପାଇଁ ମାଲକାନଗିରି ପପୁଲୁର ଯାଇଥିଲେ ଯାତ୍ରୀ ।