କନକ ବ୍ୟୁରୋ : କଟକରେ କାୟା ବିସ୍ତାର କରୁଛି ଜଣ୍ଡିସ । ତୁଳସୀପୁର ଅଂଚଳରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୭୬ରେ ପହଚିଂଛି । ଜଣକର ମୃତ୍ୟୁ ହୋଇଥିବା ମଧ୍ୟ ଜଣାପଡିଛି । ଆଜି ବିଧାୟକ ଓ ଜିଲ୍ଲାପାଳ ଜଣ୍ଡିସ ଆକ୍ରାନ୍ତଙ୍କୁ ବୁଲି ଦେଖିଛନ୍ତି । ଏସସିବି ଓ ସିଟି ହସ୍ପିଟାଲରେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ତା କରାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ ।
କଟକରେ କାୟା ବିସ୍ତାର କରୁଛି ଜଣ୍ଡିସ ! ଆକ୍ରାନ୍ତ ଅଂଚଳ ବୁଲି ଦେଖିଲେ ଜିଲ୍ଲାପାଳ
/kanak/media/post_attachments/wp-content/uploads/2017/02/vlcsnap-2017-02-24-17h14m19s907.png)