Browsing Category

ନ୍ୟୁଜ୍

ଭାରତର ବିରାଟ ପରାଜୟ ! ପୁଣେ ଟେଷ୍ଟରେ ଅଷ୍ଟ୍ରେଲିଆଠୁ ୩୩୩ ରନରେ ହାରିଲା ଟିମ୍ ଇଣ୍ଡିଆ

କନକ ବ୍ୟୁରୋ : ଘରୋଇ ମାଟିରେ ଟିମ୍ ଇଣ୍ଡିଆର ଦୟନୀୟ ପ୍ରଦର୍ଶନ । ୧୩ ବର୍ଷ ପରେ ଘରୋଇ ମାଟିରେ ଅଷ୍ଟ୍ରେଲିଆ ଠାରୁ ଟେଷ୍ଟ ହାରିଛି ଭାରତ । ପୁଣେ ଟେଷ୍ଟକୁ ୩୩୩ ରନରେ ଜିତି ନେଇଛି କଂଗାରୁ ଦଳ । ଆଉ ନିଜ ମାଟିରେ ବେଶ୍ ଶକ୍ତିଶାଳୀ ବୋଲାଉଥିବା ଟିମ୍ ଇଣ୍ଡିଆକୁ ମାତ୍ ଦେଇଛି ଅଷ୍ଟ୍ରେଲଆ ।…
Read More...

ବିଜେପିର ବିଜୟ ଉତ୍ସବ ! ପଂଚାୟତ ପରୀକ୍ଷା ୨୦୧୭ରେ ଶଙ୍ଖକୁ ଟକ୍କର ଦେଲା ପଦ୍ମ

କନକ ବ୍ୟୁରୋ : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ବିଜେପି ପାଇଁ ମହାଭାରତର ବିରାଟ ଯୁଦ୍ଧ ଥିଲା । ୨୦୧୯ରେ ଦଳ କୁରୁକ୍ଷେତ୍ର ଯୁଦ୍ଧ ଲଢିବ । ଏହା କହିଛନ୍ତି ବରିଷ୍ଠ ବିଜେଡି ନେତା ସୁରେଶ ପୂଜାରୀ । ପଂଚାୟତ ନିର୍ବାଚନରେ ବିଜେପିର ବିପୁଳ ବିଜୟ ପାଇଁ ସେ ଓଡିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।…
Read More...

ଓଡିଆ ସବସେ ବଢିଆ ! ମହାଶିବରାତ୍ରୀରେ ଓଡିଶାବାସୀଙ୍କୁ ସେହୱାଗଙ୍କ ଶୁଭେଚ୍ଛା

କନକ ବ୍ୟୁରୋ : ଓଡିଆ ସବସେ ବଢିଆ । ମହାଶିବରାତ୍ରୀରେ ଓଡିଶାବାସୀଙ୍କୁ ସେହୱାଗଙ୍କ ଶୁଭେଚ୍ଛା । ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ଓଡିଶାକୁ ଗରିବଙ୍କ ରାଜ୍ୟ କହି ଜାତୀୟ ସ୍ତରରେ ଦୟନୀୟ ଚିତ୍ର ଉପସ୍ଥାପନ କରିଥିବା ବେଳେ ଅନ୍ୟପଟେ ଓଡିଆଙ୍କୁ ମନଖୋଲା ପ୍ରଶଂସା କରି ଏମିତି ଟ୍ୱିଟ୍ କରିଛନ୍ତି…
Read More...

ମୋଦିଙ୍କ ଗରିବ ଓଡ଼ିଶା ମନ୍ତବ୍ୟ ନେଇ ଝଡ ! ବିଧାନସଭାରେ କଂଗ୍ରେସ ଓ ବିଜେଡିର ହଟ୍ଟଗୋଳ

କନକ ବ୍ୟୁରୋ : ଗରିବ ଓଡିଶା, ଦରିଦ୍ର ଓଡିଶା । ଦେଶରେ ଅନାହାର ଓ ଅଶିକ୍ଷିତର ସବୁଠାରୁ ବଡ ଉଦାହରଣ । ୟୁପି ନିର୍ବାଚନ ପ୍ରଚାରରେ ପ୍ରଧାନମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ ନେଇ ସାରା ଓଡିଶାରେ ସୃଷ୍ଟି ହୋଇଛି ଝଡ । ରାଜ୍ୟରେ ରାଜନୈତିକ ହଟଚମଟ । ପ୍ରଧାନମନ୍ତ୍ରୀଙ୍କ ମୁହଁରେ ଗରିବ ଓଡିଶାର…
Read More...

ପଂଚାୟତ ପରୀକ୍ଷାର ଗ୍ରାଣ୍ଡ ଫିନାଲେ ! ବିଜେଡିକୁ ଜୋରଦାର୍ ଟକ୍କର ଦେଉଛି ବିଜେପି

କନକ ବ୍ୟୁରୋ : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ବିଭିନ୍ନ ସୁତ୍ରରୁ ନିର୍ବାଚନ ଫଳାଫଳ ଆସିବା ପରେ ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଫଳାଫଳ ଘୋଷଣା କରାଯାଉଛି । ସବୁ ବ୍ଲକରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି ଗଣତି । ଗତ ୨୧ ତାରିଖରେ ଶେଷ ପର୍ଯ୍ୟାୟ ନିର୍ବାଚନ…
Read More...

ପୁଣେ ଟେଷ୍ଟରେ ଭାରତର ବିରାଟ ପରାଜୟ ! ଅଷ୍ଟ୍ରେଲିଆଠୁ ୩୩୩ ରନରେ ହାରିଲା ଟିମ୍ ଇଣ୍ଡିଆ

କନକ ବ୍ୟୁରୋ : ଘରୋଇ ମାଟିରେ ଟିମ୍ ଇଣ୍ଡିଆର ଦୟନୀୟ ପ୍ରଦର୍ଶନ । ୧୩ ବର୍ଷ ପରେ ଘରୋଇ ମାଟିରେ ଅଷ୍ଟ୍ରେଲିଆ ଠାରୁ ଟେଷ୍ଟ ହାରିଛି ଭାରତ । ପୁଣେ ଟେଷ୍ଟକୁ ୩୩୩ ରନରେ ଜିତି ନେଇଛି କଂଗାରୁ ଦଳ । ଆଉ ନିଜ ମାଟିରେ ବେଶ୍ ଶକ୍ତିଶାଳୀ ବୋଲାଉଥିବା ଟିମ୍ ଇଣ୍ଡିଆକୁ ମାତ୍ ଦେଇଛି ଅଷ୍ଟ୍ରେଲଆ ।…
Read More...

ପିପିଲି : ଜିଲ୍ଲାପରିଷଦ ଭୋଟ ଗଣତି ବେଳେ ଅନିୟମିତତା ଅଭିଯୋଗ କରି ରାସ୍ତା ଅବରୋଧ କଲେ ବିଜେପି କର୍ମୀ

କନକ ବ୍ୟୁରୋ : ପିପିଲିରେ ରାସ୍ତା ଅବରୋଧ । ଜିଲ୍ଲା ପରିଷଦ ଭୋଟ୍ ଗଣତିରେ ଅନିୟମିତତା ଅଭିଯୋଗ କରି ବିଜେପି ପକ୍ଷରୁ ରାସ୍ତାରୋକ । ୨୨ ନମ୍ବର ଜୋନରେ ଜିଲ୍ଲାପରିଷଦ ନିର୍ବାଚନ ଫଳାଫଳକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ବିଜେପି । ବିଭିନ୍ନ ବୁଥରେ ଫଳାଫଳ ନେଇ ଏହି ଜୋନରେ ବିଜେପିର ବିଜୟ ନେଇ…
Read More...

ବଦଳିଲା ଦକ୍ଷିଣ-ପଶ୍ଚିମ ବାୟୁ ପ୍ରବାହର ଦିଗ ! ଆଂଚଳିକ ପାଣିପାଗ କେନ୍ଦ୍ରର ଆକଳନ

କନକ ବ୍ୟୁରୋ : ବଦଳିଲା ଦକ୍ଷିଣ-ପଶ୍ଚିମ ବାୟୁ ପ୍ରବାହର ଦିଗ । ଏହାର ପ୍ରଭାବରେ ରାଜ୍ୟରେ ଅନେକାଂଶରେ ତାତି କମିଛି । ଏଥିପାଇଁ ତାପାମାତ୍ରା ୪ଡିଗ୍ରୀ ଯାଏଁ ହ୍ରାସ ପାଇବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି । ଏହାସହ ୨୭ ତାରିଖ ଯାଏଁ ତାତି ବଢିବନି ବୋଲି ପୂର୍ବାନୁମାନ କରିଛି…
Read More...

ଟେଲିକମ ଦୁନିଆରେ ବିପୁଳ ସପଳତା ପରେ ଲଂଚ ହେବ ଜିଓ କ୍ୟାବ ! ଓଲା ଓ ଉବେରକୁ ଦେବ ଟକ୍କର

କନକ ବ୍ୟୁରୋ : ଟେଲିକମ ଦୁନିଆରେ ବିପୁଳ ସପଳତା ପରେ ଜିଓ ଏବେ କ୍ୟାବ ଦୁନିଆରେ ପ୍ରବେଶ କରିବାକୁ ଯାଉଛି । ମୁକେଶ ଅମ୍ବାନୀ ଏହି ବର୍ଷ ଶେଷ ସୁଦ୍ଧା ଏହାକୁ ଲଂଚ କରିବାକୁ ଯୋଜନା କରୁଛନ୍ତି । ବିଶେଷ କରି ଓଲା ଓ ଉବେରକୁ ଟକ୍କର ଦେବାପାଇଁ ମୁକେଶ ଅମ୍ବାନୀ ଏଭଳି କରୁଥିବାର ଚର୍ଚ୍ଚା ହେଉଛିି ।
Read More...

ଗଂଜାମ ରୁଟରେ ଆଜିଠୁ ବନ୍ଦ ରହିବ ବସ ଚଳାଚଳ ! ବନ୍ଦ ନିଷ୍ପତିକୁ ୧୨ଟା ଯାଏଁ ସ୍ଥଗିତ ରଖିଲା ଘରୋଇ ବସ ମାଲିକ ସଂଘ ବସ୍

କନକ ବ୍ୟୁରୋ : ଗଂଜାମ ରୁଟରେ ଆଜିଠୁ ବସ ଚଳାଚଳ ବନ୍ଦ ନିଷ୍ପତି ୧୨ଟା ଯାଏଁ ସ୍ଥଗିତ ରହିଛି । ସରକାର ଦିନ ୧୨ ଯାଏଁ ସମୟ ମାଗିଥିବାରୁ ବର୍ତ୍ତମାନ ବସ୍ ଚଳାଚଳ ସ୍ୱାଭାବିକ ରହିଛି । ତେବେ ଦିନ ୧୨ଟା ଭିତରେ ସରକାର କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଗଂଜାମ ରୁଟରେ ବସ୍ ଗଡିବ…
Read More...