Browsing Category

ନ୍ୟୁଜ୍

ରାଉରକେଲା ଡିଏଫଓଙ୍କ ଘରେ ଭିଜିଲାନ୍ସ ରେଡ ! ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗ

କନକ ବ୍ୟୁରୋ : ଡିଏଫଓଙ୍କ ଘରେ ଭିଜିଲାନ୍ସ ରେଡ । ରାଉରକେଲା ଡିଏଫଓ ମହାଦେବ ବଡାଇଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଭୁବନେଶ୍ୱର,ରାଉରକେଲା ସମେତ ୬ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଛାନଭିନ୍ କରୁଛି ଭିଜିଲାନ୍ସ । ଭିଜିଲାନ୍ସର ୪ଟି…
Read More...

୪୮୮ ବର୍ଗ ଅଧ୍ୟାପକ ଓ କର୍ମଚାରୀ ସଂଘର ଧାରଣା ! ପୂର୍ଣ୍ଣ ଅନୁଦାନ ନମିଳିବା ପର୍ଯ୍ୟନ୍ତ ଜାରି ରହିବ ଆନ୍ଦୋଳନ

କନକ ବ୍ୟୁରୋ : ମୁଣ୍ଡ ଉପରେ ଯୁକ୍ତ ଦୁଇ ପରୀକ୍ଷା । ହେଲେ ଏପଟେ ରାଜଧାନୀ ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି ୪୮୮ ବର୍ଗ ଅଧ୍ୟାପକ ଓ କର୍ମଚାରୀ ସଂଘ । ଆଜି ମହାସମାବେଶ କରିବ ସଂଘ । ଫଳରେ ଯୁକ୍ତ ୨ ପରୀକ୍ଷା କିପରି ପରିଚାଳନା କରାଯିବ, ଏ ନେଇ ପ୍ରଶ୍ନ ଉଠିଛି । ମାର୍ଚ୍ଚ ୬ରେ ୩…
Read More...

ବାଲେଶ୍ୱରରେ ଉଗ୍ରରୂପ ନେଲା ଗାଁ ବିବାଦ ! ଆକ୍ରମଣରେ ଜଣକର ମୃତ ପରେ ସ୍ଥାନୀୟ ଅଂଚଳରେ ଉତେଜନା,ରାସ୍ତାରୋକ

କନକ ବ୍ୟୁରୋ : ୬ ମାସ ଧରି ଦୁଇ ଗାଁ ମଧ୍ୟରେ ଲାଗି ରହିଥିବା ବିବାଦ ଏବେ ଉଗ୍ର ରୂପ ନେଇଛି । ଗବ ଗାଁର ଦୁଇ ଯୁବକଙ୍କ ଉପରେ ଗତକାଲି ମରଣାନ୍ତକ ଆକ୍ରମଣ ହୋଇଥିଲା । ଉଭୟକୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଜଣକର ମୃତ୍ୟୁ ହୋଇଛି । ଏହାର ପ୍ରତିବାଦରେ ସ୍ଥାନୀୟ ବାସିନ୍ଦା ପୁରୁଣା…
Read More...

ବାଲେଶ୍ୱରରୁ ୮ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ! ୨ ଗିରଫ

କନକ ବ୍ୟୁରୋ : ବାଲେଶ୍ୱରରୁ ୮ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ । ଏହାସହ ବ୍ରାଉନ ସୁଗାର ରଖିଥିବା ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି । ଜଳେଶ୍ୱର ଝାଡେଶ୍ୱର ଗ୍ୟାରେଜ ବଜାରରୁ ୩୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗ । ଗିରଫ ବ୍ୟକ୍ତି ଦୁଇ ଜଣ ହେଉଛନ୍ତି ପ୍ରଭାତ…
Read More...

ରୋଗୀ ମୃତ୍ୟୁକୁ ନେଇ ଉତେଜନା : ଚିକିତ୍ସା ଅବହେଳା ଅଭିଯୋଗରେ ନର୍ସିଂହୋମରେ ପରିବାର ଲୋକଙ୍କ ଭଙ୍ଗାରୁଜା

କନକ ବ୍ୟୁରୋ : ରୋଗୀ ମୃତ୍ୟୁକୁ ନେଇ ଉତେଜନା । ଚିକିତ୍ସା ଅବହେଳା ଅଭିଯୋଗରେ ଅନୁଗୁଳରେ ଚନ୍ଦନ ନର୍ସିଂହୋମରେ ଭଙ୍ଗାରୁଜା ହୋଇଛି । ଠିକ୍ ସମୟରେ ଚିକିତ୍ସା ଯୋଗାଇ ଦିଆନଯିବାରୁ ରୋଗୀଟିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ମୃତକଙ୍କ ସମ୍ପର୍କୀୟ ଲୋକ ତାତି ଉଠିଛନ୍ତି ।…
Read More...

ଆଜି ବଜେଟ ଅଧିବେଶନ ପ୍ରଥମ ପର୍ଯ୍ୟାୟର ଶେଷ ଦିନ : ସ୍ୱାଭାବିକ ଚାଲିଲା ପ୍ରଶ୍ନକାଳ

କନକ ବ୍ୟୁରୋ : ଆଜି ବିଧାନସଭା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟର ଶେଷ ଦିନ । ଦୁଇ ଦିନର ପ୍ରବଳ ହଟ୍ଟଗୋଳ ପରେ ଆଜି ସ୍ୱାଭାବିକ ଭାବେ ଚାଲିଛି ପ୍ରଶ୍ନକାଳ । ପଂଚାୟତ ନିର୍ବାଚନ ହିଂସା, ପରିବା ଅଭାବୀ ବିକ୍ରି, ଚାଷୀ ଆତ୍ମହତ୍ୟା, ମୋଦିଙ୍କ ଗରିବ ମନ୍ତବ୍ୟ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରତି…
Read More...

ଅନ୍ଧବିଶ୍ୱାସ ଅନ୍ଧାରରେ କଲେଜ ଛାତ୍ରୀ ! ପୂଜାପାଠ ନାଁରେ ସହପାଠିନୀଙ୍କୁ କଲେ ହତ୍ୟା

କନକ ବ୍ୟୁରୋ : ଅନ୍ଧବିଶ୍ୱାସ ଅନ୍ଧାରରେ କଲେଜ ଛାତ୍ରୀ । ପୂଜାପାଠ ନାଁରେ ଦୁଇ ଜଣ କଲେଜ ଛାତ୍ରୀ ସେମାନଙ୍କ ଜଣେ ସହପାଠିନୀଙ୍କୁ ନିର୍ଯାତନା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ସବୁଠୁ ବଡ କଥା ହେଉଛି ପରିବାର ଓ ଅନ୍ୟ ଲୋକଙ୍କ ସମ୍ମୁଖରେ ଏହି ଘଟଣା ଘଟିଛି ।…
Read More...

ଅସମ୍ଭାଳ ହେଲାଣି ରାଜ୍ୟରେ ତାତି ! ପାଣିପାଗ କେନ୍ଦ୍ରର ପୂର୍ବାନୁମାନ, ଆସନ୍ତା ଦୁଇ ଦିନ ଯାଏଁ ସ୍ଥିତିରେ ସୁଧାର ନାହିଁ

କନକ ବ୍ୟୁରୋ : ରାଜ୍ୟରେ ଆରମ୍ଭ ହୋଇଗଲାଣି ଗ୍ରୀଷ୍ମ ଲହରୀ । ଗତକାଲି ରାଜଧାନୀରେ ୩ଘଂଟା ଧରି ଅସମ୍ଭାଳ ଗ୍ରୀଷ୍ମ ଅନୁଭୁତ ହୋଇଛି । ଆଜି କାଲି ଭଳି ପରିସ୍ଥିତି ଦେଖାଗଲେ ପାଣିପାଗ କେନ୍ଦ୍ର ପକ୍ଷରୁ ଆନୁଷ୍ଠାନିକ ଭାବେ ହିଟ୍ୱେଭ ଘୋଷଣା କରାଯିବ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନିକଟରେ…
Read More...

ଶ୍ରୀମନ୍ଦିରରେ ଆରମ୍ଭ ହେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦୋଳଯାତ୍ରା ! ନୀତି ଚୂଡାନ୍ତ ନେଇ ଆଜି ଶ୍ରୀମନ୍ଦିର…

କନକ ବ୍ୟୁରୋ : ମାର୍ଚ୍ଚ ୭ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦୋଳଯାତ୍ରା । ମହାପ୍ରଭୁଙ୍କ ଦୋଳ ପୂର୍ଣ୍ଣିମା ନୀତି ଚୂଡାନ୍ତ ନେଇ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିବ ନୀତି ସବ-କମିଟି ବୈଠକ । ଏଥିସହ ସଂଧ୍ୟାରେ ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ…
Read More...

ଆଜିଠାରୁ ବାଙ୍ଗାଲୁରୁରେ ଦ୍ୱିତୀୟ ଟେଷ୍ଟ ! ଆରମ୍ଭରୁ ଚାପ ପକାଇବାକୁ କଙ୍ଗାରୁ ଦଳର ଯୋଜନା

କନକ ବ୍ୟୁରୋ : ଆଜି ବାଙ୍ଗାଲୋରରେ ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ । ପୁଣେ ଟେଷ୍ଟକୁ ସହଜରେ ଜିତି ନେଇ କଙ୍ଗାରୁ ଦଳ ମାନସିକ ସ୍ତରରେ ସୁଦୃଢ ରହିଛି । ଏହାଛଡା ଅଷ୍ଟ୍ରେଲିଆ ଖେଳାଳିଙ୍କ ଉନ୍ନତ ପ୍ରଦର୍ଶନ ମଧ୍ୟ ଦଳର ମନୋବଳ ବଢାଇଛି । ଅନ୍ୟପଟେ ପରାଜୟ ଭୁଲି ସିରିଜକୁ…
Read More...