କନକ ବ୍ୟୁରୋ : ଆଜି ବାଙ୍ଗାଲୋରରେ ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ । ପୁଣେ ଟେଷ୍ଟକୁ ସହଜରେ ଜିତି ନେଇ କଙ୍ଗାରୁ ଦଳ ମାନସିକ ସ୍ତରରେ ସୁଦୃଢ ରହିଛି । ଏହାଛଡା ଅଷ୍ଟ୍ରେଲିଆ ଖେଳାଳିଙ୍କ ଉନ୍ନତ ପ୍ରଦର୍ଶନ ମଧ୍ୟ ଦଳର ମନୋବଳ ବଢାଇଛି । ଅନ୍ୟପଟେ ପରାଜୟ ଭୁଲି ସିରିଜକୁ ପ୍ରତ୍ୟାବର୍ତନ କରିବାକୁ ଟିମ ଇଣ୍ଡିଆ ଉଦ୍ୟମ କରିବ । ପ୍ରଥମ ଟେଷ୍ଟରେ ଦଳର ନୈରାଶ୍ୟଜନକ ବ୍ୟାଟିଂକୁ ଭାରତ ସୁଧାରିବାକୁ ଉଦ୍ୟମ କରିବ ।
ଆଜିଠାରୁ ବାଙ୍ଗାଲୁରୁରେ ଦ୍ୱିତୀୟ ଟେଷ୍ଟ ! ଆରମ୍ଭରୁ ଚାପ ପକାଇବାକୁ କଙ୍ଗାରୁ ଦଳର ଯୋଜନା
/kanak/media/post_attachments/wp-content/uploads/2017/03/vlcsnap-2017-03-04-08h13m39s228.png)