ଖୋଲୁଛି ଶିକ୍ଷା ବିଭାଗର ଗୁମର: ଚୂନ ଲଗାଇ ଚାକିରି କରିଥିଲେ, ଅଭିଯୋଗ ପରେ ଇସ୍ତଫା ଦେଲେ ଆଉ ୨ ଜାଲ ଶିକ୍ଷକ

କନକ ବ୍ୟୁରୋ: ଜାଲ୍‌ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ଘଟଣାକୁ ନେଇ ଗଂଜାମ ଜିଲ୍ଲା ଶିକ୍ଷା ବିଭାଗ ଏବେ ସରଗରମ ଥିବା ବେଳେ ଶୁକ୍ରବାର ବେଗୁନିଆପଡ଼ା ବ୍ଳକର ମଂଗଳପୁର ପ୍ରାଥମିକ ବିଦ୍ୟାଳୟରେ କାର୍ୟ୍ୟରତ ଶିକ୍ଷକ ପରମାନନ୍ଦ ସାହୁ ତାଙ୍କର ପଦବୀରୁ ଇସ୍ତଫା ଦେଇଥିବା ଗୋଷ୍ଠୀ ଶିକ୍ଷା…

ବିଦ୍ୟୁତ୍ ବିଭାଗର ‘ସ୍ୱଚ୍ଛ ସେବକ’: ସବୁ ବିଭାଗରେ ରୁହନ୍ତୁ ଏମିତି ଅଫିସର । ସାଧୁତା ପାଇଁ ଗଙ୍ଗା ଗୌରୀପ୍ରସାଦଙ୍କୁ…

କନକ ବ୍ୟୁରୋ: ସବୁ ସରକାରୀ ଅଫିସର ଅସାଧୁ ନୁହଁନ୍ତି କି ସବୁ ସରକାରୀ ବାବୁ ଦୁର୍ନୀତିରେ ବୁଡି ନାହାନ୍ତି । ନିଜ କ୍ଷମତାର ଅପବ୍ୟବହାର କରି ସବୁ ସରକାରୀ ବାବୁ ସାଧାରଣ ଲୋକଙ୍କୁ ଶୋଷଣ କରୁନାହାନ୍ତି । ସରକାରୀ କଳ ଏବେ ଦୁର୍ନୀତିରେ ଉବୁଟୁବୁ ହେଉଥିବା ବିରୋଧୀ ବାରମ୍ବାର ଅଭିଯୋଗ କରୁଥିବା…

ଦାଗୀ ଅଫିସରଙ୍କୁ ଦଣ୍ଡ: ସାଧୁତା ପରୀକ୍ଷାରେ ଫେଲ ୬ ଅସାଧୁ ଅଫିସରଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ: ଅପରେସନ ବ୍ଲାକ ଆଉଟକୁ ଗୁରୁତର ସହ ନେଇଛି ଶକ୍ତି ବିଭାଗ । ଦୁର୍ନୀତିଖୋର ବିଜୁଳି ବାବୁଙ୍କ ଅସଲ ମୁଖା ଖୋଲିଦେବା ପରେ ସାମ୍ନାକୁ ଆସିଛି ଅସାଧୁ ସରକାରୀ କର୍ମଚାରୀଙ୍କ କଳା କାରନାମା । ପଇସା ପାଇଁ ପାୱାର କଟ୍ ଭିଡିଓ ପ୍ରସାରଣ ପରେ ବିଦ୍ୟୁତ ବିଭାଗର ୬ ଜଣ ଅସାଧୁ ଅଧିକାରୀଙ୍କୁ…

ବିଦ୍ୟୁତ୍ ବିଭାଗର ‘ଗର୍ବ ଗୌରବ’ ଗଙ୍ଗା ଗୌରୀପ୍ରସାଦ: ଲାଞ୍ଚ ନେଲେନି କି ଲୋଭର ବଶବର୍ତ୍ତୀ ହେଲେନି ।…

କନକ ବ୍ୟୁରୋ: ସଚ୍ଚୋଟତାକୁ କବଜା କରିପାରିଲାନି ଲୋଭ । ନିଜ କର୍ତ୍ତବ୍ୟ ପ୍ରତି ନିଷ୍ଠାଭାବ ପାଇଁ ସାବାସି ପାଇଲେ ସଚ୍ଚୋଟ ଅଫିସର । କନକ ନ୍ୟୁଜର ରିୟଲିଟି ଚେକରେ ରିଅଲ ହିରୋ ବନିଛନ୍ତି ଗଙ୍ଗା ଗୌରୀପ୍ରସାଦ ପଟ୍ଟନାୟକ । ପାରଳାଖେମୁଣ୍ଡି ସବଡିଭିଜନର ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ…

ମୋଦିଙ୍କ ଉପରେ ବହି ଲେଖିବେ ଉମା ଭାରତୀ: ଗୋଡରେ ଆଘାତ ଲାଗିଥିବାରୁ ବିଶ୍ରାମ ବେଳେ ପ୍ରଧାନମନ୍ତ୍ରୀଙ୍କ ଉପରେ ପୁସ୍ତକ…

କନକ ବ୍ୟୁରୋ: ମୋଦିଙ୍କ ଉପରେ ବହି ଲେଖିବେ ଉମା ଭାରତୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପୁସ୍ତକ ଲେଖିବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଉମା ଭାରତୀ । ମୋଦିଙ୍କ ସହ ତାଙ୍କ ସମ୍ପର୍କ, ତାଙ୍କ ଅନୁଭୂତି ଆଉ ତାଙ୍କ ଠାରୁ ଶିଖିଥିବା କଥାକୁ ନେଇ ଉମା ଏକ ବହି ଲେଖିବାକୁ ଯାଉଛନ୍ତି ।…

ଜେଇଙ୍କ ପାୱାର କଟ୍ ଜାଲ: ପକେଟ ଗରମ ହେଲେ କଟୁଛି ପାୱାର । ଗୁଣପୁର ସବଡିଭିଜନ ଜେଇଙ୍କ ଗୋଳମାଳିଆ କାମ । ନିଜେ ଖାଇବେ,…

କନକ ବ୍ୟୁରୋ: ରାୟଗଡା ଗୁଣପୁରରେ କେମିତି ଚାଲିଛି ବିଜୁଳି ବିଭାଗ ? ଆମେ ଖୋଲିଦେବୁ ଗୁମର । ବିଜୁଳ ବିଲ ବଢାଇ, ବିଭାଗର କ୍ଷତି କମାଇ ଦିନେ ବେଷ୍ଟ ଡିଭିଜନର ଆୱାର୍ଡ ପାଇଥିଲେ ଗୁଣପୁର ସବଡିଭିଜନର ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ । ହେଲେ ପକେଟ ଗରମ ହେବା ଅଫର ପାଇ ଖୁସିରେ ହୋଇଗଲେ ଗଦଗଦ…