ମୁଁ ଶପଥ କରି କହୁଛି… ବିଜେପି ବିରୋଧରେ ଶପଥ ନେଲେ ୧୬୨ ବିଧାୟକ । ହାୟତ ହୋଟେଲରେ ହାତ ଧରାଧରି ହେଲେ…
କନକ ବ୍ୟୁରୋ: ମହାରାଷ୍ଟ୍ରରେ ସରିନି ମହାଭାରତ । ସଞ୍ଜ ନଇଁବା କ୍ଷଣି ‘ମହା’ ନାଟକରେ ଆସିଛି ନୂଆ ମୋଡ । ‘ମହା’ ରାଜନୀତିରେ ଦେଖିବାକୁ ମିଳିଛି ରୋଚକ ଚିତ୍ର । ଆସନ୍ତାକାଲି ସୁପ୍ରମିକୋର୍ଟ ମହାରାୟ ଦେବାକୁ ଥିବାବେଳେ ତାପୂର୍ବରୁ ସରକାର ଗଠନ ନେଇ ହୋଇଛି ମହାମେଳି ।…